Browsing Tag

padampur news

ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲେରଗାଁ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରାଜ କିଶୋର ରଥଙ୍କୁ ଅବସରକାଳୀନ ସମ୍ୱର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟର ଚେୟାରମେନ ହିରାଲାଲ ରାଉତଙ୍କ ସଭାପତିତ୍ୱରେ ସଭାର ମୁଖ୍ୟ ଅତିଥି ପାଇକମାଲ ବ୍ଲକ ଗୋଷ୍ଠୀ ଶିକ୍ଷା
Read More...

ଯୋଖିପାଲି ଗ୍ରାମର ରଥଯାତ୍ରା ଏକ ନିଆରା ପରମ୍ପରା : ଦଶଦିନ ପାଳନ ହୁଏ ରଥଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ! ପ୍ରଭୂ ଜଗନ୍ନାଥଙ୍କ ଲୀଳା ସବୁଠାରୁ ନିଆରା । ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ଦିନ ପ୍ରଭୁ ଜଗନ୍ନାଥ ତାଙ୍କ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀଗୁଣ୍ଡିଚାକୁ ରଥରେ ଯାଇଥାନ୍ତି । ପୁରୀ ରଥଯାତ୍ରା
Read More...

ଚାରପାଲି ଗ୍ରାମରେ ଜଳ ଯୋଗାଣ ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ବରିକେଲ ପଞ୍ଚାୟତର ଚାରପାଲି ଗ୍ରାମ ୨୫୦୦ ଜନସଂଖ୍ୟା ବିଶିଷ୍ଟ ଏକ ଗ୍ରାମ ଅଟେ । ତାହା ପଦ୍ମପୁର ସହର ନିକଟରେ ଅବସ୍ଥିତ । ଦୀର୍ଘ ଦିନରୁ ଏହି ଗ୍ରାମରେ ପାନୀୟଜଳର ସୁବିଧା ନା ଗାଧୋଇବାର ବ୍ୟବସ୍ଥା ଅଛି ନା
Read More...

ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ତ୍ରି-ଦିବସୀୟ -୨୦୨୨ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରଠାରେ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ତ୍ରି-ଦିବସୀୟ -୨୦୨୨ ଉଦ୍‌ଯାପିତ ହୋଇଯାଇଛି । ବରଗଡ଼ ବିଭାଗ ବିଦ୍ୟାମନ୍ଦିର ଓ ପଦ୍ମପୁର ସଂକୁଳରେ ଆଜି ମୁଖ୍ୟ ଅତିଥି ଭାବରେ ଭକ୍ତ ଚରଣ ସାହୁ (ବିଶ୍ୱ ହିନ୍ଦୁ
Read More...

ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଛିନ୍ଦେଇକେଲା ଶ୍ରୀ ଜଗନ୍ନାଥ ମନ୍ଦିରଠାରେ ଶ୍ରୀଜୀଉଙ୍କର ନେତ୍ରୋତ୍ସବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ନୀତି ପରେ ଶ୍ରୀଜୀଉଙ୍କୁ ନବବସ୍ତ୍ର ପରିଧାନ କରି ପୂଜାକାର୍ଯ୍ୟ କରାଯାଇଥିଲା । ପୂଜା କାର୍ଯ୍ୟ କରିଥିଲେ ଶ୍ରୀ ମନ୍ଦିର ପୂଜକ
Read More...

ନାହିଁ ନାହିଁରେ ଚଳୁଛି ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ : ନାହାନ୍ତି ଜଣେ ବି ଅତିରିକ୍ତ ଗୋଷ୍ଠୀ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳ ଭାବେ ବେଶ ଜଣାଶୁଣା । ଏହି ବ୍ଲକର ଶିକ୍ଷା ବ୍ୟବସ୍ଥା ବର୍ତ୍ତମାନ ଭୁଶୁଡ଼ି ଯିବା ଉପରେ ଅଛି, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବର୍ତ୍ତମାନ କର୍ମଚାରୀମାନଙ୍କ
Read More...

ପାଇକମାଲରେ ଆତଙ୍କବାଦ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜସ୍ଥାନର ଉଦୟପୁରରେ ଜଣେ ହିନ୍ଦୁ ଟେଲର ଭାଇ ନୁପୁର ଶର୍ମାଙ୍କୁ ସମର୍ଥନ ଜଣାଇଥିବାରୁ ଇସଲାମ ଜେହାଦି, ଆତଙ୍ଗବାଦୀ ସେହି ହିନ୍ଦୁ ଭାଇଙ୍କୁ ନିର୍ମମ ହତ୍ୟା କରିଥିଲେ । ଏହି କୁକର୍ମକୁ ପଦ୍ମପୁରର ବଜରଙ୍ଗ ଦଳ ଘୋର ନିନ୍ଦା କରିବା ସହିତ ଦୃଢ ପ୍ରତିବାଦ ଓ
Read More...

୬୮ ବର୍ଷ ବୟସ୍କା ବୃଦ୍ଧାଙ୍କୁ ଏ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳି ନଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ବରିହାପାଲି ପଞ୍ଚାୟତର ପତ୍ରାପାଲି ଗ୍ରାମର ଇଲା ଗୁରୁ ଜଣେ ଅତ୍ୟନ୍ତ ଗରିବ ଅସହାୟ ବୃଦ୍ଧା ଅଟନ୍ତି । ବୟସ ପାଖାପାଖି ୬୮ ଟପିଲାଣି ହେଲେ ଏପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳୁ ନଥିବା ସେ ଅଭିଯୋଗ କରିଛନ୍ତି ।
Read More...

ଫସଲବୀମା ବର୍ଜନ ନେଇ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ସିଏସ୍‌ସିଭିଏଲ୍‌ଇ ତହସିଲଦାର ଗାଇସିଲେଟଙ୍କୁ ଏକ ଦାବୀ ପତ୍ର ଦିଆଯାଇଛି । ଏଚ୍‌ଡିଏଫ୍‌ସି ଇଆର୍‌ଜିଓ ଇସୁରେନ୍ସ କମ୍ପାନୀ ୨୦୨୧ରେ ପ୍ରଧାନ ମନ୍ତ୍ରୀ ଫସଲବୀମା ଖରିଫ ଆବେଦନ ହୋଇଥିବା ଦରଖାସ୍ତ ଗୁଡିକ
Read More...

ଶ୍ରୀ ସତ୍ୟସାଇ ସଂଗଠନ ଦ୍ୱାରା ଗ୍ରାମ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଛିନ୍ଦେଇକେଲା ଶ୍ରୀ ସତ୍ୟସାଇ ସେବା ସଂଗଠନ ଦ୍ୱାରା ଗ୍ରାମ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେବା ସଂଯୋଜକ ନିରୋଜ ସାହୁଙ୍କ ନେତୃତ୍ୱରେ ସମସ୍ତ ଭାଇ ଭଉଣୀ ଶ୍ରମଦାନ କରି ମାଉସୀ ମନ୍ଦିର, ବିଦ୍ୟାଳୟ, ଘର, ପଂଚାୟତ ଇତ୍ୟାଦି ସଫେଇ
Read More...