ବାଳିକା ହାଇସ୍କୁଲରେ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଜଣେ ଉତ୍ତମ ଶିକ୍ଷକ ଭାବେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଦେଉଥିବା ଶିକ୍ଷକ ନଗେନ୍ଦ୍ର ପ୍ରସାଦ ବସ୍ତିଆଙ୍କ ଆଜି ତାଙ୍କ କାର୍ୟ୍ୟରୁ ଅବସର ଗ୍ରହଣ କରିଛନ୍ତି । କୋଭିଟ-୧୯ କଟକଣାକୁ!-->…
Read More...
Read More...