ଜଲିଆ ଗାଁରେ ୧୩ ଟିକିଆ ହାତୀ ପଲ ଭାଙ୍ଗିଦେଲେ ଘର : ଅଳ୍ପକେ ବର୍ତ୍ତିଲେ ପରିବାର
ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଢା ବ୍ଳକ ଧୁମାଭଟା ପଞ୍ଚାୟତ ଜଲିଆ ଗାଁରେ ଗୁରୁବାର ବିଳମ୍ବିତ ରାତ୍ରିରେ ଗାଁର ଜନୈକ ଯୁବକଙ୍କ ପରିବାର ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଉକ୍ତ ହାତୀ ପଲ ତାଙ୍କ ଘର ଦ୍ଵାର ଭାଙ୍ଗିବା ସହ ଆବାସ ପତ୍ର ନଷ୍ଟ କରିଦେଇଥିବା!-->…
Read More...
Read More...