Browsing Tag

rourakela news

ଡିଭାଇଡରରେ ପିଟିହେଲା ବୋଲେରୋ

ରାଉରକେଲା : ଜାତୀୟ ରାଜପଥ ଚାନ୍ଦିପୋଷ ଥାନା ଧାନନଗର ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବାରୁ ୧୦ଜଣ ଆହତ ହୋଇଥିବା ଜ?ଣାପଡ଼ିଛି । ଆହତଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବୋଲେରୋଟି…
Read More...

କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ଚତୁର୍ଥ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱଚ୍ଛତା ପ୍ରତି ପ୍ରତିବଦ୍ଧତା ଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ଚତୁର୍ଥ ବାର୍ଷିକୋତ୍ସବ ସେକ୍ଟର ୫ ସ୍ଥିତ ଆଶୀର୍ବାଦ ମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡାକ୍ତର ଦେବେନ୍ଦ୍ର କୁମାର ସେଠୀଙ୍କ…
Read More...

ରାଉଲକେଲାରେ ଅନୁଷ୍ଠିତ ବିଶାଳ ନିର୍ବାଚନୀ ସଭାରେ ସମ୍ବୋଧନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା

ରାଉଲକେଲା, (ସସ୍ମିତା ପ୍ରଧାନ) : ଚଳିତ ସାଧାରଣ ନିର୍ବାଚନ ପରୀପ୍ରେକ୍ଷୀରେ ରାଉରକେଲାର ବିମାନ ବନ୍ଦର ନିକଟସ୍ଥ ପଡ଼ିଆରେ ଚଳିତ ମାସ ୧୭ ତାରିଖ ଦିନ ଅପରାହ୍ନ ୨ଟା ସମୟରେ ଏକ ବିଶାଳ ନିର୍ବାଚନୀ ସଭାରେ ସମ୍ବୋଧନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା । କେନ୍ଦ୍ରରେ ପୁନର୍ବାର ମୋଦୀ…
Read More...

ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାକୁ ଆସି ପ୍ରଚାର କରିଛନ୍ତି । ସେକ୍ଟର ୧୩ ସ୍ଥିତ ମେଳଣ ପଡ଼ିଆଠାରେ ଆୟୋଜିତ ଏକ ସାଧାରଣ ସଭାରେ ଶ୍ରୀ ପଟ୍ଟନାୟକ ଜନସାଧାରଣଙ୍କୁ ସମ୍ବୋଧନ କରି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ…
Read More...

ରାଉରକେଲା ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଉରକେଲା, (କେପିଏନ୍‌ଏସ୍‌) : ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାରରେ ଆସି ସେକ୍ଟର-୧୩ ନମ୍ବର ମେଳନ ପଡିଆରେ ଉଦ୍‌ବୋଧନ ଦେଇଥିଲେ । ଏହି ନିର୍ବାଚନ ସଭାରେ ସୁନ୍ଦରଗଡ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କ ସମେତ ରାଉରକେଲା…
Read More...

ଦିଲ୍ଲୀପ ରାୟ ଆନ୍ଥେମ’ ସଙ୍ଗୀତଭିତ୍ତିକ ଭିଡିଓ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଅପରାହ୍ନରେ ସ୍ଥାନୀୟ ମେ' ଫେୟାର ହକି ଭିଲେଜ ଠାରେ ସଙ୍ଗୀତଭିତ୍ତିକ ଦିଲ୍ଲୀପ ରାୟ ଆନ୍ଥେମ' ଉନ୍ମୋଚିତ ହୋଇଯାଇଛି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ ହକି ଭିଲେଜ୍‌ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଦିଲ୍ଲୀପ ରାୟ ଉପସ୍ଥିତ ଥିଲେ । ଶ୍ରୀ ରାୟ…
Read More...

ସଚେତନ ନାଗରିକ ମଞ୍ଚର ଦିଲ୍ଲୀପଙ୍କ ପାଇଁ ମାରାଥନ୍‌ ପ୍ରଚାର

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ନିର୍ବାଚନ ପାଇଁ ବିଜେପିର ରାଉରକେଲା ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ପାଇଁ ତାଙ୍କ ସମର୍ଥକ ମାନେ ନିର୍ବାଚନ ପ୍ରଚାରକୁ ଜୋର୍‌ଦାର୍‌ କରିଛନ୍ତି । ଏହି ପ୍ରଚାର କାର୍ଯ୍ୟକ୍ରମରେ ସଚେତନ ନାଗରିକ ମଞ୍ଚ ତରଫରୁ ଗତକାଲି ଏସ୍‌ଟିଆଇ, ଏଫସିଆଇ,…
Read More...

ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୬୮ ତମ ଜନ୍ମ ମହୋତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ଵ ବରେଣ୍ୟ ସନ୍ଥ ତଥା ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ପରମ ପୂଜ୍ୟ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୬୮ ତମ ଜନ୍ମ ମହୋତ୍ସବ ଗତକାଲି ମେ ୧୩ ତାରିଖରେ ସମଗ୍ର ବିଶ୍ୱର ୧୯୦ରୁ ଅଧିକ ଦେଶରେ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ସ୍ଥାନୀୟ…
Read More...

ସାରଦାଙ୍କ ଦମ୍‌ଦାର୍‌ ସାଇକେଲ ରାଲି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିଜେଡ଼ି ବିଧାୟକ ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ସାଇକେଲ ରାଲିରେ ଯୋଗଦେଇ ବିଜେଡ଼ି ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ଆଜି ସକାଳୁ କୋଏଲ୍‌ନଗର ଡ଼ି ବ୍ଲକ୍ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରୁ ବିଜେଡ଼ି ଯୁବଛାତ୍ରଙ୍କ ଗହଣରେ ରହି ସାଇକେଲ ରାଲି…
Read More...

ରାଜ୍ୟ ସରକାରଙ୍କ ଉପରେ ବର୍ଷିବେ ବିଜେପି ରାଜ୍ୟ ମୁଖପାତ୍ର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ

ରାଉରକେଲା, (ସନ୍ତୋଷ କୁମାର ପ୍ରଧାନ) : ଆଜି ସ୍ଥାନୀୟ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ ପରିସରରେ ଥିବା ହୋଟେଲ ମେ' ଫେୟାର ଠାରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଆଜିର ମୁଖ୍ୟ ଆକର୍ଷଣ ଥିଲେ ରାଜ୍ୟ ମୁଖପାତ୍ର…
Read More...