ଦୁଇଟି ହାତୀ ଦାନ୍ତ ଜବତ କଲା ବନବିଭାଗ : ୧୦ ଜଣ ଗିରଫ
ରାଉରକେଲା : ରାଉରକେଲାରେ ବନବିଭାଗକୁ ବଡ ସଫଳତା । ଦୁଇଟି ହାତୀ ଦାନ୍ତ ଜବତ ହେବା ସହ ୧୦ ଜଣଙ୍କୁ ଗିରଫ କରାଯାଇଛି । ଜବତ ଦୁଇ ହାତୀ ଦାନ୍ତ ହେଉଛି ଗୋଟିଏ ୨୪ ଇଞ୍ଚ ଓ ୨୨ ଇଞ୍ଚ । ଏହି ଦୁଇ ଦାନ୍ତର ଆନୁମାନିକ ମୂଲ୍ୟ ହେବ ୪ ଲକ୍ଷ ଟଙ୍କା । ରାଉରକେଲା ବନବିଭାଗର ସ୍ୱତନ୍ତ୍ର ଟିମ୍ ଏହାକୁ!-->…
Read More...
Read More...