୨୯ତମ ଉଷୁ ପ୍ରତିଯୋଗିତାରେ ୨ୟ ରନର୍ସ ସ୍ଥାନ ଅଧିକାର କଲା ପୁରୀ ଜିଲ୍ଲା
ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଅନଗୁଳ ସ୍ଥିତ ବିଜୁପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ୨୯ତମ ଉଷୁ ପ୍ରତିଯୋଗିତାରେ ପୁରୀ ଜିଲ୍ଲାରୁ ଅଂଶ ଗ୍ରହଣ କରିଥିବା ଖେଳାଳିମାନେ ନିଜ କୃତିତ୍ୱ ପ୍ରଦର୍ଶନ କରି ୨ୟ ରନର୍ସ ସ୍ଥାନ ଅଧିକାର କରିଛନ୍ତି । ଖେଳାଳିମାନଙ୍କ ମଧ୍ୟରେ ୧୨ ବର୍ଷରୁ!-->…
Read More...
Read More...