ଜାବ ଓ ସୋଢ଼ା ଗ୍ରାମ୍ୟ କମିଟି ପକ୍ଷରୁ ସୋଢ଼ା ଗ୍ରାମରେ ସାମାଜିକ ବନୀକରଣ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ବ୍ଲକ୍ ଅନ୍ତର୍ଗତ ଟେମେରି ଗ୍ରାମ ପଞ୍ଚାୟତର ସୋଢ଼ା ଗ୍ରାମରେ ଜର୍ନାଲିଷ୍ଟ ଏସୋସିଏସନ୍ ଅଫ୍ ବରଗଡ (ଜାବ) ଓ ଗ୍ରାମ୍ୟ କମିଟିର ମିଳିତ ଉଦ୍ୟମରେ ସାମାଜିକ ବନୀକରଣ ଅନୁଷ୍ଠିତ ହୋଇଥିଲା । ଜାବ ସଭାପତି ରବି ନାରାୟଣ ପଣ୍ଡାଙ୍କ ସଭାପତିତ୍ଵ ତଥା!-->…
Read More...
Read More...