ଦୟାନଦୀ ପଠାରୁ ୬୦କେଜି ଓଜନର ବାଲିକଇଁଛ ଉଦ୍ଧାର
ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ପୋପରଙ୍ଗା ପଞ୍ଚାୟତ ବିନ୍ଧା-ରଘୁନାଥପୁର ସନ୍ନିକଟ ଦୟାନଦୀ ପଠାରୁ ସୋମବାର ଏକ ୬୦କେଜି ଓଜନର ବାଲିକଇଁଛକୁ ଗ୍ରାମବାସୀଙ୍କ ସହଯୋଗରେ ବନବିଭାଗ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଏହି କଇଁଛଟିର ଲମ୍ବ ୪ଫୁଟ୍ ୩ଇଞ୍ଚ!-->…
Read More...
Read More...