ପିପିଲିରୁ ମିଳିଲା ସପ୍ତମ ଶତାବ୍ଦୀର ମୂର୍ତ୍ତି ଓ ପ୍ରାଚୀନ ଶିଳାଲେଖ
ପୁରୀ/ପିପିଲି : ପୁରୀ ଜିଲ୍ଲା ପିପିଲି ନିକଟସ୍ଥ ବାଗେଶ୍ୱରପୁର ଗ୍ରାମରୁ ସପ୍ତମ ଶତାବ୍ଦୀର ମୂର୍ତ୍ତି ଓ ପ୍ରାଚୀନ ଶିଳାଲେଖ ଉଦ୍ଧାର ହୋଇଛି । ଶିଳାଲେଖରେ ସଂସ୍କୃତ ଭାଷାରେ ଓଡ୍ରନାଗରୀ ଲିପି ରହିଛି । ଏଭଳି ଏକ ଐତିହ୍ୟକୁ ଆବିଷ୍କାର କରିଛନ୍ତି ଇନ୍ଟାକ୍ର ୪ ଜଣ ସଦସ୍ୟ ।
ଏହି ଲିପିର!-->!-->!-->…
Read More...
Read More...