ରେଳବାଇ ଦୁର୍ଘଟଣା ପାଇଁ ରାଉରକେଲା ବିକାଶ ମଞ୍ଚର ଉଦ୍ବେଗ
ରାଉରକେଲା, (ସସ୍ମିତା ପ୍ରଧାନ) : ବିଗତ ୨ ବର୍ଷ ଭିତରେ କ୍ରମାଗତ ଘଟି ଚାଲିଥିବା ରେଳବାଇ ଦୁର୍ଘଟଣା ପାଇଁ ରାଉରକେଲା ବିକାଶ ମଞ୍ଚ ତରଫରୁ ଉଦ୍ବେଗ ପ୍ରକାଶ ପାଇଛି । ଭାରତୀୟ ରେଳବାଇ ନେଟୱାର୍କରେ ରେକର୍ଡ ସଂଖ୍ୟକ କର୍ମଚାରୀ କାର୍ଯ୍ୟ କରୁଥିଲା ବେଳେ ରାଜସ୍ୱ ଆଦାୟରେ ମଧ୍ୟ ଆଗୁଆ । ଆମ!-->…
Read More...
Read More...