ଧର୍ମପରାୟଣ ମହିଳାଙ୍କ ପରଲୋକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଦ ବ୍ଲକ ଅନ୍ତର୍ଗତ ଶଙ୍କରୀ ଗ୍ରାମର କର୍ପୁର ବେହେରା ସୋମବାର ଦିନ ସ୍ୱର୍ଗରୋହଣ କରିଛନ୍ତି । ସେ ଜଣେ ଲୋକପ୍ରିୟ, ଧର୍ମପରାୟଣ ମହିଳା ଥିଲେ । ସେ ପାଞ୍ଚ ପୁଅ ଓ ନାତି-ନାତୁଣୀଙ୍କୁ ଛାଡ଼ି ଯାଇଛନ୍ତି । ବୁର୍ଲାରେ!-->…
Read More...
Read More...