Browsing Tag

rairangpur news

ଘଣ୍ଟାଏରୁ ଉର୍ଦ୍ଧ୍ୱ ସମୟ ଟ୍ରେନ୍‌କୁ ଅଟକାଇଲେ ଗ୍ରାମବାସୀ : ପାଣି ଜମି ରହୁଥିବା ଅଭିଯୋଗ

ରାଇରଙ୍ଗପୁର : ଟ୍ରେନ୍‌କୁ ଅଟକାଇଲେ ଗ୍ରାମବାସୀ । ଟାଟା ବାଦାମ ପାହାଡ଼ ମେମୁ ପାସେଞ୍ଜର ଟ୍ରେନ୍‌କୁ ଗୋରୁମୋହିସାଣି ଷ୍ଟେସନ ନିକଟସ୍ଥ ବଡ଼ମୌଦା ଗ୍ରାମରେ ଅଟକାଇଲେ ଗ୍ରାମବାସୀ । ଗୋଳାପୋଲରେ ପାଣି ଜମି ରହୁଥିବା ଅଭିଯୋଗ ନେଇ ୧ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଅଟକି ରହିଛି ଟ୍ରେନ୍‌ । ଗୋଳାପୋଲରେ
Read More...

ରାଇରଙ୍ଗପୁର ଅଁଳାଯୋଡ଼ି ଷ୍ଟେସନ ନିକଟରେ କାମ କରୁଥିବା ବେଳେ ଜଣେ ଶ୍ରମିକ ମୃତ, ୨ ଆହତ

ରାଇରଙ୍ଗପୁର : ରାଇରଙ୍ଗପୁର ଟାଉନ ଆଦର୍ଶ ଥାନା ଟାଟା ବଦାମପାହାଡ଼ ରେଳ ଲାଇନର ରାଇରଙ୍ଗପୁର ଅଁଳାଯୋଡ଼ି ଷ୍ଟେସନ ମଝିରେ କାମ ଚାଲିଥିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ମୃତକ ଜଣକ ହେଉଛନ୍ତି ତିରିଂ ଥାନା ଝରାଡ଼ି
Read More...

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୫ ମୃତ

ଝାରସୁଗୁଡ଼ା/ରାଇରଙ୍ଗପୁର : ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେଥି ମଧ୍ୟରୁ ଝାରସୁଗୁଡ଼ାରେ ୨ଜଣ ଓ ରାଇରଙ୍ଗପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଝାରସୁଗୁଡ଼ା ବନହରପାଲି ବାସୁପାଲି
Read More...

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ବାଦାମପାହାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ କିରାଣୀ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ କିରାଣୀ ହିମାଂଶୁ ଶେଖର ପଣ୍ଡା ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି । ସୂଚନା ଅନୁସାରେ ସପ୍ତମ ବେତନ କମିଶନର ବକେୟା ୨୦ ପ୍ରତିଶତ ଏରିଅର ବିଲ କରେଇଦେବା
Read More...

କୋଭିଡ ନିୟମ ଉଲଂଘନ କରୁଥିବା ୪ଟି ଶାଢୀ ଦୋକାନକୁ ସିଲ୍‌ କଲା ପ୍ରଶାସନ

ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ କେତେକ ଶାଢୀ ଦୋକାନୀମାନେ ବେଆଇନ ଭାବେ କୋଭିଡ ନିୟମକୁ ଉଲଂଘନ କରିଥିବା ଦେଖା ଦେଇଥିଲା । ଲକଡାଉନ ସମୟରେ ଦୋକାନ ଗୁଡିକ ଖୋଲି ଖୁଲୁମଖୁଲା ବିକ୍ରି କରୁଥିବା ଦେଖା ଦେଇଥିଲା । ଫଳରେ ଦୋକାନ ସମ୍ମୁଖରେ ପ୍ରବଳ ଭିଡ ଲାଗିଥିଲା । ଖବର ପାଇ
Read More...

ଚଢ଼ାଉ ବେଳେ ଚୋରା ଦେଶୀ ମଦ ସହ ୨ ଗିରଫ

ରାଇରଙ୍ଗପୁର : ଅବକାରୀ ବିଭାଗର ଚଢ଼ାଉ ବେଳେ ଚୋରା ଦେଶୀ ମଦ ସହ ୨ ଗିରଫ ହୋଇଛ‌ନ୍ତି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ରାଇରଙ୍ଗପୁର ବାଦାମପାହାଡ଼ ଥାନାର ପାଣ୍ଡୁଗଣ୍ଡି ଓ ଦୁଧିଝରଣ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଅବକାରୀ ବିଭାଗର ଚଢ଼ାଉ ବେଳେ ୫୬ ଲିଟର ଦେଶୀ ମଦ ଜବତ କରିବା ସହିତ ପ୍ରାୟ
Read More...

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର : ସ୍ୱାମୀ-ସ୍ତ୍ରୀ ଗୁରୁତର

ରାଇରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ । ଦୁର୍ଘଟଣା ଫଳରେ ଦମ୍ପତ୍ତି ଗୁରୁତର ହୋଇଛନ୍ତି । ଗୁରୁତର ଦମ୍ପତ୍ତି ହେଲେ କିଚକେଶ୍ୱର ଗିରି ଓ ତାଙ୍କ ସ୍ତ୍ରୀ ଲଷ୍ମୀପ୍ରିୟା ଗିରି । ସୂଚନାଯୋଗ୍ୟ ଯେ, ସ୍ୱାମୀ-ସ୍ତ୍ରୀ ଦୁଇଜଣ ବାରିପଦାରୁ ହାଟବାଦଳା ସ୍ଥିତ ନିଜ ଘରକୁ ଫେରୁଥିବା
Read More...

୧୬ ଚକିଆ ଟ୍ରକ ମାଡିଗଲା ଘର ଉପରେ

ରାଇରଙ୍ଗପୁର, (କେପିଏନ୍‌ଏସ୍‌) : ଘର ଉପରେ ମାଡିଗଲା ୧୬ ଚକିଆ ଟ୍ରକ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥ ୨୨୦ ବହଲଦା ଥାନା ଗମ୍ଭାରିଆ ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଟ୍ରକ ଦୃତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା
Read More...

ଅର୍ଥାଭାବ ଓ ମାନସିକ ଚିନ୍ତାଗ୍ରସ୍ତ ହୋଇ ଆତ୍ମହତ୍ୟା କଲେ ଅବସରପ୍ରାପ୍ତ ଶିକ୍ଷକ

ରାଇରଙ୍ଗପୁର : ଅର୍ଥାଭାବ ଓ ମାନସିକ ଚିନ୍ତାଗ୍ରସ୍ତ ହୋଇ ଆତ୍ମହତ୍ୟା କରିଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ । ରାଇରଙ୍ଗପୁର ଥାନା ଅର୍ନ୍ତଗତ ତାଳଗାଁର ଗୋପାଳ ମୁଣ୍ଡାରୀ । ସେ ପ୍ରାଥମିକ ସ୍କୁଲରେ ପାଠ ପଢାଉ ଥିଲେ । ଯାହା ଦରମା ପାଉଇଲେ ସେଥିର ନିଜର ପରିବାର ପୋଷୁଥିଲେ । କିନ୍ତୁ ବର୍ଷେ
Read More...

ଜବର ଦଖଲ ହଟିଲା : ମାଟିରେ ମିଶିଲା ମଦ ଦୋକାନ

ରାଇରଙ୍ଗପୁର : ବଢିଚାଲିଛି ଜବର ଦଖଲ। ଏହି ସମସ୍ୟା କେବଳ ଗୋଟିଏ ‌ସ୍ଥାନରେ ନୁହେଁ, ସାରା ଓଡ଼ିଶାରେ ଏଭଳି ସ୍ଥିତି । ତେବେ ରାଇରଙ୍ଗପୁରରେ ଜବର‌ ଦଖଲ୍‌ ଉେ‌ଚ୍ଛଦ ହୋଇଛି । ସରକାରୀ ଜାଗାକୁ ଦଖଲ କରି ସାଧାରଣ ପାନ ଗୁଟକା ଦୋକାନଠୁ ଆରମ୍ଭ କରି ହୋଟେଲ, ଏପରିକି ମଦ ଦୋକାନ ମଧ୍ୟ ଚାଲୁଥିଲା ।
Read More...