ଦାବଯୋରୀକୁ ନୂତନ ପଞ୍ଚାୟତରେ ସାମିଲ କରିବା ପାଇଁ ଦାବୀ
ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କରମତଲା ପଞ୍ଚାୟତର ଦାବଯୋରୀ ଗାଁକୁ ନୂତନ ପଞ୍ଚାୟତ ଗଠନରେ ସାମିଲ କରିବା ପାଇଁ ଦାବୀ ହୋଇଛି । ଏନେଇ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଯଦି ସରକାର ଏ ଦିଗରେ କୋଣସି ପଦକ୍ଷେପ ଗ୍ରହଣ ନ କଲେ!-->…
Read More...
Read More...