Browsing Tag

padampur news

ଝାରବନ୍ଧ ବ୍ଲକ ସମ୍ମୁଖରେ ଖଟିଖିଆ ସଂଘର ଆନ୍ଦୋଳନ ଜାରି

ଦୋଷୀମାନଙ୍କ ବିରୋଧରେ ଫୌଜଦାରୀ ମୋକଦ୍ଦମା ଦାୟର କରାଯାଉ : ଖଟିଖିଆ ସଂଘ ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିନା ଘର ନିର୍ମାଣ କରି ବ୍ଲକରୁ ଟଙ୍କା ଉଠାଯାଇଥିବା, ଜଳଛାୟା ପ୍ରକଳ୍ପରେ ଛେଳି, ଗାଈ ଓ ଚାଷୀଙ୍କ କ୍ଷେତରେ ଫାର୍ମ ଫଣ୍ଡ ନିର୍ମାଣରେ ବଡ
Read More...

ଆଞ୍ଚଳିକ କୃଷକ ଶ୍ରମିକ ସଂଘ ପକ୍ଷରୁ ବୀମାରାଶି ମିଳିବା ନେଇ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଆଞ୍ଚଳିକ କୃଷକ ଶ୍ରମିକ ସଂଘ ସଭାପତି ଗୋବର୍ଦ୍ଧନ ଭୂଏଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ଦାବୀ, ମରୁଡ଼ିର ସ୍ଥାୟୀ ପ୍ରତିକାର ପାଇଁ ଅଙ୍ଗ ନଦୀବନ୍ଧ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଉପ ଜିଲ୍ଲାପାଳ
Read More...

ଘର ହିଁ ବିଦ୍ୟାଳୟର ୭ମ ପର୍ଯ୍ୟାୟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶିଶୁ ବାଟିକା ବିଭାଗର ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ୭ମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଉଦ୍ଦେଶ୍ୟ
Read More...

ମୃତକଙ୍କ ପରିବାରକୁ ପ୍ରଶାସନିକ ସହାୟତା ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସହରର ବରିଷ୍ଠ ସାମ୍ବାଦିକ ବଡ ଶତପଥୀ ପାଇକମାଲ ବିଡ଼ିଓ ଦେବାଶିଷ ସିହ୍ନାଙ୍କ ନିକଟକୁ ଯାଇ ଜର୍ଜଗଡ଼ ଗ୍ରାମର ଜଣେ ଗରିବ ଯୁବକ କୀର୍ତ୍ତନ ଚନ୍ଦନଙ୍କର ମୃତ୍ୟୁ ଖବର ଜଣାଇବା ସହିତ ମୃତକଙ୍କର ପରିବାରକୁ ତୁରନ୍ତ କିଛି ସହାୟତା ଯୋଗାଇ ଦେବା ପାଇଁ
Read More...

ଲଉଡିଦର୍ହାରେ ଓଡ଼ିଶା ମୋ ପରିବାର ଓ ବିନ୍ଧ୍ୟଗିରି ବିଂଝାଲ ସମାଜ ପକ୍ଷରୁ ରକ୍ତଦାନ ଶିବିର : ୨୦ ୟୁନିଟ ରକ୍ତ ସଂଗ୍ରହ

ପଦ୍ମପୁର, (ନିରେଜ କୁମାର ପାଣୀ) : ଓଡ଼ିଶା ମୋ ପରିବାର ଓ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜର ମିଳିତ ଆନୁକୂଲ୍ୟରେ ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦର୍ହା ପଞ୍ଚାୟତ କାର୍ଯ୍ୟାଳୟ ପରିସରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ରକ୍ତଦାନ ଶିବିରରେ ମୋ ପରିବାର ବରଗଡ଼ ଜିଲ୍ଲା
Read More...

ପଦ୍ମପୁର ସହର ଭେଉଁରିଆ ଛକ ନିକଟରେ ରାସ୍ତା ଅବସ୍ଥା ଶୋଚନୀୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ଆଖପାଖ ଅଞ୍ଚଳର ଏକ ବାଣିଜ୍ୟ ପେଣ୍ଠସ୍ଥଳୀ ଅଟେ । ଆଖପାଖ ଅଞ୍ଚଳରୁ ଲୋକେ ଏହି ସହରକୁ ବିଭିନ୍ନ ପ୍ରକାର ଆବଶ୍ୟକୀୟ ଜିନିଷ କିଣିବାକୁ ଆସିଥାନ୍ତି । ଲୋକମାନେ କୋର୍ଟ, କଚେରୀ ତଥା ଡାକ୍ତରଖାନାକୁ ଏହି ଅଞ୍ଚଳରୁ ଆସିଥାନ୍ତି । କିନ୍ତୁ ପଦ୍ମପୁର
Read More...

ଗାଇସିଲେଟ ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ମନୀଷା ବାନାର୍ଜୀ ଓ ଜିଲ୍ଲା ଏସ୍‌ପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶଙ୍କ ଉପସ୍ଥିତିରେ ବ୍ଲକ
Read More...

ପାଇକମାଲ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲରେ ନବ ଦୁର୍ଗାପୂଜା ପାଇଁ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଇନ୍ଦ୍ରଜିତ ଭୋଇଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଗତବର୍ଷ ନବ ଦୁର୍ଗାପୂଜାର ଆୟବ୍ୟୟ ସହ ନୂତନ ପୂଜା
Read More...

ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଆଜି ଉଦ୍‌ଯାପିତ ହୋଇଯାଇଛି । ଦ୍ୱାଦଶ କୁମାର ପଧାନ ସଂକୁଳ ପ୍ରମୁଖ ଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପାର୍ଚ୍ଚନା କରି କୃତି ଭାଇ ଭଉଣୀମାନଙ୍କୁ ପୁରସ୍କୃତ କରି ମାର୍ଗଦର୍ଶନ
Read More...

ମହିୟସୀ ମହିଳାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ପଲସଦା ଗ୍ରାମର ସ୍ଵର୍ଗତଃ ଜଗନ୍ନାଥ ପାଣିଗ୍ରାହୀଙ୍କ ଧର୍ମପତ୍ନୀ ଭଗବତୀ ପାଣିଗ୍ରାହୀଙ୍କ ଦେହାନ୍ତ ହୋଇଯାଇଛି । ଜଣେ ପରୋପକାରୀ ତଥା ଧର୍ମ ପରାୟଣା ମହିଳା ଭାବରେ ସେ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ । ଜୈଷ୍ଠ ପୁତ୍ର ସେବାରାମ ପାଣିଗ୍ରାହୀ
Read More...