Browsing Tag

puri news

ସରପଞ୍ଚ ସଙ୍ଘ ପକ୍ଷରୁ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ବିଡ଼ିଓଙ୍କୁ ୧୧ଦଫା ଦାବୀପତ୍ର ପ୍ରଦାନ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ସରପଞ୍ଚ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଦାବୀପତ୍ର ଦିଆଯାଇଥିବା ବେଳେ ଆଜି ଏହାର ଡେଲାଙ୍ଗ ବ୍ଲକ ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଡେଲାଙ୍ଗ ବ୍ଲକ ବିଡ଼ିଓ
Read More...

ନିର୍ମାଣାଧୀନ ପୁରୀ ବିମାନବନ୍ଦର ପରିଦର୍ଶନ କଲେ ଉନ୍ନୟନ କମିଶନର ଅନୁ ଗର୍ଗ

ପୁରୀ : ନିର୍ମାଣାଧୀନ ପୁରୀ ବିମାନବନ୍ଦର ପରିଦର୍ଶନ କରିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ । ଏଥିସହିତ ପୁରୀର ଅନ୍ୟାନ୍ୟ ନିର୍ମାଣାଧୀନ କାର୍ଯ୍ୟ ମଧ୍ୟ ସମୀକ୍ଷା କରିଛନ୍ତି । ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ନିର୍ମାଣାକାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦେଇଛନ୍ତି ।
Read More...

ଫାଇଭ୍‌ ଟି ସଚିବଙ୍କ ଉପରେ କାଳି ମାଡ଼, ପଣତକାନିରେ ମୁହଁରୁ କାଳି ପୋଛିଦେଲେ ଜଣେ ମା’

ପୁରୀ : ଫାଇଭ୍‌ ଟି ସଚିବ ଭିକେ ପାଣ୍ଡିଆନଙ୍କ ଉପରେ ଜଣେ ଦୁର୍ବୃତ୍ତ କାଳି ମାଡ଼ କରିଥିବା ବେଳେ ପାଖରେ ଉପସ୍ଥିତ ଜଣେ ମା' ନିଜ ପଣତ କାନିରେ ଫାଇଭ୍‌ ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ମୁହଁରୁ କାଳି ପୋଛି ଦେଉଥିବାର ଏକ ଦୃଶ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଥିବା ଦେଖିବାକୁ ମିଳିଛି
Read More...

ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ପର୍ଯ୍ୟଟକ

ପୁରୀ : ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ଜଣେ ପର୍ଯ୍ୟଟକ । ନିଖୋଜ ପର୍ଯ୍ୟଟକ ଜଣକ ବାଲେଶ୍ୱରର ସଞ୍ଜୟ ଜେନା ବୋଲି ଜଣାପଡିଛି । ସେ ନିଜ ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ । ତେବେ ଅଗ୍ନିଶମ ଟିମ୍‌ ଯୁବକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି ।
Read More...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରପଡ଼ିଲେ ଡେଲାଙ୍ଗ ବ୍ଲକର ଜେଇ

ପୁରୀ : ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଡେଲାଙ୍ଗ ବ୍ଲକର ଜେଇ ରଜନୀ କାନ୍ତ ମାଝି । ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ଦିଗରେ ଚୁଡ଼ାନ୍ତ ବିଲ୍ ରିଲିଜ୍ ପାଇଁ ଜଣେ କଣ୍ଟ୍ରାକ୍ଟରଙ୍କଠାରୁ ୩୦ ହଜାର ଲାଞ୍ଚ ଦାବୀ ଏବଂ ଗ୍ରହଣ କରୁଥିବା ବେଳେ ପୁରୀ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି । ଜେଇ
Read More...

ଆଜି ରସଗୋଲା ଦିବସ : ମହାବାହୁ ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ

ପୁରୀ : ମହାପ୍ରଭୁ ଜଗନ୍ନାଥ ତାଙ୍କ ଧର୍ମପତ୍ନୀ ମାନମୟୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବାର ପରମ୍ପରା ରହିଥିବା ବେଳେ ଏହି ପରମ୍ପରାକୁ ଆଧାର କରି ଆଜି ରସଗୋଲା ଦିବସ ପାଳନ କରାଯାଉଛି । ନିଳାଦ୍ରୀ ବିଜେ ସମୟର ମହାବାହୁଙ୍କ ଏହା ଏକ ନିଆରା ପର୍ବ । ତେବେ ଐତିହାସିକ ଓ
Read More...

ବଡ଼ ଦେଉଳକୁ ଆଜି ବାହୁଡ଼ିବେ ମହାବାହୁ

ପୁରୀ : ଆଜି ମହାବାହୁଙ୍କ ବାହୁଡ଼ା ଯାତ୍ରା । ପୁରୀ ବଡ଼ଦାଣ୍ଡରେ ଭକ୍ତ ପ୍ରସ୍ତୁତ, ରଥ ବି । ଅପେକ୍ଷାରେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ । ରଥାରୂଢ ହୋଇ ଶ୍ରୀମନ୍ଦିରକୁ ବାହୁଡ଼ିଯିବେ ମହାବାହୁ । ଆଜି ପବିତ୍ର ବାହୁଡା ଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ଘରେ ମହାପ୍ରଭୁଙ୍କ ବିଶେଷ ନୀତିକାନ୍ତିର
Read More...

ରଥଯାତ୍ରା ପଥ ମହୋତ୍ସବ

ପୁରୀ : ପବିତ୍ର ରଥଯାତ୍ରା ଅବସରରେ କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ରଥଯାତ୍ରା ପଥ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କୈବଲ୍ୟ ସାହିତ୍ୟ ସଂସଦର ଅତିଥିମାନେ ଯୋଗଦେଇ ପୁରୀ ବଡ଼ଦାଣ୍ଡରେ ରଥଯାତ୍ରା ପଥ ମହୋତ୍ସବ ଉଦ୍‌ଘାଟନ କରିଥିଲେ । ସମସ୍ତ ଅତିଥି ଜୟ ଜଗନ୍ନାଥ ଜୟଗାନ କରି ବଡ଼ଦାଣ୍ଡ ପରିକ୍ରମା
Read More...

ତ୍ରୟୋଦଶୀରେ ମହାପ୍ରଭୁଙ୍କ ଘଣା ଲାଗି ନୀତି, ଖଳି ପ୍ରସାଦକୁ ଶ୍ରୀଅଙ୍ଗରେ ଲାଗି ପାଇଁ ଚାଲିଛି ପ୍ରସ୍ତୁତି

ପୁରୀ : ଓଷ ଓ ଦଶମୂଳ ମହୌଷଧି ଲାଗି ପରେ ଶ୍ରୀଜିଉମାନେ ଜ୍ୱରମୁକ୍ତ ହୋଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ । ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ଗଜପତି ମହାରାଜାଙ୍କ ନିକଟରେ ପହଞ୍ଚିଗଲା । ଏବେ ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର । ଆଉ ମାତ୍ର ୨ ଦିନ ପରେ ଠାକୁରେ ନବଯୌବନ ରୂପରେ ଭକ୍ତଙ୍କୁ
Read More...

ଶ୍ରୀମନ୍ଦିରରେ ୮ କେଜିର ରୁପା ପାଦୁକା ଧରି ପହଞ୍ଚିଲେ ଭକ୍ତ

ପୁରୀ : ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ସ୍ଥାପିତ ହେବ ବିରାଟ ରୂପା ପାଦୁକା । ହାଇଦ୍ରାବାଦର ଶ୍ରଦ୍ଧାଳୁ ଶ୍ରୀନିବାସ ଶାସ୍ତ୍ରୀ ଏହି ପାଦୁକା ପୂଜା କରିବା ପାଇଁ ଗୁରୁବାର ପୁରୀ ଶ୍ରୀମନ୍ଦିର ଆଣିଛନ୍ତି । ଅଯୋଧ୍ୟାରେ ସ୍ୱତନ୍ତ୍ର କୁଶଳୀ କାରିଗରଙ୍କ ଦ୍ୱାରା ଏହି ପାଦୁକା ନିର୍ମାଣ କରାଯାଇଛି
Read More...