Browsing Tag

padmapur news

ଟ୍ରକ ଓ କାର ଦୁର୍ଘଟଣାରେ ଆଠ ଗାଈଗୋରୁ ମୃତ : ଗାଈଗୋରୁଙ୍କ ମୃତଦେହ ଉଦ୍ଧାର କଲେ ସ୍ୱେଚ୍ଛାସେବୀ ଦଳ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ୧୬ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମୀପୁର ଠାରେ ଚାଳିଶିରୁ ଅଧି ଗାଈଗୋରୁ ଶୋଇଥିବା ବେଳେ ସେମାନଙ୍କ ଉପରେ ଟ୍ରକ ଓ କାର ମାଡ଼ିଯାଇଥିଲା । ଫଳରେ ଆଠ ଗୋଟି ଗାଈର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅନ୍ୟ ଗାଈଗୋରୁ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଖବର…
Read More...

ଗଣ ଇସ୍ତାହାର ଖବର କାଗଜର ୪୫ତମ ବାର୍ଷିକୋତ୍ସବ ବିଶେଷାଙ୍କ ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ରାଜବାଟି ପ୍ରାଙ୍ଗଣରେ ଗଣ ଇସ୍ତାହାର ଖବର କାଗଜର ୪୫ତମ ବାର୍ଷିକୋତ୍ସବ ବିଶେଷାଙ୍କ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଣଇସ୍ତାହାର ସମ୍ପାଦକ ପ୍ରସନ୍ନ ମିଶ୍ର ଯୋଗଦେଇ ଗଣ ଇସ୍ତାହାର ଖବର କାଗଜର ବିଗତ ୪୫ ପଦ୍ମପୁର ଉପଖଣ୍ଡ…
Read More...

ପାଇକମାଲ ବିିନ୍ଧ୍ୟା ବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଫ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିିନ୍ଧ୍ୟା ବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଫ୍ୟାଲେରିଆ ରୋଗର ନିରାକରଣ ପାଇଁ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକ ଅଧ୍ୟକ୍ଷତା କରିଥିଲେ । ପାଇକମାଲ ଗୋଷ୍ଠୀ…
Read More...

ଶିକ୍ଷକ ସଂଘ ପକ୍ଷରୁ ପେନସନ ଦାବୀରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର ବ୍ଲକର ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସରକାରଙ୍କ ଉଦ୍ଧେଶ୍ୟରେ ତିନିଦଫା ଏକ ସମ୍ବଳିତ ଦାବିପତ୍ର ସ୍ଥାନୀୟ ବ୍ଲକ ଶିକ୍ଷାଅଧିକାରୀ ଲୋକନାଥ ଭୋଇଙ୍କ ଜରିଆରେ ପ୍ରଦାନ କରିଥିଲେ । ଦାବୀ…
Read More...

ବ୍ଲକ ସ୍ତରୀୟ “ଓଷ୍ଟା” ଶିକ୍ଷକ ସଙ୍ଗଠନର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବ୍ଲକ ସ୍ତରୀୟ "ଓଷ୍ଟା " ଶିକ୍ଷକ ସଙ୍ଗଠନର ଏକ ଗୁରୁତ୍ଵ ପୂର୍ଣ୍ଣ ବୈଠକ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପାଇକମଲଠାରେ ସଙ୍ଘର ଉପ- ସଭାପତି ସୁଶାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସମ୍ପାଦକ ଜୀବର୍ଦ୍ଧନ ବିଶି ସଭାର…
Read More...

ପାଇକମାଲ ହାଇସ୍କୁଲରେ ରେଡକ୍ରସ ପ୍ରଶିକ୍ଷଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରେକ୍ଷ୍ୟାଳୟରେ ରେଡକ୍ରସ ପ୍ରଶିକ୍ଷଣ ପ୍ରଧାନ ଶିକ୍ଷକ ଡ଼ ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଛି । ଜିଲ୍ଲା ରେଡକ୍ରସ ତରଫରୁ ଆୟୋଜିତ ଏହି ପ୍ରଶିକ୍ଷଣରେ ଡିଲେଶ୍ୱର ସାହୁ…
Read More...

ଅଦା, ହଳଦୀ ଓ ପାମ୍ ତେଲର ସହାୟତା ରାଶି ବୃଦ୍ଧି କର : ବରଗଡ଼ ସାଂସଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଦା, ହଳଦୀ ଓ ପାମ୍ ତେଲର ସହାୟତା ରାଶି ବୃଦ୍ଧି କରିବାକୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବି । ଏନେଇ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜସିଂହ ଚୌହ୍ୱାନଙ୍କ ନିକଟରେ ଏଭଳି ଦାବି ଉପସ୍ଥାପନ କରିଛନ୍ତି ବରଗଡ଼ ସାଂସଦ । ଓଡ଼ିଶାରେ ମସଲା ବିକାଶ ଓ ପାମ୍ ତେଲ…
Read More...

ସମ୍ବଲପୁରୀ ଗଣବେଶ ପାଇଁ ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ପାଖରେ ଏବିଭିପିର ଦାବିପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁରୀ ବସ୍ତ୍ରକୁ ନେଇ ପଦ୍ମପୁରରେ ବଢୁଛି ଚାହିଦା । ଗତ ଶନିବାର ଦିନ ବୋଡ଼ାସମ୍ବର ମେହେର (ଭୁଲିଆ) ଯୁବାମଞ୍ଚ ତରଫରୁ ଅଞ୍ଚଳ ମହା ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ସମ୍ବଲପୁରୀ ଗଣବେଶ ଲାଗୁ କରିବା ପାଇଁ ଅନୁରୋଧ କରାଯାଇଥିଲା । ତେବେ ସେହି ବିଷୟ ଆଉ ଗୋଟିଏ…
Read More...

କାଠ ଭର୍ତ୍ତି ମହିନ୍ଦ୍ରା ମ୍ୟାକ୍ସ ପିକଅପ ଗାଡ଼ି ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବୋଡ଼େନ ଥାନା ଅନ୍ତର୍ଗତ ଦହିତା କଲେଜଠାରେ କେନ୍ଦୁ ଗଣ୍ଡି ଚୋରି କରି ନେଉଥିବା (ଓଆର ୦୫ ଏଇ ୮୩୨୫) ମହିନ୍ଦ୍ରା ମ୍ୟାକ୍ସ ପିକଅପ ଗାଡ଼ିକୁ ବନ ବିଭାଗ ଜବତ କରିଛି । ତେବେ ଜବତ କାଠ ୨୫୦୦ କେଜି ହୋଇଥିବା ବେଳେ ଏହାର…
Read More...

ନୃସିଂହନାଥ ରାମଚଣ୍ଡୀ ମନ୍ଦିର ୫ଟି ନିର୍ମାଣ କାର୍ଯ୍ୟକୁ ପରିଦର୍ଶନ କଲେ : ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ତଥା ପଶ୍ଚିମ ଓଡ଼ଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ନୃସିଂହନାଥ ଠାରେ କୁଲତା ସମାଜର ଇଷ୍ଟଦେବୀ ମାଁ ରାମଚଣ୍ଡୀଙ୍କ ଦର୍ଶନ କରିବା ସହ ନବନିର୍ମିତ ହେଉଥିବା ମନ୍ଦିର ୫ଟି କାର୍ଯ୍ୟକୁ ଆଜି ସାଂସଦ ପ୍ରଦୀପ ପୁରୋହିତ ପରିଦର୍ଶନ କରିଥିଲେ ।…
Read More...