Browsing Tag

raurkela news

ବସକୁ ଧକ୍କା ଦେଲା ୧୬ ଚକିଆ ଟ୍ରକ୍ : ୧ ମୃତ

ରାଉରକେଲା, (କେପିଏନ୍‌ଏସ୍‌) : ଜାତୀୟ ରାଜପଥ ବଜରଙ୍ଗ ଛକ ନିକଟରେ ମୟୂରୀ ବସ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ବସ ରାଉରକେଲାରୁ ବଡ଼ବିଲ ଯାଉଥିଲା । ଲାଠିକଟା ବଜରଙ୍ଗ ଛକ ନିକଟରେ ଡ଼ିସ୍‌କଭର୍‌ ବାଇକ୍‌ରେ ରାଉରକେଲାକୁ ଯାଉଥିବା ଗାଡ଼ିଚାଳକକୁ ଧକ୍କା ଦେଇଥିଲା ।
Read More...

ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା : ସରନା ଯୁବକ ସଂଘ ତରଫରୁ ମେଳି ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ଦ୍ବିତୀୟ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ସରନା ଯୁବକ ସଂଘ ତରଫରୁ କମ୍ପାନୀ ପକ୍ଷରୁ କିପରି ଜମି ହଡପ୍‌ ଓ ଏହା ବିରୁଦ୍ଧରେ ଜନମତ ଉପରେ ଆଧାରିତ ନାଟକ ମେଳି ମଞ୍ଚସ୍ଥ ହୋଇଥିବା ବେଳେ
Read More...

ଦ ହ୍ୟୁମାନିଟି ସେବା ଫାଉଣ୍ଡେସନ୍ ଦ୍ଵାରା ଡିଏଭି ପବ୍ଲିକ୍‌ ସ୍କୁଲ୍‌ରେ ମେଡିକାଲ୍‌ ଚେକ୍ଅପ୍‌ର ଆୟୋଜନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦ ହ୍ୟୁମାନିଟି ସେବା ଫାଉଣ୍ଡେସନ୍ ଦ୍ଵାରା ସେକ୍ଟର୍‌ ୧୬ ଡିଏଭି ପବ୍ଲିକ୍‌ ସ୍କୁଲ୍‌ରରେ ଏକ ମେଡିକାଲ୍ ଚେକ୍ଅପ୍‌ ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଡିଏଭି ପ୍ରିନ୍ସିପାଲ୍‌ ଯଶବିନ୍ଦର କୌର ପିଲାଙ୍କ ସ୍ୱାସ୍ଥ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ ।
Read More...

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡ଼୍‌ସ୍‌ ସଚେତନତା ପଦଯାତ୍ରା ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାବିଦ୍ୟାଳୟଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲା ଦ୍ଵାରା (ନୂଆ - ଓ) ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବବ୍ୟାପାର ବିଭାଗ ଦ୍ଵାରା  ଆୟୋଜିତ ସାମାଜିକ ସଚେତନତା କାର୍ଯ୍ୟକ୍ରମ ତରଫରୁ ଏଚ୍ଆଇଭି
Read More...

ଦୈନିକ ସକାଳର ତୃତୀୟ ସ୍ଵନକ୍ଷତ୍ର ଦିବସ ଓ ବିଶ୍ଵ ଏଡ଼ସ୍‌ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୈନିକ ସକାଳର ତୃତୀୟ ସ୍ଵନକ୍ଷତ୍ର ଦିବସ ଓ ବିଶ୍ଵ ଏଡ଼ସ୍‌ ଦିବସ ପାଳନ ହୋଇଯାଇଛି । ଦୈନିକ ସକାଳର ରାଉରକେଲା ପ୍ରତିନିଧି ଦେବବ୍ରତ ପଟ୍ଟନାୟକଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର ଡ.
Read More...

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ସ୍ମାରକପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଉରକେଲା ଗସ୍ତ ଅବସରରେ ସଚେତନ ନାଗରିକ ମଞ୍ଚର ସଭାପତି ବିମଳ କୁମାର ବିଶି ଓ ସାଧାରଣ ସମ୍ପାଦକ ପି ପି ରାୟ ଶ୍ରୀ ପ୍ରଧାନଙ୍କୁ ରାଉରକେଲା ହାଉସ୍‌ଠାରେ ଭେଟି ସ୍ମାର୍ଟ ସିଟି ରାଉରକେଲାରେ ଏକ ଭାରତୀୟ
Read More...

ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଶ୍ରୀମଦ୍ ଭଗବତଗୀତାର ସତ୍ୟ ଆଧ୍ୟାତ୍ମିକ ରହସ୍ୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଶ୍ରୀମଦ୍ ଭଗବତଗୀତାର ସତ୍ୟ ଆଧ୍ୟାତ୍ମିକ ରହସ୍ୟ ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ଡିସେମ୍ବର ୩ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । କେନ୍ଦ୍ରର ମୁଖ୍ୟ
Read More...

ନୂଆ-ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ସମାଜସେବା କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ପଥପ୍ରାନ୍ତ ନାଟକ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସମନ୍ୱିତ ଯୁବ ବିକାଶ ଯୋଜନାରେ ନୂଆ-ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ସମାଜସେବା କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ସଚେତନତା ଶୋଭାଯାତ୍ରା ସହିତ ସଚେତନତାମୂଳକ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ
Read More...

ଡିସୌଜା ସ୍କୁଲର ବାର୍ଷିକୋତ୍ସବ ‘ୟୁଫୋରିଆ’ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଡିସୌଜା ସ୍କୁଲର ବାର୍ଷିକୋତ୍ସବ 'ୟୁଫୋରିଆ' ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତି ଗୁରୁୱରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲ୍ୟାଣୀ ମହାବିଦ୍ୟାଳୟର ଅଧ୍ୟାପିକା ଡଃ.ସରିତା ମଲ୍ଲ ମୁଖ୍ୟ ଅତିଥି, ଡା.ଗୋପାଳ
Read More...

ଆର୍‌ଇସି କ୍ୟାମ୍ପସ୍‌ରେ ପୁନିତ ସାଗର ଅଭିଯାନ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ ଆର୍‌ଇସି କ୍ୟାମ୍ପସ୍‌ ଏନ୍ଆଇଟି ତରଫରୁ ଏନ୍‌ସିସି କେଡେଟ୍‌ ମାନଙ୍କ ଗହଣରେ ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରାଙ୍କ ତତ୍ତ୍ୱାବଧାନରେ ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ଦାଶ ପତିଙ୍କ ଉପସ୍ଥିତିରେ ଶିକ୍ଷକ ତଥା ଏସୋସିଏଟ୍‌
Read More...