ଜାତୀୟ କବାଡି ମଇଦାନରେ ଚମକିବେ ମାଣ୍ଡୋସିଲର ଶୁଭମ : ଓଡ଼ିଶା ଦଳରେ ପାଇଲେ ସ୍ଥାନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଜାତୀୟସ୍ତରରେ ଓଡ଼ିଶାର ଗୌରବ ବଢ଼ାଇବେ ବରଗଡ଼ ଜିଲ୍ଲାର ଉଦୀୟମାନ କବାଡି ଖେଳାଳି ଶୁଭମ ଭୋଇ । ପାଇକମାଲ ବ୍ଲକ୍ ମାଣ୍ଡୋସିଲ ଗ୍ରାମର ଶୁଭମ ଓଡ଼ିଶା ଜୁନିୟର ନ୍ୟାସନାଲ କବାଡି ଦଳରେ ସ୍ଥାନ ପାଇଛନ୍ତି । ଏହାଫଳରେ ବିହାରରେ ଆୟୋଜିତ ହେବାକୁ ଥିବା ୫୨ତମ!-->…
Read More...
Read More...