Browsing Tag

padampur news

ମନଭଙ୍ଗଠାରେ ଓଡ଼ିଶା ମୋଟର ସଂଘର ବାର୍ଷିକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ମନଭଙ୍ଗଠାରେ ଓଡିଶା ମୋଟର ଚାଳକ ସଂଘର ଜିଲ୍ଲା ସଭାପତି ନିରୋଜ ପୋଢ ଯାଦବଙ୍କ ସଭାପତିତ୍ୱରେ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକକୁ ରାଜା ଭାରତୀ ସଭା ପରିଚାଳନା କରିଥିଲେ । ଏଥିରେ ବରଗଡ଼ ଜିଲ୍ଲାର ୧୨ଟି ବ୍ଳକର ଓଡ଼ିଶା
Read More...

ନବମ ଗୋଳଡେନ ଷ୍ଟାର କ୍ରିକେଟ କପ୍‌ ଉଦ୍‌ଘାଟିତ : ସେମିରେ ଦଳଦଳି ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଖଇରପାଲି ଠାରେ ଜିଲ୍ଲା ସ୍ତରୀୟ ନବମ ଗୋଳଡେନ ଷ୍ଟାର କ୍ରିକେଟ କପ୍‌ ଉଦ୍‌ଘାଟିତ ହୋଇଯାଇଛି । ଖଇରପାଲି ଜଗନ୍ନାଥ କମିଟିର ସଭାପତି ଅଶ୍ୱିନୀ ବରିହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଶୁଭ ଉଦ୍‌ଘାଟିତ କରିଥିବା ବେଳେ ପ୍ରଥମ
Read More...

ସ୍ଵର୍ଗତ ରାୟଧର ଲୁହାରଙ୍କ ୧୭ତମ ସ୍ମୃତି ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ସ୍ଥିତ ବିକ୍ରମନଗର ଠାରେ ଦେବାର ଛତରଙ୍କ ଅଧ୍ୟକ୍ଷତାରେ ସ୍ଵର୍ଗତ ରାୟଧର ଲୁହାରଙ୍କ ସ୍ମୃତି ସଭା ଓ ପାଇକମାଲ ବ୍ଲକ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସାମାଜର ନୂତନ କମିଟି ଗଠନ କରାଯାଇଥିଲା । ପ୍ରଥମେ ସ୍ଵର୍ଗତ ରାୟଧର
Read More...

ସଂଚାର ଓ ପାଲା ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବୁକୁରାମୁଣ୍ଡା ତରଫରୁ ୭ଟି ଗ୍ରାମ ପଞ୍ଚାୟତ ପାଇଁ ଆସିଥିବା ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମକୁ ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ତଥା କଳାକାର ମହାସଂଘ ସାଧାରଣ ସମ୍ପାଦକ
Read More...

ଫସଲ ବୀମା ପ୍ରିମିୟମ ଭରାଯାଇ ଥିବାର ଆବେଦନକୁ ବାତିଲର ପୁନଃ ଯାଞ୍ଚ କରାଇବାକୁ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କୃଷି କାର୍ଯ୍ୟାଳୟରେ ପଦ୍ମପୁର ଉପଜିଲ୍ଲାପାଳଙ୍କ ଆଦେଶ ଚିଠି ନ- ୪୧୨୧ / ୨୯ / ୧୨ / ୨୦୨୧ କ୍ରମେ ଚଳିତ ୨୦୨୧ ଖରିଫ ଋତୁ ପାଇଁ କୃଷକମାନଙ୍କ ଫସଲ ବୀମା ପ୍ରିମିୟମ ଭରାଯାଇ ଥିବାର ଆବେଦନକୁ ବାତିଲର ପୁନଃ ଯାଞ୍ଚ ପାଇଁ
Read More...

ଭିଲେଜ୍ ରିସୋର୍ସ ପାର୍ସନଙ୍କ ୩ ବର୍ଷର ଦରମା ବାକି ଥିବା ନେଇ ଜିଲ୍ଲାପାଳଙ୍କୁ ପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୧୭ ମସିହାରେ ଓଡ଼ିଶା ସରକାର ପଞ୍ଚାୟତିରାଜ ବିଭାଗ ଅଧିନରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତମାନଙ୍କରେ ଜଣେ ଜଣେ ମହିଳାଙ୍କୁ ଭିଲେଜ ରିସୋର୍ସ ପାର୍ସନ ଭାବେ ଜଣେ ଜଣେ ମହିଳାଙ୍କୁ ନିଯୁକ୍ତି ଦେଇଥିଲେ । ସୂଚନା ଅନୁସାରେ ଝାରବନ୍ଧ ବ୍ଲକରେ ୧୪ଟି ଗ୍ରାମ
Read More...

ଅବସରପ୍ରାପ୍ତ ଶିକ୍ଷକ ଗିରିଧାରୀ ମେହେରଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅବସରପ୍ରାପ୍ତ ସୁଦୁକ୍ଷ ଶିକ୍ଷକ ଗିରିଧିରୀ ମେହେରଙ୍କ ବାଦିକଟା ଗ୍ରାମ ପଞ୍ଚାୟତ ସାପଲହର ନିଜ ବାସଭବନ ଠାରେ ଗତ ରବିବାର ଦିନ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।
Read More...

କେନ୍ଦୁପତ୍ର କର୍ମଚାରୀ ସଂଘ ଦ୍ୱାରା ଶ୍ରମିକ ନେତା ବିଶ୍ଵନାଥ ପଣ୍ଡିତଙ୍କ ଜୟନ୍ତୀ ପାଳିତ : ସାମ୍ବାଦିକମାନଙ୍କୁ ସଂଘ…

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦୁପତ୍ର ସଂଘର ପ୍ରତିଷ୍ଠାତା ଓଡ଼ିଶାର ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ବିଶ୍ଵନାଥ ପଣ୍ଡିତଙ୍କ ୧୦୨ ତମ ଜୟନ୍ତୀ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ପଦ୍ମପୁର ଡିଭିଜନ ଦ୍ବାରା ପାଇକମାଲ କେନ୍ଦୁପତ୍ର ଡାକ ବଙ୍ଗଳାଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର
Read More...

ବିଜେଡି ସମିତି ସଭ୍ୟ ଓ ଅବସରପ୍ରାପ୍ତ ଆର୍‌ଆଇଙ୍କ ବିଜେପିରେ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ପଦ୍ମପୁର ଅଞ୍ଚଳରେ ମିଶ୍ରଣ ପର୍ବ ବିଜେପିର ବ୍ୟାପକ ଭାବେ ଚାଳିଛି । ଆଜି ବିଜୁ ଜନତା ଦଳର ପାଇକମାଲ ବ୍ଲକ କେଛୋଦାଦର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଶ୍ରୀମତୀ ଅଁଏଲା ଧରୁଆ ସହ ତାଙ୍କ ସ୍ବାମୀ ସମାରୁ
Read More...

ଜଡ଼ାଗଞ୍ଜାରେ ଶ୍ରୀ ଅରବିନ୍ଦ ପାଠଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଅରବିନ୍ଦ ପାଠଚକ୍ର ସଂଗଠନ, ବରଗଡ ଜିଲ୍ଲା ଆନୁକୂଲ୍ୟରେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଜଡାଗଞା ଗ୍ରାମରେ ବ୍ଳକ ଆବାହକ ଧନପତି ଦେବତାଙ୍କ ସଂଯୋଜନାରେ ଶ୍ରୀ ଅରବିନ୍ଦ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି ।
Read More...