Browsing Tag

padmapur news

ପଦ୍ମପୁରର ବିଭିନ୍ନ ଅଦାଲତରେ ନୂତନ ସରକାରୀ ଓକିଲଙ୍କ କାର୍ଯ୍ୟରେ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ବିଭିନ୍ନ ଅଦାଲତରେ ନୂତନ ସରକାରୀ ଓକିଲ (ଲ ଅଫିସର) ଭାବେ ବରିଷ୍ଠ ଆଇନଜୀବୀ ରାମରତନ ପୁରୋହିତ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର, ରାଜକିଶୋର ସାହୁ ଏସୋସିଏଟ ଲୟର, ଆନନ୍ଦ ପଣ୍ତା ଏଡିସିନା ଗମେଣ୍ଟ ପ୍ରସିକ୍ୟୁଟର ଭାବେ ଅତିରିକ୍ତ…
Read More...

ପ୍ରଭୁ ନୃସିଂହନାଥଙ୍କ ଲୋକକଥାକୁ ନାଟ୍ୟମଞ୍ଚରେ ଜୀବନ୍ତ କଲା ମାର୍ଜାର କେଶରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଆ ପୌରାଣିକ ଐତିହ୍ୟ ଓ ଆଦିବାସୀ ଲୋକ ସଂସ୍କୃତିର ଅମୂଲ୍ୟ ସମନ୍ୱୟକୁ ନାଟ୍ୟ ମଞ୍ଚରେ ସଫଳ ଭାବେ ଉପସ୍ଥାପନ କରିଛି ନାଟକ ‘ମାର୍ଜାର କେଶରୀ’ । ପ୍ରଭୁ ନୃସିଂହନାଥଙ୍କ ପୌରାଣିକ ଓ ଲୋକକଥାକୁ ଆଧାର କରି ବରିଷ୍ଠ ନାଟ୍ୟକାର ରାଜକୁମାର ସାହୁଙ୍କ ରଚିତ ଏବଂ…
Read More...

ଆସନ୍ତାକାଲିରୁ ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ୍ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନିଷ୍ଟାଡିୟମରେ ରାଜିଂ ଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ହେବାକୁ ଥିବା ୨୯ତମ ଛିନ୍ଦେଇକେଲା ସର୍ବଭାରତୀୟ କ୍ରିକେଟ କପ୍ ବୁଧବାର ଠାରୁ ଆରମ୍ଭ ହେବ । ଏନେଇ କ୍ଲବ ପକ୍ଷରୁ…
Read More...

ଦୁର୍ନୀତି ଅଭିଯୋଗରେ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବଦଳି ଏବଂ ଶିକ୍ଷକଙ୍କ ବଦଳି ବାତିଲ ନିର୍ଦ୍ଦେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକର ଶୈକ୍ଷିକ ହେଉ କି ଶିକ୍ଷା ସମ୍ବନ୍ଧୀୟ ଅନ୍ୟାନ୍ୟ କ୍ଷେତ୍ରରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସର୍ବାଗ୍ରେ ରହିଥିଲା । ତତ୍କାଳୀନ ବିଇଓ ଜଣେ ସଚ୍ଚୋଟ, ସୁଦକ୍ଷ ଅଧିକାରୀ ଚୁଡାମଣୀ ବାରିକ ଥିଲେ । କୌଣସି କ୍ଷେତ୍ରରେ…
Read More...

ପାଇକମାଲ ଡ୍ରିମ ଲାଣ୍ତ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଡ୍ରିମ ଲାଣ୍ଡ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଅଧ୍ୟକ୍ଷ ସତ୍ୟ ନାରାୟଣ ଯୋଷୀ, ସ୍କୁଲର ପ୍ରତିଷ୍ଠାତା ରାଜେନ୍ଦ୍ର କୁମାର ରାଉତ, ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର,…
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ତରଙ୍ଗିଣୀ ପାଳିତ ହୋଇସାରିଛି । ଉକ୍ତ ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପହଣ୍ଡି ବିଜୟ ମେହେର ସଭାପତିତ୍ୱ କରିଥିବା ବେଳେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ…
Read More...

ପାଇକମାଲ ବ୍ଲକ ସ୍ତରୀୟ ଜୁନିୟର ରେଡକ୍ରସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ତରୀୟ ଜୁନିୟର ରେଡକ୍ରସ ଭୁବନେଶ୍ଵରପୁର ଗ୍ରା.ପ. ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ଭିଷ୍ମଦେବ ପଧାନଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଦ୍ଵାଦଶ ପଧାନ…
Read More...

ଗନ୍ଧମାର୍ଦ୍ଦନ ପର୍ବତକୁ ଏକ ପରିବେଶଗତ ସମ୍ବେଦନଶୀଳ ଅଞ୍ଚଳ (ଇଏସଜେଡ) ଭାବରେ ଘୋଷଣା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ବିସ୍ତୃତ ଗନ୍ଧମାର୍ଦ୍ଦନ ପର୍ବତ, ଓଡ଼ିଶାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ଭୂଦୃଶ୍ୟ ମଧ୍ୟରୁ ଗୋଟିଏ ଏବଂ ଏହି ଅଞ୍ଚଳର ପରିବେଶଗତ ଐତିହ୍ୟରେ ଏକ ଅପୂରଣୀୟ ସ୍ଥାନ ଅଧିକାର କରିଛି । ପରିବେଶ…
Read More...

ଛୋଟଅନକୀରେ ୧୧ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଳକର ଛୋଟ ଅନକୀଠାରେ ୧୧ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ଛୋଟଅନକୀ ପଞ୍ଚାୟତର ସରପଞ୍ଚ ଚିନ୍ତାମଣି ରାଉତ, କାର୍ଯ୍ୟନିର୍ବାହୀ ଅଧିକାରୀ…
Read More...

ନବପ୍ରଭାତ ବିଦ୍ୟାୟତନଠାରେ ବିଦ୍ୟାଳୟ ସ୍ତରୀୟ ଶିକ୍ଷାଗତ ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନବପ୍ରଭାତ ବିଦ୍ୟାୟତନଠାରେ ବିଦ୍ୟାଳୟ ସ୍ତରୀୟ ଶିକ୍ଷାଗତ ମେଳା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ଆୟୋଜକ ଥିଲେ ନିରଞ୍ଜନ ମହାପାତ୍ର, ରବିଶଙ୍କର ପଧାନ ଏବଂ ଦେବାଶିଷ ନାୟକ । ଏହି ଶିକ୍ଷା ମୂଳକ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ନବପ୍ରଭାତର ତିନୋଟି…
Read More...