Browsing Tag

subarnapur news

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତିର ସମୀକ୍ଷା ବୈଠକ

ଜିଲ୍ଲାର ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ଯୋଗାଯୋଗ ପୂର୍ବକ କାର୍ଯ୍ୟ କରିବାକୁ ଜିଲ୍ଲାପାଳଙ୍କ ଅଧିକାରୀମାନଙ୍କୁ ପରାମର୍ଶ, ଜିରୋ କାଜୁଆଲିଟି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ
Read More...

ମହିମା ବୃଦ୍ଧାଶ୍ରମ ଝିଙ୍କି ଠାରେ ବିଶ୍ୱ ଶ୍ରବଣ ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ମହିମା ବୃଦ୍ଧାଶ୍ରମ ଝିଙ୍କି ସଦର ମହକୁମା ସୁବର୍ଣ୍ଣପୁରଠାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୁଲ୍ୟରେ ବିଶ୍ୱ ଶ୍ରବଣ ଦିବସ ପାଳିତ ହୋଇଯାଇଛି । ସେବାଶ୍ରମର ବରିଷ୍ଠ ନାଗରିକ ତଥା ଭିନ୍ନକ୍ଷମ ମାନଙ୍କୁ ନେଇ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ମୁଖ୍ୟ
Read More...

ଜିଲ୍ଲାରେ ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଦ୍ଵିତୀୟ ପ୍ରସ୍ତୁତି…

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଜିଲ୍ଲାରେ ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାରେ ମାର୍ଚ୍ଚ ୭ରୁ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏହାକୁ ସଫଳ କରିବା ନିମନ୍ତେ ଆଜି
Read More...

ସାମାଜିକ ଅନୁଷ୍ଠାନ ରେଆର୍‌ର ୨୮ତମ ପ୍ରତିଷ୍ଠା ଦିବସ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରେଆର୍ ବା ଗ୍ରାମୀଣ ସମୃଦ୍ଧି ଗବେଷଣା ପ୍ରତିଷ୍ଠାନର ୨୮ତମ ବାର୍ଷକ ସମାରୋହ ଏନ୍‌ଜିଓସିସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ରେଆର୍ର ସଭାପତି ସଚ୍ଚିଦାନନ୍ଦ ସାହୁଙ୍କ ପୌରହିତ୍ୟ ଏବଂ
Read More...

ସନ୍ଥକବି ଭୀମଭୋଇଙ୍କ ୧୨୭ତମ ଶ୍ରାଦ୍ଧ ଉତ୍ସବ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଶୂନ୍ୟବ୍ରହ୍ମ ଉପାସନାର ପ୍ରମୁଖ ଉପାସକ ତଥା ସନ୍ଥକବି ଭୀମଭୋଇଙ୍କ ୧୨୭ତମ ଶ୍ରାଦ୍ଧ ଦିବସ ସୁବର୍ଣ୍ଣପୁର ଠାରେ ପାଳିତ ହୋଇଯାଇଛି । ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ଓ ସୋନପୁର ମ୍ୟୁନିସିପାଲିଟିରେ ବ୍ୟବସ୍ଥିତ ୨୨ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବୀରମହାରାଜପୁର, ଉଲୁଣ୍ଡା, ବିନିକା, ତରଭା,
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ଓ ସୋନପୁର ମ୍ୟୁନିସିପାଲିଟିରେ ବ୍ୟବସ୍ଥିତ ୧୨ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବୀରମହାରାଜପୁର, ଉଲୁଣ୍ଡା, ବିନିକା, ତରଭା,
Read More...

ଶୈବ ସଂସ୍କୃତିର ପ୍ରମୁଖ ପୀଠ ସୁବର୍ଣ୍ଣପୁରରେ ଆଜି ମହା ଶିବରାତ୍ରି

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଓଡିଶାର ପ୍ରମୁଖ ଶୈବପୀଠ ତଥା ସଂସ୍କୃତିର ମାଟି ସୁବର୍ଣ୍ଣପୁର ଜିଲ୍ଲାର ଶତାଧିକ ଶିବ ମନ୍ଦିରରେ ଆଜି ପବିତ୍ର ମହା ଶିବରାତ୍ରି ପାରମ୍ପାରିକ ରୀତିନୀତିରେ ଅନୁଷ୍ଠିତ ହେଉଛି । ସ୍ୱର୍ଣ୍ଣ ପ୍ରୟାଗ ସୁବର୍ଣ୍ଣପୁରର ବାବା ସୁବର୍ଣ୍ଣମେରୁ, ବାବା ରାମେଶ୍ୱର,
Read More...

୩୩ ବର୍ଷ ଧରି ସ୍ୱର୍ଣ୍ଣ ପ୍ରୟାଗର ରାମେଶ୍ୱର ମନ୍ଦିର ଯଜ୍ଞ ମଣ୍ଡପରେ ସମୂହ ବ୍ରତ ପନୋୟନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ତ୍ରିବେଣୀ ସଂଗମ ରାମେଶ୍ୱରର ମନ୍ଦିରର ଯଜ୍ଞ ମଣ୍ଡପରେ ଆଜି ପଶ୍ଚିମ ଓଡିଶା ସ୍ତରୀୟ ସାମୂହିକ ବ୍ରତ ପନୋୟନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁରର ଧର୍ମ ପରାୟଣ ତଥା ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକଙ୍କ ଦ୍ୱାରା ଆୟୋଜିତ
Read More...

ସୁବର୍ଣ୍ଣପୁର ତାଇକଣ୍ଡୋ କ୍ରୀଡାବିତମାନଙ୍କ ଜାତୀୟ ସ୍ତରରେ ସଫଳତା : ୪ ସ୍ୱର୍ଣ୍ଣ ଏବଂ ୩ ରୋପ୍ୟ ପଦକ ହାସଲ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ କ୍ରୀଡାବିତ୍‌ମାନଙ୍କ ଆଉ ଏକ ଚମକପ୍ରଦ ପ୍ରଦର୍ଶନ ଦେଖିବାକୁ ମିଳିଛି । ଷଷ୍ଠ ଜାତୀୟ ମାର୍ସଲ ଆର୍ଟ ଗେମ୍ସରେ ଜିଲ୍ଲାର କ୍ରୀଡାବିତମାନଙ୍କୁ ଏହି ସଫଳତା ମିଳିଛି । ଗୋଆରେ ଅନୁଷ୍ଠିତ ଏହି ସଂଘର୍ଷ ପୂର୍ଣ୍ଣ ମାର୍ସଲ ଆର୍ଟ
Read More...