ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ
ସମ୍ବଲପୁର, (କେପିଏନ୍ଏସ୍) : ମା କ୍ଷୀର ଅମୃତ ସମାନ । ମା'ର କଷକ୍ଷୀର ସନ୍ତାନ ପାଉଁ ସର୍ବୋକୃଷ୍ଟ । ଶିଶୁର ସମସ୍ତ ଆବଶ୍ୟକତାକୁ ପୂରଣ କରିଥାଏ । ତେଣୁ ଉଭୟ ଗର୍ଭବତୀ ଓ ପ୍ରସୂତୀଙ୍କୁ ପରାମର୍ଶ ଓ ଉପାଦେୟତା ବିଷୟରେ ସଚେତନତା ଜରୁରୀ ବୋଲି ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ବାର୍ତ୍ତା!-->…
Read More...
Read More...