Browsing Tag

padmapur news

ଝିଟିକି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟଠାରେ ଫାଇନ ଆଦାୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ତହସିଲ ଅନ୍ତର୍ଗତ ଝିଟିକି ଗ୍ରାମରେ ଥିବା ଅସ୍ଥାୟୀ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟଠାରେ ଅନ୍ୟାୟ କାସ୍ତ ବିରୁଦ୍ଧରେ ଫାଇନ ଆଦାୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଇକମାଲ…
Read More...

ଝାରବନ୍ଧରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ମିଶନ ଶକ୍ତି ହଲ୍‌ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି ଶିବିରରେ ୯୨ଜଣ ବ୍ୟକ୍ତି ଅଭିଯୋଗ କରିବା ପାଇଁ ପଞ୍ଜିକୃତ କରିଥିଲେ । ତନ୍ମଧ୍ୟରୁ ୮୪ ଜଣ ଜିଲ୍ଲାପାଳଙ୍କୁ…
Read More...

ଆସନ୍ତା ୨୨ରୁ ପଦ୍ମପୁରରେ ବାସନ୍ତିକ ନବରାତ୍ରି ଓ ନବଦୁର୍ଗା ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡବନ୍ଧପଡ଼ା ଠାରେ ବାସନ୍ତିକ ନବରାତ୍ରି ଦୁର୍ଗାପୂଜା ଓ ନବଦୁର୍ଗା ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ଚଳିତ ମାସ ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ୯ ଦିନ ବ୍ୟାପି ମହାସମାରୋହରେ ଅନୁଷ୍ଠିତ ହେବ । କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ଚୈତ୍ର ମାସ ୨୨ ତାରିଖ…
Read More...

ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ବୀମା, ପିଇବା ପାଣି ସମସ୍ୟା, ଇଲେକ୍‌ଟ୍ରିକ ସମସ୍ୟା, ଇନ୍‌ପୁଟ୍‌ ସବସିଡ଼ି ଆଦି ଅନେକ ପ୍ରସଙ୍ଗ ଉପରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ କମିଟି ସଚିବାଳୟରେ…
Read More...

ନିମ୍ନ ମାନର କାମ ଯୋଗୁଁ ଭୁଶୁଡ଼ିଲା ପମ୍ପ ଘର : ସାଧାରଣରେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡ଼ଭା ପଂଚାୟତର ହରିଡାଟାଲ ଗାଁରେ ବସୁଧା ଯୋଜନାରେ ନିର୍ମାଣାଧୀନ ପାଣି ଟାଙ୍କିର ପମ୍ପ ଘର ଭୁଶୁଡ଼ି ପଡ଼ିଥିବା ଜଣାପଡିଛି । ବିନା ସୂଚନା ଫଳକରେ ଅତି ନିମ୍ନମାନର କାମ କରାଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ…
Read More...

ଠାକୁରଦିଆ ଗ୍ରାମରେ ଦେବତା ବିବାହ ସମ୍ପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରତ୍ୟେକ ଗ୍ରାମର ସୁଖ ସମୃଦ୍ଧି ତଥା ଉଜ୍ୱଳ ଭବିଷ୍ୟତ ପାଇଁ ପୂର୍ବ ପୁରୁଷାନୁକ୍ରମେ ଆରାଧ୍ୟ ଗ୍ରାମ ଦେବତାଙ୍କୁ ପୂଜାର୍ଚ୍ଚନା କରି ଚଳିତ ବର୍ଷ ଦେବତା ବିବାହ ଉତ୍ସବ ପାଳନ କରିଛନ୍ତି ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ଠାକୁରଦିଆ ଗ୍ରାମବାସୀ । ଆଜିକୁ…
Read More...

ପାଠପଢ଼ା ବୟସରେ ବାଙ୍ଗାଲୁରୁରେ ଯାଇ ବନ୍ଧା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅମଠି ଗ୍ରାମରେ ଏକ ଅଭାବନୀୟ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ସେହି ଗ୍ରାମର ନୀରାବାଇ ଝରିଆ(୪୦) ଓ ସ୍ୱାମୀ ଧନମାଳୀ ଝରିଆ ସେମାନଙ୍କ ୨ଟି ସନ୍ତାନଙ୍କୁ ଉଦ୍ଧାର କରିବା ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ…
Read More...

ଗାଁ ଗାଁରେ ଫଗୁନ୍ ପୁନି ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଋତୁମାନଙ୍କ ରାଜା ଫଗୁନ୍ ବା ଫଗୁଣରେ ବସନ୍ତର ଆଗମନରେ ଆନନ୍ଦିତ ହୋଇ ଫଗୁନ୍ ଦଶମୀରୁ ସାରା ପଶ୍ଚିମ ଓଡ଼ିଶାରେ ଫଗୁନ୍ ପୁନି ଯାତ୍ରା ଆରମ୍ଭ ହୋଇଥାଏ । ଏହା ମୁଖ୍ୟତଃ ଗାଁ ଗାଁ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ପ୍ରକୃତି ରାଣୀକୁ ନେଇ ଏକ ସ୍ନେହ,…
Read More...

ଦେବଦତ୍ତ କ୍ଲବରେ ଜଳ ବିଭାଜିକାର ଜ୍ଞାନ କୌଶଳ ସମ୍ବନ୍ଧୀୟ ତାଲିମ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଳ ହିଁ ଜୀବନ ଏହା ସମସ୍ତେ ଜାଣିଛନ୍ତି । ବୈଜ୍ଞାନିକଙ୍କ ମତ ଅନୁସାରେ ଭବିଷ୍ୟତରେ ଜଳଶଙ୍କଟ ହେବାର ଆଶଙ୍କା ଶତ ପ୍ରତିଶତ ରହିଛି । ଏହାକୁ ଦୃଷ୍ଟିରେ ରଖି ନାବାର୍ଡ ଜଳ ସ୍ତର ବୃଦ୍ଧି, ଜଳ ସଂରକ୍ଷଣ ନିମନ୍ତେ ଅନେକ ପ୍ରୟାସ ଜାରି ରଖିବା ସହ ବିଭିନ୍ନ…
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବିଦାୟ ସମ୍ୱର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଡ. ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ଵରେ ଏକ ବିଦାୟ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ଼. ନାୟକ ସଭାର ଉଦ୍ଦେଶ୍ୟ ଜ୍ଞାପନ କରି ପଦାର୍ଥ ବିଜ୍ଞାନର ଲେବ୍ ଆଟେଣ୍ଡେଣ୍ଟ…
Read More...