ଆମ ଓଡିଶା ନବୀନ ଓଡିଶା ଫାଇଲ୍ ଗାଏବ : ଅଧାପନ୍ତରିଆ ଅବସ୍ଥାରେ ପଡିଛି କ୍ଲବ ଗୃହ ନିର୍ମାଣ
ସଇଁତଲା, (ପ୍ରମୋଦ ସେଲମା) : ଆମ ଓଡିଶା ନବୀନ ଓଡିଶା ଯୋଜନା ତରଫରୁ ଗ୍ରାମାଞ୍ଚଳ ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଅର୍ଥ ବିନିଯୋଗ କରି ବିଭିନ୍ନ ପ୍ରକଳ୍ପ ଗୁଡିକ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଡେଙ୍ଗ ପଞ୍ଚାୟତରେ ଏହାର ବ୍ୟତିକ୍ରମ!-->…
Read More...
Read More...