Browsing Tag

padampur news

ପଦ୍ମପୁର ଟାଉନ କ୍ଲବ ଆନୁକୂଲ୍ୟରେ ସାମାଜିକ ବନିକରଣ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ କ୍ଲବ ପକ୍ଷରୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଟାଉନ କ୍ଲବର ସଭାପତି ଶିରିଷ ବହିଦାର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟ ସଭାପତି ଦ୍ଵାଦଶ ପ୍ରଧାନ, ପ୍ରଧାନ…
Read More...

ବିଜେପିର କାର୍ଯ୍ୟକାରିଣୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଚରପାଲି ଗ୍ରାମ ପଞ୍ଚାୟତ ବୈଠକ ଲମ୍ବରଜୁନା ଠାରେ ବରିକେଲ ମଣ୍ଡଳ ସଭାପତି ସୌକିଲାଲ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ ଜିଲ୍ଲା ପରିଷଦ ଅଧକ୍ଷା ମୁକ୍ତା ସାହୁ, ରାଜ ବୋଡାସମ୍ବର ବ୍ଲକ ଅଧ୍ୟକ୍ଷ…
Read More...

ସିର୍ଜିନା ସାହିତ୍ୟ ଆର ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ର ସମ୍ବଲପୁରୀ ଦିନ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ସର୍ଗିବାହାଲ ସରସ୍ୱତୀ ଶିଶୁମନ୍ଦିରରେ ସମ୍ବଲପୁରୀ ଦିନ ପାଳନ କରାଯାଇଥିଲା । କବି ପ୍ରେମାନନ୍ଦ ବେହେରା ମୁଖ୍ୟଅତିଥି, ଅବନୀ କାନ୍ତ ସାହୁ ମୁଖ୍ୟବକ୍ତା ରୂପେ ଯୋଗଦାନ କରିଥିଲେ । ସମ୍ବଲପୁରୀ ସାହିତ୍ୟର ବିଭିନ୍ନ ଦିଗ ଓ ସତ୍ୟନାରାୟଣ…
Read More...

ବିଜେପୁର ବ୍ଲକ କୃଷକ ସମସ୍ୟା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ କୃଷକ ସଙ୍ଗଠନର ସୁବାଷ ପଧାନଙ୍କ ସଭାପତିତ୍ୱରେ ତାଲପଦର ଠାରେ କୃଷକ ମାନଙ୍କର ବିଭିନ୍ନ ସମସ୍ୟା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ବ୍ଲକର ୨୪ଟି ପଂଚାୟତର କୃଷକ ସଙ୍ଗଠନ କର୍ମକର୍ତ୍ତା ଉପସ୍ଥିତ ଥିଲେ ।…
Read More...

କଳା ବ୍ୟାଜ ପିନ୍ଧି ଲ୍ୟାବ ଟେକ୍ନିସିଆନଙ୍କ ପ୍ରତିବାଦ ପ୍ରଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଳା ବ୍ୟାଜ ପିନ୍ଧି ଲ୍ୟାବ ଟେକ୍ନିସିଆନ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ସେମାନେ କହିଛନ୍ତି ଯେ, ସରକାର ଆମର ଦାବୀ ଦୀର୍ଘ ଦିନ ହେଲା କର୍ଣ୍ଣପାତ କରୁନଥିବାରୁ ଆମେ ଆଜି କାର୍ଯ୍ୟ କରିବା ସହିତ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରିବା ପାଇଁ ବାଧ୍ୟ ହୋଇଛୁ…
Read More...

ବୃକ୍ଷର ମହାନତା ଜାଣିଲେ ମା’ବହଳ ତଲିଏନ ଡ୍ରାଇଭର ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : 'ମୋ ଜୀବନର ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ' ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ପାଳନ କରି ନିଜେ କରୋନା ମହାମାରୀ ସମୟରେ ଦୁଃଖରେ ରହି ମଧ୍ୟ ଏ ଦେଶ ଦୁନିଆର କଥା ବିଚାର କରି ଅକ୍ସିଜେନ ଅଭାବକୁ ଦୂର କରିବାକୁ ଯାଇ ପଦ୍ମପୁର ଉପଖଣ୍ଡ ଗାଇସିଲାଟର…
Read More...

ସମ୍ବଲପୁରୀ ଦିନ ପାଳନ ସହ ସଂକଳନ ‘ଲେଦା’ ଉନ୍ମୋଚନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରବହମାନତାର ଧାରାରେ ଅଗଷ୍ଟ-୧ ସମ୍ବଲପୁରୀ ଦିନ ଏକ ଅନନ୍ୟ ପ୍ରୟାସ । ସମ୍ବଲପୁରୀ ଭାଷାର ଉନ୍ନତି ଦିଗରେ ଜୀବନ ସାରା ଅନେକ ପ୍ରଚେଷ୍ଟା କରିଥିବା ଗୁରୁ ସତ୍ୟନାରାୟଣ ବହିଦାର ଏବଂ ଗୁରୁ ଶ୍ରୀଧର…
Read More...

ଅବସରକାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ତିଆଢିପା କ୍ଲଷ୍ଟର ଅନ୍ତର୍ଗତ ହଲନଦାଦର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେଶିରାମ ଡୁଙ୍ଗୁରିଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆଜି ଯୁଧିଷ୍ଠିର ସାହୁଙ୍କ ସଭାପତିତ୍ୱରେ ହଲନଦାଦର ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା…
Read More...

ଗାୟତ୍ରୀ ବାହିନୀ ତରଫରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗାୟତ୍ରୀ ବାହିନୀ ସଭାପତି ଜିତେଶ୍ୱରୀ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ସଫେଇ କାର୍ଯ୍ୟକ୍ରମ । ଆଜି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଶ୍ରୀ ରାମ ମନ୍ଦିର ଠାରେ ଗାୟତ୍ରୀ ବାହିନୀ ତରଫରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।…
Read More...

ଦୀପାଙ୍କ ପ୍ରୟାସ ପରେ ମରାମତି ହେଲା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାରଙ୍କ ମୋ ସରକାର ଏବଂ ୫ଟି ଯୋଜନା ଅନ୍ତର୍ଗତ ସାମାଜିକ ଗଣମାଧ୍ୟମ ଅଭିଯୋଗ ଗୁଡ଼ିକୁ ସମସ୍ତ ବିଭାଗ ଗୁରୁତ୍ୱ ପ୍ରଦାନ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରୁଥିବା ଦେଖାଯାଉଛି । ଏହିଭଳି ହଜାର ହଜାର ସମସ୍ୟାର ସମାଧାନ କରି ସାରିଥିବା ପାଇକମାଲ ଅଂଚଳର…
Read More...