ଝିରପାଣି ହାଇସ୍କୁଲରେ ଆୟୋଜିତ ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଧାୟକ ଦୁର୍ଗା ଚରଣ ତନ୍ତୀ
ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ଉପଖଣ୍ଡ ଅଂଚଳର ବିଶ୍ରା ବ୍ଲକ ଅଧୀନରେ ଥିବା ଝିରପାଣି ହାଇସ୍କୁଲ ପ୍ରାଙ୍ଗଣରେ ଆଜି ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ରଘୁନାଥପାଲ୍ଲୀ ବିଧାୟଜ ଦୁର୍ଗା ଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ!-->…
Read More...
Read More...