Browsing Tag

saintala news

କାର-ବାଇକ ମୁହାଁମୁହିଁ : ୨ ଯୁବକ ମୃତ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ୨୬ ନମ୍ବର ଜାତୀୟ ରାଜପଥ ମହଗାଁ ଠାରେ ଗତ ବିଳମ୍ବିତ ରାତିରେ କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ନାମ ରାଜିନ ରତେଇ(୨୯) ଓ ମାନସ ବନଛୋର (୧୭) । ଉଭୟ
Read More...

ବଡ଼ମାଳରେ ସର୍ବ ଭାରତୀୟ ଦ୍ଵିତୀୟ ହକି କପ ଚାମ୍ପିୟାନ ସିପ୍‌ ଉଦ୍‌ଘାଟିତ

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବଡ଼ମାଳ ଗୋଳାବାରୁଦ କାରଖାନାରେ ସର୍ବ ଭାରତୀୟ ହକି ଚାମ୍ପିୟାନ ସିପ୍‌ ଉଦ୍‌ଘାଟିତ ହୋଇଯାଇଛି । ବଡ଼ମାଳ ଗୋଳାବାରୁଦ କାରଖାନା ସ୍ପୋର୍ଟ ଷ୍ଟାଡିୟମ ପରିସରରେ ମିୟୁନିସନ ଇଣ୍ଡିଆ ଲିମିଟେଡ଼ ସହାୟତାରେ ଓ ବଡ଼ମାଳ ଆୟୁଧ ନିର୍ମାଣୀ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ସମ୍ବିଳନୀ

ସଇଁତଲା, (ପ୍ରମୋଦ ସେଲମା) : ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିର ସଇଁତଳା ଠାରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ମା'ମାନଙ୍କୁ ନେଇ ଏକ ମାତୃ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାିଛି । ଉକ୍ତ କାର୍ଯ୍ୟାକ୍ରମରେ ପରିଚାଳନା ସମିତିର ଉପ
Read More...

ସଇଁତଲା ବ୍ଲକରେ ମଣ୍ଡି ଖୋଲିବାରେ ବିଳମ୍ବକୁ ନେଇ ଅସନ୍ତୋଷ

ଏଫ୍‌ଏକ୍ୟୁମାନର ଧାନ ସଂଗ୍ରହ ନିମନ୍ତେ ସଚେତନତା ଶିବିରସୁରୁଖୁରୁରେ ଧାନକିଣା ନେଇ ପ୍ରଶାସନର ପ୍ରତିଶୃତି ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିୟନ୍ତ୍ରିତ ବଜାର କମିଟି ଆନୁକୂଲ୍ୟରେ ସଇଁତଲା ସ୍ଥିତ ନୂତନ ସମବାୟ ସମିତି ପ୍ରାଙ୍ଗଣରେ ଏଫ୍‌ଏକ୍ୟୁମାନର ଧାନ
Read More...

ଦୁର୍ଘଟଣାଗ୍ରସ୍ତ ବାବାଙ୍କୁ ଉଦ୍ଧାର କଲେ ବଜରଙ୍ଗ ଦଳ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ରାସ୍ତା ଦେଇ ଜଣେ ବାବା ବେଲଗାଁ ଆଡ଼କୁ ଯାଉଥିବା ସମୟରେ ଏକ ଅଜଣା ଗାଡି ଧକ୍କା ଗୁରୁତର ହୋଇଥିବା ଜଣାପଡ଼ିଛି । ଗୁରୁତର ବାବାଙ୍କ ନାମ ରାମବରଣ ସିଂ (୭୦) ଘର ବିହାର ଅଞ୍ଚଳର ବୋଲି ସୂଚନା ମିଳିଛି । ଦୁର୍ଘଟଣାର ଖବର ପାଇଁ ସ୍ଥାନୀୟ
Read More...

ବ୍ଲକସ୍ତରୀୟ ୨ ଦିନିଆ ଚକ୍ଷୁ ପରୀକ୍ଷା ତାଲିମ ଶିବିର ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନସ୍ଥ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ୨ ଦିନିଆ ବ୍ଲକସ୍ତରୀୟ ଚକ୍ଷୁ ପରୀକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ଶିବିର ବିଆରସିସି ନାରାୟଣ ଭୋଇଙ୍କ ତତ୍ତ୍ୱବଧାନରେ ଅତିରିକ୍ତ ଶିକ୍ଷା
Read More...

ପରିବେଶ ସମ୍ବନ୍ଧୀୟ ଦିନିକିଆ କର୍ମଶାଳା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଆଇସିଡ଼ିଏସ ହଲ ପରିସରରେ ମମତା ଏଚ୍‌ଆଇଏମ୍‌ସି ସଂସ୍ଥାର ପ୍ରୋଜେକ୍ଟ ଜାଗୃତି ଆନୁକୂଲ୍ୟରେ ଜିଲ୍ଲା ପ୍ରୋଗ୍ରାମ ସଂଯୋଜକ ବେନଞ୍ଜମୀନ ନାୟକଙ୍କ ତତ୍ତ୍ୱବଧାନରେ ଦିନିକିଆ ପରିବେଶ ସମ୍ବଦ୍ଧିତ ଅଧିବେଶନ ଉପରେ କର୍ମଶାଳା ଅନୁଷ୍ଠିତ
Read More...

ସଇଁତଲାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ରେଡକ୍ରସ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
Read More...

ଶିଶକେଲାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି : ଜମି ଉନ୍ନତିକରଣ ପାଉଣା ଟଙ୍କା ମିଳୁ ନଥିବା ଅଭିଯୋଗ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଶିଶକେଲା ପଞ୍ଚାୟତ ପରିସରରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପେନ୍ଦ୍ର ମାଝୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ
Read More...

ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଶୁଭାରମ୍ଭ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ୩୦ ଜୋନ୍‌ର କରମତଲା ଗିରିଗୋବର୍ଦ୍ଧନ ମନ୍ଦିର ପରିସରରେ ସଇଁତଲା ବିଜୁ ଜନତା ଦଳ ତରଫରୁ ସଭ୍ୟ ସଂଗ୍ରହ ଅଭିଯାନ ଶୁଭାରମ୍ଭ ହୋଇଯାଇଛି । ଉକ୍ତ ଅଭିଯାନକୁ ପୂର୍ବତନ ମନ୍ତ୍ରୀ ଟୁକୁନୀ ସାହୁ ଯୋଗଦାନ କରି କାର୍ଯ୍ୟକ୍ରମକୁ
Read More...