Browsing Tag

saintala news

କଅଁସର୍ ଗ୍ରାମ ପଞ୍ଚାୟତସ୍ତରୀୟ ଯାଦବ ସମାଜର ନୂତନ କର୍ମକର୍ତ୍ତା ଚୟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କଅଁସର୍ ଗ୍ରାମ ପଞ୍ଚାୟତସ୍ତରୀୟ ଯାଦବ ସମାଜର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ଯାଦବ ସମାଜ ମହାସଂଘରେ ମୁଖ୍ୟ ଅତିଥି ଭାବେ ତରଣି ସେନ ବେମାଲ, ମନୋଜ ବିହାରି ବଗର୍ତ୍ତୀ ଓ କ୍ଷେତ୍ର ଜାଲ ଅତିଥି ଭାବେ…
Read More...

ଜଙ୍ଗଲ ବିଭାଗକୁ ବଡ଼ ସଫଳତା : ଖଇର ଗଛ କାଟୁଥିବା ବେଳେ ଧରାପଡ଼ିଲେ ୩ ଜଣ ଅଭିଯୁକ୍ତ, ୩ବାଇକ ସହ କରତ ମେସିନ ଜବତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ରେଞ୍ଜ କରମତଲା ସେକସନ ଦାବଜୁରୀ ଖୁସା ସଂରକ୍ଷିତ ଡୁମେର ଯୋର ଜଙ୍ଗଲ ଠାରେ କେତେକ ଦୁବୃତ୍ତମାନେ ଖଇର ଗଛ କାଟୁଥିବା ବେଳେ ଜଙ୍ଗଲ ବିଭାଗ ହାତରେ ଧରାପଡିଛନ୍ତି । ଏନେଇ ଜଙ୍ଗଲ ବିଭାଗ କେସ ନଂ ୩୬୭/୨୨ରେ ଏକ ମାମଲା ରୁଜୁ କରି…
Read More...

ସଇଁନ୍ତଲା-ଟିଟିଲାଗଡ଼ ଲାଂଥ ନଦୀ ବ୍ରିଜ ଭିତ୍ତିପ୍ରସ୍ତର ସ୍ଥାପନ କଲା କିଏ ? ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡି…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଉ କିଛି ଦିନ ପରେ ପଞ୍ଚାୟତ ନିର୍ବାଚନ । ଗାଁ ଠୁ ସହର ଏବେ ନେତା ମନ୍ତ୍ରୀଙ୍କ ପଡୁଛି ପାଦ । ନିର୍ବାଚନକୁ ନେଇ ଜୋର ସୋରେ ରାଜନୀତି ଆରମ୍ଭ ମଧ୍ୟ ହେଲାଣି ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା-ଟିଟିଲାଗଡ଼ ରୋଡ଼ ଲାଂଥ ନଦୀ ବ୍ରିଜର ଭିତ୍ତି ପ୍ରସ୍ତରକୁ ନେଇ…
Read More...

ଯୁବ ଗୋଷ୍ଠୀ କଲେ ବୃକ୍ଷ ରୋପଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗଛ ଲଗାଅ ଦେଶ ବଞ୍ଚାଅ ବୋଲି ସରକାର ନାରା ଦେଉଛନ୍ତି ।କେତେ ବେଳେ କିଏ ଗଛକୁ କାଟି ଦେଉଛି ତ ଆଉ କିଏ ବୃକ୍ଷର ରକ୍ଷଣ ବ୍ୟବସ୍ଥା କରୁଛି । ତେବେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କୁମ୍ଭାରୀ ଗ୍ରାମର ବୁଲୁ ବଗର୍ତ୍ତି, ବସନ୍ତ ବୁଡେକ, ବିଘ୍ନ,…
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନେଇ ନେତା ମନ୍ତ୍ରୀଙ୍କ ତତ୍ପରତା : ଚର୍ଚ୍ଚା ଜୋର୍‌ ଧରୁଛି

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ଆସନ୍ତା ଫେବୃଆରୀ ୧୬ରୁ ଆରମ୍ଭ କରି ୨୪ ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ଏହି ନିର୍ବାଚନ ହେବ । ତେବେ ଗତ ନିର୍ବାଚନ ଅପେକ୍ଷା ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନରେ ପ୍ରସଙ୍ଗ…
Read More...

ମନ୍ତ୍ରୀ ଟୁକୁନିଙ୍କ ପୋଷ୍ୟ ସ୍କୁଲକୁ ଭଲ ରାସ୍ତାଟିଏ ନାହିଁ : ପଞ୍ଚାୟତ ନିର୍ବାଚନରେ ଜବାବ ଦେବେ ଜନତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗାଁ ଓ ସହରର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିକାଶ ପାଇଁ ସ୍ଥାନୀୟ ଓଡିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଅଣଦେଖା କରୁଥିବା ନେଇ ସାଧାରଣରେ ଆଲୋଚନ ହେଇଛି । ସୂଚନା…
Read More...

ପାନୀୟ ଜଳ ଯୋଗାଣ ଉଦ୍‌ଘାଟନ କରିଥିଲେ ମନ୍ତ୍ରୀ ଟୁକୁନି, ୧ ମାସ ହେଲା ଜଳ ଯୋଗାଣ ଠପ୍‌

ସଇଁନ୍ତଳା, (ଅଜିତ କୁମାର ସାହୁ) : ଗାଁ ଗାଁ ଜଳ ଯୋଗାଣ ହେବ, ଲୋକେ ଶୁଦ୍ଧ ପାଣି ପାଇ ପାରିବେ ବୋଲି ଅନେକ ଲୋକଙ୍କ ଆଶା ବିଶ୍ୱାସ ରହିଥିଲା । ତେବେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଗତ ୧୫/୦୧/୨୦୨୧ ମସିହାରେ ରେମେଣ୍ଡା ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିଲେ…
Read More...

ଗାଁ ଗାଁରେ ପଞ୍ଚାୟତ ନିର୍ବାଚନ ପାଇଁ ବଢୁଛି ତାତି, କିନ୍ତୁ ଗାଁ ରାସ୍ତା ନିର୍ମାଣ କାର୍ଯ୍ୟ ଭୁଲି ଗଲା ପ୍ରଶାସନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଗାଁ ଗାଁର ବିକାଶ କରୁଥିବା ନେଇ ବାହାବା ମାରୁଛନ୍ତି, ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗାଁ ସାହୁପଡ଼ା ରାସ୍ତା ସାମାନ୍ୟ ବର୍ଷାରେ ବେହାଲ ହୋଇପଡିଛି, ଏହା ଉପରେ ନିଘା ନାହିିଁ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ…
Read More...

ଜାଲ ପ୍ରମାଣ ଦେଇ ସାଜିଲେ ବିଦ୍ୟୁତ କର୍ମଚାରୀ ଘଟଣା : କାର୍ଯ୍ୟାନୁଷ୍ଠାନ ବଦଳରେ ଚୁପ୍‌ ପ୍ରଶାସନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜଣଙ୍କର ପ୍ରମାଣ ପତ୍ରକୁ ଚଞ୍ଚକତା କରି ଅନ୍ୟ ଜଣେ ଚାକିରି ହାତେଇବା ପରି ସଂଗୀନ ଅଭିଯୋଗ କିଛି ଦିନ ତଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରୁ ହୋଇଥିଲା । ତେବେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୋଶଲ ସମନ୍ୱୟ ସମିତି ପକ୍ଷରୁ…
Read More...

ବନ୍ଧୁକ ମୁନରେ ଲୁଟିଲେ ୬ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଅଳଙ୍କାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଡୁଙ୍ଗୁରିପାଲି ଗ୍ରାମର ବ୍ୟବସାୟୀ ଅଜିତ ସାହୁଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ୬ ଜଣ ମୁଖାପିନ୍ଧା ଡ଼କାୟତ ଦଳ ଆସି ମାରଣାସ୍ତ୍ର ଦେଖାଇବା ସହ ଗଣେଶ ସାହୁଙ୍କୁ ଆକ୍ରମଣ କରି ଡ଼କାୟତି କରିଥିବା ବେଳେ ଘରୁ ନଗଦ ୬…
Read More...