Browsing Tag

saintala news

ଓସ୍ତାଳୀ ଡ୍ୟାମ ଖୋଲିବା ପାଇଁ ବିଧାୟକଙ୍କୁ ସରପଞ୍ଚ ସଂଘ ପକ୍ଷରୁ ଦାବିପତ୍ର

ସଇଁତଲା, (ଖୁସିରାନୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ୨୨ଟି ପଂଚାୟତର ବିଭିନ୍ନ ନଦୀରେ ଧୀରେ ଧୀରେ ପାଣିର ସ୍ରୋତ କମିବାରେ ଲାଗି ଥିବା ବେଳେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସ୍ଥାନୀୟ ସରପଞ୍ଚ ସଂଘ ପକ୍ଷରୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କୁ ଏକ
Read More...

ମନଇଚ୍ଛା ସ୍କୁଲ ଆସୁଛନ୍ତି ଶିକ୍ଷୟିତ୍ରୀ : ବଦଳି ଦାବି ନେଇ ଦାବିପତ୍ର ପ୍ରଦାନ

ସଇଁତଲା, (ଖୁସିରାନୀ ସାହୁ) : ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଶିକ୍ଷୟିତ୍ରୀ କରୁଛନ୍ତି ମନମାନି । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଲାଚୁଟ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ନନ୍ଦଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ସ୍କୁଲର
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୧ଗୁରୁତର

ସଇଁତଲା, (ଖୁସିରାନୀ ସାହୁ) : ବଲାଙ୍ଗିର ଜାତୀୟ ରାଜପଥ ୨୬ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଜାତୀୟ ରାଜପଥ ୨୬ ନିକଟସ୍ଥ ଥାନା ସାମ୍ନା ବଲାଙ୍ଗିର ପଟୁ ଦୃତଗତିରେ ଆସୁଥିବା ଏକ ଟ୍ରକ ଟିଟିଲାଗଡ଼ ପଟୁ ଆସୁଥିବା ଏକ ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା ।
Read More...

ସରପଞ୍ଚଙ୍କ ଅଭିଯୋଗକୁ ନେଇ ରାଗିଗଲେ ଜିଲ୍ଲାପାଳ : ସଇଁତଲାରେ ଯୁଗ୍ମ ଜନ ଶୁଣାଣି ଶିବିର

ସଇଁତଲା, (ଖୁସିରାନୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୌରବ ଶିବାଜୀ ଇସଲୱାର ଯୋଗଦେଇ ଲୋକଙ୍କ ୫୨ଟି ଅଭିଯୋଗ ମଧ୍ୟରୁ ବିଭିନ୍ନ ସମସ୍ୟାର ସମାଧାନ ହୋଇଥିବା
Read More...

ଖ୍ରୀଷ୍ଟୀୟ ଉଦଯୋଗ ସମିତି ତରଫରୁ ସର୍କଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଡେଙ୍ଗ ଟିମ ଚମ୍ପିୟାନ ବିବେଚିତ

ସଇଁତଲା, (କେିପଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ସ୍ଥିତ ଡେଙ୍ଗ ଗ୍ରାମ ସ୍ଥିତ ଖ୍ରୀଷ୍ଟୀୟ ଉଦଯୋଗ ସମିତି ଆନୁକୂଲ୍ୟରେ ପାଶ୍ଚାତ୍ୟ ଉତ୍କଳ ଖ୍ରୀଷ୍ଟୀୟ ଉଦଯୋଗ ସମିତି ସମ୍ମିଳନୀର ଟିଟିଲାଗଡ ଭ୍ରାମ୍ୟମାଣ ଅଞ୍ଚଳକୁ ନେଇ ଦିନିକିଆ ରାତ୍ର ସର୍କଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ
Read More...

ବିଜେଡି ଛାଡି ବିଜେପି ସାମିଲ ହେଲେ ମୁକେଶ

ସଇଁତଲା, (କେପିଏନ୍‌ଏସ୍‌) : ମୁକେଶ ଜୈନଙ୍କ ଘରବାହୁଡ଼ା । ବିଜେଡି ଛାଡି ବିଜେପିରେ ସାମିଲ ହେଲେ ମୁକେଶ । ଚଳିତ ବର୍ଷ ନିର୍ବାଚନରେ ବିଜେପିରୁ ଟିକଟ ନ ମିଳିବାରୁ ବିଜେପି ଛାଡି ବିଜେଡ଼ିରେ ସାମିଲ ହୋଇଥିଲେ । ହେଲେ ବିଜେଡ଼ିର କାର୍ୟ୍ୟକଲାପକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ବିଜେଡ଼ି ଛାଡି
Read More...

ସ୍ୱର୍ଗତ ପିତାମ୍ବର ସେଠ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଗୋପବନ୍ଧୁ ପଡା କ୍ରିକେଟ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଲାନ୍ଥନଦୀ ଖେଳ ପଡିଆ ଠାରେ ବୈକୁଣ୍ଠ ସେଠଙ୍କ ତତ୍ତ୍ୱବଧାନରେ ଦ୍ୱିତୀୟ ବର୍ଷ ପିତାମ୍ବର ସେଠ ମେମୋରିଆଲ ସର୍କିଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି
Read More...

ସଇଁତଲାର ବିଭିନ୍ନ ସ୍ଥାନରେ ପ୍ରହରୀ ନାମଯଜ୍ଞ ଶେଷ , ଭକ୍ତଙ୍କ ପ୍ରବଳ ଜନ ସମାଗମ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ବିଭିନ୍ନ ଅଞ୍ଚଳରେ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ପ୍ରହରୀ ନାମଯଜ୍ଞ ଚାଲିଥିବା ବେଳେ ଶନିବାର ପୂର୍ଣ୍ଣାହୂତି ହୋଇଯାଇଛି । ସ୍ଥାନୀୟ ହାଟପଡା ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଦୋଳ ପୁର୍ଣିମା ଅବସରରେ ସଇଁତଲାରେ ୨୪ ପ୍ରହରୀ
Read More...

ରାଜ୍ୟପାଳ ପୁରସ୍କାର ପାଇଲେ ଡେଙ୍ଗ ହାଇସ୍କୁଲ

ସଇଁତଲା, (କେପିଏନ୍‌ଏସ୍‌) : ଭୁବନେଶ୍ଵର ରାଜ ଭବନରେ ରାଜ୍ୟସ୍ତରୀୟ ରେଡ଼କ୍ରସ ପୁରସ୍କାର ବିତରଣ ଉତ୍ସବରେ ଓଡିଶାର ମହାମହିମ ରାଜ୍ୟପାଳ ତଥା ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ସଭାପତି ଡ. ହରିବାବୁ କମ୍ଭମପାଟିଙ୍କ କରକମଳରେ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଡେଙ୍ଗ
Read More...

ବନ୍ଧୁକ ଦେଖାଇ ସୁନା ଗହଣା ଲୁଟ ଘଟଣା : ଜଣେ ନାବାଳକ ସହ ୪ ଗିରଫ

ବନ୍ଧୁକ ଜବତ, ଡ୍ରାଇଭର ସାଜିଥିଲା ମାଷ୍ଟର ମାଇଣ୍ଡ, ସାମ୍ବାଦିକ ସମ୍ମିଳନୀରେ ଏସ୍‌ପିଙ୍କ ସୂଚନା ସଇଁତଲା, (ଖୁସିରାନି ସାହୁ ) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଘୁନସର ଗାଁ ହାଇସ୍କୁଲ ଛକ ନିକଟରେ ଗତ ଶନିବାର ଦିନ ଚାରି ଚକିଆ ଗାଡିକୁ ଅଟକାଇ ସୁନା ହାର ଓ ସୁନା ଚେନ୍‌ ଲୁଟି ନେବା
Read More...