Browsing Tag

puri news

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସଫେଇ କାର୍ଯ୍ୟକ୍ରମ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଜାତିର ଜନକ ମହାତ୍ମାଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି ।
Read More...

ଆଗାମୀ ସାଢେ ତିନି ବର୍ଷରେ ଭାରତ ହେବ ହିନ୍ଦୁରାଷ୍ଟ୍ର : ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ, (କେପିଏନ୍‌ଏସ୍‌) : ଗତ ତା ୧୩ ଓ ୧୪ ସେପ୍ଟେମ୍ବର ଦୁଇଦିନ ଧରି ଶଙ୍କରାଚାର୍ଯ୍ୟ ପୂଜ୍ୟପାଦ ଶ୍ରୀମଜ୍ଜଗଦ୍‌ଗୁରୁ ସ୍ୱାମୀ ନିଶ୍ଚଳାନନ୍ଦସରସ୍ୱତୀଜୀ ମହାରାଜଙ୍କ ଦ୍ୱାରା ସଂସ୍ଥାପିତ ପୀଠପରିଷଦ, ଆଦିତ୍ୟବାହିନୀ ଓ ଆନନ୍ଦବାହିନୀର ଓଡ଼ିଶା ପ୍ରାନ୍ତୀୟ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଅଛି
Read More...

ଭିନ୍ନକ୍ଷମ ଛାତ୍ରଙ୍କୁ ମିଳୁନି ନ୍ୟାୟ : ଥାନାକୁ ଦୌଡି ଦୌଡି ନିରାଶ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି-ପୁରୀ ଜିଲ୍ଲା ପିପିଲି ଥାନା ଅର୍ନ୍ତଗତ ତେଇସିପୁର ପଂଚାୟତ ପୋଡଙ୍ଗ ଗ୍ରାମର ଚନ୍ଦ୍ରଶେଖର ସେନାପତିଙ୍କ ଭିନ୍ନକ୍ଷମ ପୁଅ ରାଜେଶ ସେନାପତି ସମ୍ବଲପୁର ଜିଲ୍ଲା ଅର୍ନ୍ତଗତ କୃଷି ବିଶ୍ୱବିଦ୍ୟାଳୟ ଚିପିଲିମାର କୃଷି ବିଭାଗର ୨ୟବର୍ଷ ଛାତ୍ର ଭାବେ
Read More...

ପୁରୀ ଏସ୍‌ପିଙ୍କ ପିପିଲି ଥାନା ପରିଦର୍ଶନ

ପୁରୀ : ଆଜି ପୁରୀ ଜିଲ୍ଲା ଏସ୍‌ପି ଡ. କେ. ବିଶାଲ ସିଂ, ଆଇପିଏସ୍‌ ପିପିଲି ଥାନା ପରିଦର୍ଶନ କରି ଥାନାର ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା, ପିପିଲି ଏସ୍‌ଡି୍‌ପିଓ ଦେବଦତ୍ତ ବରାଳ, ପିପିଲି,
Read More...

ଭିଜିଲାନ୍ସ ଜାଲରେ ପଡିଲେ ପୁରୀ ଶିଳ୍ପ କେନ୍ଦ୍ର ଉନ୍ନୟନ ଅଧିକାରୀ ସୀତାରାମ ସାହୁ

ପୁରୀ : ଭିଜିଲାନ୍ସ ଜାଲରେ ପଡିଛନ୍ତି ପୁରୀ ଶିଳ୍ପ କେନ୍ଦ୍ର ଉନ୍ନୟନ ଅଧିକାରୀ ସୀତାରାମ ସାହୁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍‌ ମାରିଛି ଭିଜିଲାନ୍ସ ଟିମ୍ । ପୁରୀ, ଭୁବନେଶ୍ୱର ଓ ନୟାଗଡ଼ରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚାଲିଥିବା
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ସନ୍ନାଉଲ୍ଲାଙ୍କୁ ମିଳିଲା ଭତ୍ତା ଓ ହୁଇଲ୍‌ଚେୟାର୍‌

ପୁରୀ, (କେପିଏନଏସ) : ନିମାପଡା ବ୍ଲକ ଚାରିଛକ ନିକଟ କଲାପାଞ୍ଚନ ପଞ୍ଚାୟତ ମାଧିବରହୁପୁର ଗ୍ରାମର ସନ୍ନାଉଲ୍ଲାଖା ଚାରି ଝିଅ ଓ ବିଧବା ବୁଢ଼ୀ ମା'କୁ ନେଇ ରୁହନ୍ତି । ସୂଚନା ଅନୁସାରେ ଗତ ଚାରି ବର୍ଷ ତଳେ ଏକ ସଡ଼କ ଦୁର୍ଘଟଣାରେ ସନ୍ନାଉଲ୍ଲାଙ୍କର ଦୁଇଟିଯାକ ଗୋଡ ଅକର୍ମନ୍ୟ ହୋଇ ବସିଥିବା ବେଳେ
Read More...

ସ୍ୱର୍ଗଦ୍ୱାରରେ ଶବ ସତ୍କାର ଓ ମହୋଦଧିରେ ଅସ୍ଥି ବିସର୍ଜନ କଟକଣା ପ୍ରତ୍ୟାହାର

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ୱର୍ଗଦ୍ୱାରରେ ଶବ ସତ୍କାର ଓ ମହୋଦଧିରେ ଅସ୍ଥି ବିସର୍ଜନ ନେଇ ଥିବା କଟକଣାକୁ ପ୍ରତ୍ୟାହାର କରାଯାଇଛି । ଆସନ୍ତା ୧୬ ତାରିଖରୁ ବାହାର ଜିଲ୍ଲା ଓ ରାଜ୍ୟର ବ୍ୟକ୍ତି ଅଣକୋଭିଡରେ ମୃତ୍ୟୁବରଣ କରିଥିଲେ ସେମାନଙ୍କ ଶବ ସତ୍କାର ନିମନ୍ତେ ଅନୁମତି ମିଳିବ ।
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ଚିକିତ୍ସା ପାଇଁ ପ୍ରତିମାଙ୍କୁ ମିଳିଲା ଆର୍ଥିକ ସହାୟତା

ପୁରୀ : ପୁରୀ ଜିଲ୍ଳା ପିପିଲି ଥାନା ଦାଣ୍ଡମୁକୁନ୍ଦପୁର ଗ୍ରାମର ବିରଜା ପଟ୍ଟନାୟକଙ୍କ ସ୍ତ୍ରୀ ପ୍ରତିମା ପଟ୍ଟନାୟକ ଜଣ୍ଡିସ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ଏକ ହସ୍ପିଟାଲ ଭର୍ତି ହୋଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଲିଭର ନଷ୍ଟ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର ମାନେ
Read More...

୩ ଫୁଟ୍ ଗୋଲେଇର ଘାଇ ସୃଷ୍ଟି

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ପଟ୍ଟନାକିଆରୁ ଖୋର୍ଦ୍ଧାକୁ ସଂଯୋଗ କରୁଥିବା ରାସ୍ତାରେ ପାଇକସାହି ଛକରୁ ପୋଷୋଲ ଛକ ମଝିରେ ଥିବା ଘୋଷୋଡା ଶଙ୍ଖ ଠାରେ ୩ ଫୁଟ୍ ଗୋଲେଇର ଏକ ଘାଇ ସୃଷ୍ଟି ହୋଇଛି । ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ଗାଡ଼ି ମୋଟର ଯିବା ଆସିବା କରନ୍ତି,
Read More...

ତିନି ରଥରେ ବିରାଜମାନ କରିଛନ୍ତି ତିନି ଠାକୁର : ଗଜପତି ମହାରାଜ କଲେ ଛେରା ପହଁରା କଲେ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ହେଉଛି ପବିତ୍ର ରଥଯାତ୍ରା । ତିନି ଠାକୁର ଶ୍ରୀମନ୍ଦିରରୁ ବାହାରି ସିଂହଦ୍ୱାର ଆଗରେ ତିନି ରଥରେ ବିରାଜମାନ କରିଥିବା ବେଳେ ରଥ ଉପରେ ଅନୁଷ୍ଠିତ ହୋଇଯାଛି ମହାପ୍ରଭୁଙ୍କ ଛେରା ପହଁରା ନୀତି । ଗଜପତି ମହାରାଜ ଦିଂବ୍ୟସିଂହ ଦେବ ତିନି ରଥରେ ଛେରା
Read More...