Browsing Tag

saintala news

ବିବିନା ପଞ୍ଚାୟତ ସମିତି ସଭ୍ୟ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଶୈଳେଶ୍ରୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଞ୍ଚାୟତ ନିର୍ବାଚନ ପାଇଁ ସମିତି ସଭ୍ୟ ପଦବୀ ହାସଲ କରିବା ପାଇଁ ଅନେକ ମହିଳା ଆଶାୟୀ ରହିଛନ୍ତି । ତେବେ ଆଜି ସଇଁନ୍ତଳା ବ୍ଳକ ବିବିନା ପଞ୍ଚାୟତ ସମିତି ସଭ୍ୟ ଆସନ ପାଇଁ ଶୈଳେଶ୍ରୀ ବେହେରାସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ପରିସରରେ ନାମାଙ୍କନ ପତ୍ର ଦାଖଲ…
Read More...

ସମିତି ସଭ୍ୟ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ସରପଞ୍ଚ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଆଜି ଅନେକ ଆଶାୟୀ ମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ଆଜି ଡେଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ଜେମାମଣି ମଲ୍ଲିକ ଡେଙ୍ଗ ପଞ୍ଚାୟତର ସମିତି ସଭ୍ୟା ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
Read More...

ସରପଞ୍ଚ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ସରପଞ୍ଚ ଦେବରାଜ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡା ପଞ୍ଚାୟତ ସରପଞ୍ଚ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ କୁଇକେଡା ପୂର୍ବତନ ସରପଞ୍ଚ ଦେବରାଜ ମହାନନ୍ଦ ।୧୯୮୪ ମସିହାରେ ଗୋଳାବାରୁଦ କାରଖାନା ନିର୍ମାଣ କରିବା ପାଇଁ ସଇଁନ୍ତଲା ବ୍ଲକ ରେଙ୍ଗାଲି,…
Read More...

ଡେଙ୍ଗ ପଞ୍ଚାୟତ ସରପଞ୍ଚ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଇତିଶ୍ରୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଞ୍ଚାୟତ ନିର୍ବାଚନ ପାଇଁ ଅନେକ ସରପଞ୍ଚ ପଦବୀ ହାସଲ କରିବା ପାଇଁ ଅନେକ ମହିଳା ଆଶାୟୀ ରହିଛନ୍ତି । ତେବେ ଆଜି ସଇଁନ୍ତଲା ବ୍ଳକ ଡେଙ୍ଗ ପଞ୍ଚାୟତ ଆସନ ପାଇଁ ଇତିଶ୍ରୀ ସାହୁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
Read More...

ପ୍ରମୋଦ, ରୀତା, ଦ୍ରୋପଦୀ, ଉର୍ମିଲା କଲେ ପ୍ରାର୍ଥୀପତ୍ର ଦାଖଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ଦଳ ମଧ୍ୟରେ ଜୋର ସୋର ପ୍ରଚାର ପ୍ରସାର ଚାଲିଛି । ତେବେ ବ୍ଳକର ଚଳିତ ନିର୍ବାଚନରେ ୧ ଲକ୍ଷ ୧୪ ହଜାର ୭୭୫ ମତଦାତା ପ୍ରାର୍ଥୀ ଚୟନ କରିବେ ବୋଲି ଜଣାପଡିଛି । ବ୍ଳକ ଅଧିନସ୍ଥ ୩୦…
Read More...

ସଇଁନ୍ତଲା ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଅଣ୍ଟା ଭିଡିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଚଳିତ ନିର୍ବାଚନ ସାଧାରଣ ବର୍ଗ ପାଇଁ ଥିବା ବେଳେ ବେଶ୍‌ ଚର୍ଚ୍ଚାରେ ରହିଛି ସଇଁନ୍ତଲା ବ୍ଲକ ଅଧ୍ୟକ୍ଷ ପଦବୀ । ଉଭୟ କଂଗ୍ରେସ, ବିଜେପି ଓ ବିଜେଡି ସଇଁନ୍ତଲା ବ୍ଲକ ଅଧ୍ୟକ୍ଷ ପଦକୁ ହାତେଇବା ପାଇଁ…
Read More...

ବ୍ଳକ କାର୍ଯ୍ୟାଳୟରେ ସଇଁନ୍ତଲା ସମିତି ସଭ୍ୟ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ବ୍ଳକ ଅଧ୍ୟକ୍ଷା ମୋନିକା…

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଞ୍ଚାୟତ ନିର୍ବାଚନରେ ବ୍ଳକ ଅଧ୍ୟକ୍ଷ ପଦ ହାତେଇବା ପାଇଁ ଏବେ କଂଗ୍ରେସ, ବିଜେପି ଓ ବିଜେଡି ଦଳ ମଧ୍ୟରେ ଜୋର୍‌ ସୋର୍‌ ଉଦ୍ୟମ ଜାରି ରହିଛି । ଲଗାତାର ଭାବେ କଂଗ୍ରେସ ଦଳ ବ୍ଳକ ଅଧ୍ୟକ୍ଷ ପଦରେ ଥିବା ବେଳେ ଚଳିତ ବର୍ଷ କାହା ଭାଗ୍ୟରେ ବ୍ଳକ ଅଧ୍ୟକ୍ଷ ପଦ…
Read More...

କଁସର ପଞ୍ଚାୟତରେ ସମିତି ସଭ୍ୟ ଆସନ ପାଇଁ ଶାଶୁ, ବୋହୂ ଭରିଲେ ନାମାଙ୍କନ ପତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ଦଳ ମଧ୍ୟରେ ଅନେକ ଉଷ୍ମତା ଦେଖିବାକୁ ମିଳିଛି । ତେବେ ଆଜି କଁସର ପଞ୍ଚାୟତରେ ସମିତି ସଭ୍ୟ ଆସନ ପାଇଁ ବ୍ଳକ କାର୍ୟ୍ୟାଳୟକୁ ଆସି ଶାଶୁ ସୁକାନ୍ତି ସାହୁ ଓ ବୋହୂ ରୀତା ସାହୁଙ୍କ…
Read More...

ଚର୍ଚ୍ଚାରେ ସଇଁନ୍ତଲା ପଞ୍ଚାୟତ : ପୁରୁଣା ଶ୍ମଶାନ ଗୃହକୁ ନୂତନ କରି ଉଠିଛି ଟଙ୍କା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲାର ସ୍ଥାନୀୟ ଲାଂଥ ନଦୀ କୂଳରେ ଥିବା ଶବ ଶ୍ମଶାନ ଗୃହରେ ଚୂନ ବୋଲି ୧ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ଗତ ୧୦ ବର୍ଷ ତଳେ ବିଧାୟକ ପାଣ୍ଠିରୁ ଲାଂଥ ନଦୀ କୂଳରେ ଉକ୍ତ ଶ୍ମଶାନ ଗୃହ ନିର୍ମାଣ କାର୍ୟ୍ୟ…
Read More...

ପାର୍କ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ବର୍ଷେ ନ ପୁରୁଣୁ ସ୍ଥିତି ବେହାଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ସ୍ଥାନୀୟ ପଞ୍ଚାୟତରେ କୋଟି କୋଟି ଟଙ୍କାର ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ପାର୍କ ନିର୍ମାଣ ନାଁରେ ଲକ୍ଷାଧିକ ଟଙ୍କାର ଅନିୟମିତତା ହୋଇଥିବା ଜଣାପଡିଛି । ବର୍ଷେ ନ ପୁରୁଣୁ ସ୍ଥିତି ବେହାଲ ହୋଇ…
Read More...