Browsing Tag

saintala news

ସଇଁତଲାରେ ବ୍ଲକସ୍ତରୀୟ “ନିଷ୍ଠା” ତାଲିମ ଶିବିର ଉଦ୍‌ଯାପିତ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗଶର ଜିଲ୍ଲା ସଇଁତଲା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚ ଦିବସୀୟ ଶିକ୍ଷକ ପ୍ରଶିକ୍ଷଣ "ନିଷ୍ଠା" (ସମତା ଓ ଅନ୍ତର୍ନିବେଶୀ ଶିକ୍ଷା ୨୦୨୪-୨୫) ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଶିବିର
Read More...

ଆଦର୍ଶ ଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଡେଙ୍ଗ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ରେଣୁକା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଖପରାଡୁଙ୍ଗୁରି ଗୁମ୍ପା ପରିଦର୍ଶନ କଲେ ବିଧାୟକ

ସଇଁତଲା, (ଖୁସିରାନି ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଡା ପଂଚାୟତ ସ୍ଥିତ ଖପରାଡୁଙ୍ଗୁରି ଗୁମ୍ପାକୁ ପର୍ଯ୍ୟଟନ ମାନ୍ୟତା ପାଇଁ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ ହୋଇପାରୁ ନାହିଁ । ଯାହା ଫଳରେ ଏହି ଗୁମ୍ପା ଅବହେଳିତ ଅବସ୍ଥାରେ ରହିଛି ।
Read More...

ମାଟ୍ରିକ ପରୀକ୍ଷାରେ ୯୧% ରଖିଲେ ପୂର୍ବତନ ସରପଞ୍ଚଙ୍କ ପୁଅ ଚନ୍ଦନ

ସଇଁତଲା, (ଖୁସିରାଣୀ ସାହୁ) : ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ଫଳାଫଳ ଘୋଷଣା ହେବା ପରେ ଛାତ୍ରଛାତ୍ରୀଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଶିଶକେଲା ଗାଁର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସମିତି ସଭ୍ୟ ଉମାକାନ୍ତ ରଣାଙ୍କ ପୁଅ ଚନ୍ଦନ ରଣା
Read More...

ସଇଁତଲାରେ ପଞ୍ଚାୟତରାଜ ଦିବସ ସମାରୋହ ପାଳନ : ନୂତନ ହିତାଧିକାରୀଙ୍କୁ ରେସନ କାର୍ଡ ବଣ୍ଟନ

ସଇଁତଲା, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଜାତୀୟ ପଂଚାୟତିରାଜ ଦିବସ ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ
Read More...

ପାଣିରେ ବୁଡି ନାବାଳକ ମୃତ

ସଇଁତଲା, (ଖୁସିରାଣୀ ସାହୁ) : ବର୍ତ୍ତମାନର ବଡ଼ ଖବର । ପାଣିରେ ବୁଡି ନାବାଳକଙ୍କ ଗଲା ଜୀବନ । ମୃତ ନାବଳକ ଜଣକ ହେଲେ ବଲାଙ୍ଗିର ସହର ଆନନ୍ଦନଗରର ପ୍ରିୟ ଦର୍ଶନ ଜେନା । ସୂଚନାଯୋଗ୍ୟ ଯେ, ପ୍ରିୟଦର୍ଶନ ସଇଁତଲା ଥାନା ଡୁଙ୍ଗୁରିପାଲି ପଂଚାୟତ ସାଉନ୍ତଉପରେ ଗାଁକୁ ଗତକାଲି ଠାରୁ
Read More...

୩ ମାସରେ ଶେଷ ହେବ ବାଦିପଡା-ସଇଁତଲା ବ୍ରିଜ : ବିଧାୟକଙ୍କ ପ୍ରତିଶ୍ରୁତି

ସଇଁତଲା, (ଖୁସିରାନୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବାଦୀପଡା-ସଇଁତଲାକୁ ସଂଯୋଗ କରୁଥିବା ଲାଂଥ ନଦୀ ଦେଇ ଲୋକେ ଯାତାୟାତ କରୁଥିବା ବେଳେ ବର୍ଷା ଦିନ ହେଲେ ଲୋକଙ୍କ ଦୁଃଖ ବଢ଼ିବାକୁ ଲାଗିଥାଏ । ଅନେକ ଥର ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓଲ୍ଲାଇବା ସହ ଜଳ ସତ୍ୟାଗ୍ରହ ମଧ୍ୟ
Read More...

ସରସ୍ଵତୀ ଶିଶୁ ମନ୍ଦିରରେ ୩୫ତମ ବାର୍ଷିକୋତ୍ସବ ଉଦ୍‌ଯାପିତ

ସଇଁତଲା, (କେପିଏନ୍‌ଏସ୍‌) : ଗତ ସୋମବାର ଦିନ ସଇଁତଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ ୩୫ତମ ବାର୍ଷିକ ଉତ୍ସବ ମହାଆଡ଼ମ୍ବରରେ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ଉତ୍ସବରେ ଟିଟିଲାଗଡ ବିଧାୟକ ନବୀନ କୁମାର ଜୈନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସର୍ବାଙ୍ଗୀନ ବିକାଶ ତଥା ଚରିତ୍ର ଗଠନରେ
Read More...

ଯୋଗାଣ ସହାୟକଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ସଇଁତଲା, (ଖୁସିରାନୀ ସାହୁ) : ୨୦୧୨ ମସିହାରୁ ପୂର୍ବ ରାଜ୍ୟ ସରକାର ଯୋଗାଣ ସହାୟକ ମାନଙ୍କୁ ଅବହେଳିତ କରି ଆସିବା ସହ ଦରମା ମଧ୍ୟ ବୃଦ୍ଧି କରୁନ ଥିବା ବେଳେ ଯୋଗାଣ ସହାୟକ ମାନଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ତେବେ ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଯୋଗାଣ ସହାୟକ ସଂଘ ସଭାପତି
Read More...

ସଇଁତଲା ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ, ଖଡ଼ିଛୁଆ ଓ ଶିଶୁ ବାଟିକାର ଶୁଭାରମ୍ଭ

ସଇଁତଲା, (ଖୁସୀରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ସଇଁତଲା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା ସରକାରଙ୍କ ନିର୍ଦେଶରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆ ୨୦୨୫ ଓ ଶିଶୁ ବାଟିକାର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି ।
Read More...