Browsing Tag

rourakela news

ଲାଠିକଟା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ବ୍ଲକ କାର୍ଯ୍ୟାଳୟ ପରିସର ସ୍ଥିତ ପଂଚାୟତ ସମିତି ସଭାକକ୍ଷ ରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଓ ରାଉରକେଲା ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱାନୀ ଉପସ୍ଥିତ ରହି
Read More...

ନମିତା ବୁଖରା : ଶିକ୍ଷା ପାଇଁ ସମର୍ପିତ ପ୍ରାଣ ଟିଏ

ରାଉରକେଲା, (ସସ୍ମିତା ପ୍ରଧାନ) : ସାଂପ୍ରତିକ ପରିସ୍ଥିତିରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦାୟୀତ୍ଵବୋଧତାକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଏହାର ଏକ ବ୍ୟତିକ୍ରମ ହେଉଛନ୍ତି ସୁନ୍ଦରଗଡ଼ ମାତୃବିହାର ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ଶିକ୍ଷୟିତ୍ରୀ
Read More...

ରାଉରକେଲାରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର, ୨୦ ୟୁନିଟ୍ ରକ୍ତ ସଂଗ୍ରହ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସରକାରୀ ହସ୍ପିଟାଲରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ବିଜୁ ଛାତ୍ର ଜନତା ଦଳ ରାଉରକେଲା ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଅନୁମତିକ୍ରମେ
Read More...

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ, ରାଉରକେଲାର କାର୍ଯ୍ୟକାରିଣୀ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନର କାର୍ଯ୍ୟକାରିଣୀ ବୈଠକ ସେକ୍ଟର ୬ ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ସେପ୍ଟେମ୍ବର ୧୪ ତାରିଖ ସନ୍ଧ୍ୟା ସମୟରେ ହିନ୍ଦୀ ଦିବସ ସମାରୋହ ସିଭିକ୍ ସେଣ୍ଟରରେ ଆୟୋଜନ କରିବ ପାଇଁ ସ୍ଥିର
Read More...

ସେଲ୍ ମେଡିକ୍ଲେମ୍ ଯୋଜନା ୨୦୨୬-୨୭ ନବୀକରଣ, ଗ୍ୟାପ୍ କେସ୍ ପୂର୍ବତନ କର୍ମଚାରୀଙ୍କୁ ମିଳିଲା ସୁଯୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ସେଲ୍ ପକ୍ଷରୁ ମେଡିକ୍ଲେମ୍ ଯୋଜନା ୨୦୨୬-୨୭କୁ ଆଉ ଏକ ବର୍ଷ ପାଇଁ ନବୀକରଣ କରାଯାଇଛି । ଏହି ଯୋଜନା ୧୧ ଜୁଲାଇ ୨୦୨୬ ଠାରୁ ୧୦ ଜୁଲାଇ ୨୦୨୭ ପର୍ଯ୍ୟନ୍ତ ଲାଗୁ ରହିବ ଏବଂ ଏହାକୁ ଏମ୍/ଏସ୍ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍ ସହିତ ନବୀକରଣ
Read More...

ଭାରତ ବିକାଶ ପରିଷଦର ୬୪ତମ ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବିକାଶ ପରିଷଦ ରାଉରକେଲା ଶାଖା ତରଫରୁ ଅନୁଷ୍ଠାନର ୬୪ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ରାଉରକେଲା କ୍ଲବ ଠାରେ ପାଳିତ ହୋଇଯାଇଛି । ପରିଷଦର ସଭାପତି ମଧୁସୂଦନ ମହାପାତ୍ରଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ
Read More...

ବିପଦପୂର୍ଣ୍ଣ ଗର୍ଭାବସ୍ଥାର ସଫଳ ଚିକିତ୍ସା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆପୋଲୋ ହସ୍ପିଟାଲ୍ ଠାରେ ବିପଦପୂର୍ଣ୍ଣ ଗର୍ଭାବସ୍ଥାର ସଫଳ ଚିକିତ୍ସା କରାଯାଇଛି । ସୂଚନାଯୋଗ୍ୟ ଯେ, ରାଉରକେଲାରେ ବହୁମୁଖୀ ଚିକିତ୍ସା ପଦ୍ଧତି ମାଧ୍ୟମରେ ଗୁରୁତର ହୃଦ୍‌ରୋଗରେ ପୀଡ଼ିତ ମହିଳାଙ୍କ ଉଚ୍ଚ-ବିପଦପୂର୍ଣ୍ଣ ଗର୍ଭାବସ୍ଥାର ସଫଳ
Read More...

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ର,…

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ପ୍ରକାଶିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ଗୁଡିକରେ ପ୍ରାୟ ୧୬୭୮ଟି ତଥ୍ୟଗତ, ଭାଷାଗତ, ମୁଦ୍ରଣଗତ, ସଂପାଦନାଗତ ଓ ଅନ୍ୟାନ୍ୟ ଗୁରୁତର ତ୍ରୁଟି ପ୍ରକାଶନ
Read More...

ସେଲ୍-ଆରଏସପିର ବୈଷୟିକ ସଫଳତା, ପ୍ରଥମ ଥର ପାଇଁ ବଦଳିଲା ଗ୍ୟାସ୍ ମିଲିଂ ଟ୍ୟାଙ୍କ

ରାଉରକେଲା, (ସସ୍ମିତା ପ୍ରଧାନ) : ସେଲ୍‌ର ରାଉରକେଲା ଇସ୍ପାତ କାରଖାନା ପୁଣିଥରେ ରଚିଛି ଏକ ନୂଆ ଇତିହାସ । କାରଖାନାର ଶକ୍ତି ପରିଚାଳନା ବିଭାଗ ବା ଇଏମଡି ପ୍ରଥମ ଥର ପାଇଁ ସିସିଡି ଅଞ୍ଚଳରେ ଥିବା ଗ୍ୟାସ୍‌ ମିଲିଂ ଟ୍ୟାଙ୍କର ସଫଳ ପ୍ରତିସ୍ଥାପନ କରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।
Read More...

ଆଇନ ମହାବିଦ୍ୟାଳୟର ମାନସିକ ସ୍ଵାସ୍ଥ୍ୟ ଓ ଆଇନ ସହାୟତା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଡକ୍ଟର ସମ୍ପାଦିକା ମହାନ୍ତିଙ୍କ ଅଧକ୍ଷତା ଓ ଝିରପାଣି ସ୍ଥିତ ଡାମିଟ୍ସର ସହଯୋଗରେ ଏକ ମାନସିକ ସ୍ୱାସ୍ଥ୍ୟ ଓ ସୁସ୍ଥତା ତଥା ନିଃଶୁଳ୍କ ଆଇନ ସହାୟତା ଶିବିର ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା
Read More...