ଅସହାୟ ଦୀପାଞ୍ଜଳି ଖମାରୀଙ୍କୁ ସହାୟତାର ହାତ ବଢ଼ାଇଲା କନ୍ୟାକିରଣ ଫାଉଣ୍ଡେସନ୍
ପାଟଣାଗଡ଼, (କେପିଏନ୍ଏସ୍) : ଅସହାୟ ଦୀପାଞ୍ଜଳି ଖମାରୀଙ୍କୁ ସହାୟତାର ହାତ ବଢ଼ାଇଛି କନ୍ୟାକିରଣ ଫାଉଣ୍ଡେସନ୍ । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ଅନ୍ତର୍ଗତ ଡେବିରିପାଲି ଗ୍ରାମର ଦୀପାଞ୍ଜଳି ଖମାରୀ(୧୬) ୧୦ ବର୍ଷ ଆଗରୁ ନିଜ ବାପାଙ୍କୁ ହରାଇ ବିଧବା ମା' ସହ!-->…
Read More...
Read More...