Browsing Tag

news of india

ରୋମ ଓ ଗ୍ଲାସଗୋ ଯାତ୍ରା ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

ନୂଆଦିଲ୍ଲୀ, (ପିଆଇବି) : ଇଟାଲି ପ୍ରଧାନମନ୍ତ୍ରୀ ମହାନୁଭବ ମାରିଓ ଦ୍ରାଘିଙ୍କ ଆମନ୍ତ୍ରଣ କ୍ରମେ ଅକ୍ଟୋବର ୨୯- ୩୧, ୨୦୨୦ ପର୍ୟ୍ୟନ୍ତ ମୁଁ ଇଟାଲିର ରୋମ ଏବଂ ଭାଟିକାନ ସିଟି ଗସ୍ତ କରିବି ଏବଂ ଏହି ଗସ୍ତ ଶେଷରେ ନଭେମ୍ବର ୧- ୨, ୨୦୨୨୧ରେ ମୁଁ ବ୍ରିଟେନର ଗ୍ଲାସଗୋ ଗସ୍ତ କରିବି ।
Read More...

ପ୍ରିୟଙ୍କା ଗାନ୍ଧୀଙ୍କ ମିଶନ ୟୁପି : ଲଲିତପୁର ଯିବା ପୂର୍ବରୁ ଲକ୍ଷ୍ନୌ ଷ୍ଟେସନରେ କୁଲି ଭାଇମାନଙ୍କୁ ଭେଟିଲେ

ଲକ୍ଷ୍ନୌ : ୟୁପି ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ରାଜ୍ୟରେ ଦଳର ଆଧାରକୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି । ଏହି କ୍ରମରେ, ଲକ୍ଷ୍ନୌରୁ ଲଲିତପୁର ଟ୍ରେନ୍ ଯିବା ପୂର୍ବରୁ ସେ ଲକ୍ଷ୍ନୌର ଚାରବାଗ ରେଳ ଷ୍ଟେସନରେ କୁଲି ଭାଇମାନଙ୍କୁ
Read More...

ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ‘ଦାଦା ସାହେବ ଫାଲକେ’ ପୁରସ୍କାର

ଚେନ୍ନାଇ : ଆଜି ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ 'ଦାଦା ସାହେବ ଫାଲକେ' ପୁରସ୍କାର । ଏନେଇ ରବିବାର ଚେନ୍ନାଇରେ ଥିବା ତାଙ୍କ ବାସଭବନ ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, 'ମୁଁ ଏହି ସମ୍ମାନଜନକ ପୁରସ୍କାର ଜିତିବା ପାଇଁ କେବେ ଆଶା
Read More...

ଜେଲ୍‌ରେ ପୁଅ ଆର୍ୟନଙ୍କୁ ଭେଟିଲେ ଶାହାରୁଖ

ମୁମ୍ବାଇ : ଆଜି ସକାଳେ ଶାହରୁଖ ଖାନ୍‌ ମୁମ୍ବାଇ ସ୍ଥିତ ଆର୍ଥର ରୋଡ୍‌ ଜେଲ୍‌କୁ ଯାଇ ପୁଅ ଆର୍ୟନଙ୍କୁ ଭେଟି ତାଙ୍କ ପୁଅଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିଥିଲେ । ଆର୍ୟନ ତାଙ୍କ ବାପାଙ୍କୁ ଦେଖି ଭାବବିହ୍ୱଳ ହୋଇପଡିଥିବା ବେଳେ ସର୍ବମୋଟ ୧୫ରୁ ୧୮ ମିନିଟ୍‌ କଥାବାର୍ତ୍ତା କରିଥିବା ସୂଚନା ମିଳିଛି
Read More...

ବାଂଲାଦେଶରେ ଧର୍ମକୁ ନେଇ ହିଂସା

ଢାକା : ଦୁର୍ଗାପୂଜା ବେଳେ ଇସ୍‌ଲାମ ଧର୍ମ ପ୍ରତି ଅସମ୍ମାନ କରାଯାଇଥିବା ବାର୍ତ୍ତା ପ୍ରଚାର ହେବାରୁ ବାଂଲାଦେଶରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ମନ୍ଦିର ଭଙ୍ଗାରୁଜା ଓ ହିଂସାକାଣ୍ଡ ଜାରି ରହିଥିବା ସୂଚନା ମିଳିଛି । ଏହାର ପ୍ରତିବାଦରେ ସଂଖ୍ୟାଲଘୁମାନଙ୍କ ପକ୍ଷରୁ ଦେଶବ୍ୟାପୀ
Read More...

ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ହେଲେ କୈଦୀ ନଂ ଏନ୯୫୬

ମୁମ୍ବାଇ : ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ କ୍ରୁଜ ଡ୍ରଗ୍ସ ପାର୍ଟି କେସ୍‌ରେ ମୁମ୍ବାଇ ଆର୍ଥର ରୋଡ ଜେଲରେ ଆସନ୍ତା ୨୦ ଅକ୍ଟୋବର ପର୍ଯ୍ୟନ୍ତ ରହିବେ । ଏନଡିପିଏସ କୋର୍ଟ ଗୁରୁବାର ଏହି ମାମଲାର ଶୁଣାଣି କରି ନିଷ୍ପତି ସୁରକ୍ଷିତ ରଖିଥିବା ବେଳେ ସବିଶେଷ ତଥ୍ୟ ଅନୁଯାୟୀ
Read More...

କଂଗ୍ରେସ ଆରଜେଡିର ଗୁଲାମ୍‌ ନୁହେଁ, ସନ୍ଧ୍ୟା ସୁଦ୍ଧା ମେଣ୍ଟ ଭାଙ୍ଗିବାକୁ ନିଷ୍ପତ୍ତି ନିଆଯିବ : ଭକ୍ତ ଚରଣ ଦାସ

ପାଟନା : ବିହାରରେ ବିଧାନସଭା ଉପ-ନିର୍ବାଚନ ପାଇଁ ଦୁଇଟି ଆସନରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ଏବଂ କଂଗ୍ରେସ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କଂଗ୍ରେସ ଦଳର ବିହାର ଦାୟିତ୍ୱରେ ଥିବା ଭକ୍ତ ଚରଣ ଦାସ ଏପରିକି କହିଛନ୍ତି ଯେ, କଂଗ୍ରେସ ଦଳ ବିହାରର ରାଷ୍ଟ୍ରୀୟ ଜନତା
Read More...

ଜାମ୍ମୁ କାଶ୍ମୀରର ରାଜୌରୀ ସେକ୍ଟରରେ ଜଣେ ଜେସିଓ ଓ ଚାରିଜଣ ସୈନିକ ଶହୀଦ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ରାଜୌରୀ ସେକ୍ଟରରେ ୫ ସୈନିକଙ୍କ ଶହୀଦ ହେବାର ଦୁଃଖଦ ଖବର ସାମ୍ନାକୁ ଆସିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେନାର ଜଣେ ଜୁନିଅର କମିଶନ ଅଫିସର (ଜେସିଓ)ଙ୍କ ସମେତ ୫ ସୈନିକ ସହିଦ ହୋଇଛନ୍ତି । ଯେତେବେଳେ ସେନା ବାହିନୀ ରାଜୌରୀ ସେକ୍ଟରର ପୀର
Read More...

ୟୁପିର ବାରବାଙ୍କି ଠାରେ ଟ୍ରକ-ବସ୍ ଧକ୍କାରେ ୧୩ ଜଣଙ୍କ ମୃତ୍ୟୁ, ୩୦ ରୁ ଅଧିକ ଆହତ

ବାରବାଙ୍କି (ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ବାରବାଙ୍କିରୁ ଏକ ବଡ଼ ସଡ଼କ ଦୁର୍ଘଟଣାର ଖବର ଆସିଛି । ଗୁରୁବାର ସକାଳେ ଏଠାରେ ଥିବା ଏକ ଓଭର ରିଙ୍ଗ ରୋଡରେ ଏକ ଟ୍ରକ ଏବଂ ଏକ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା, ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଲୋକ
Read More...

ଜନ ପ୍ରତିନିଧି ଭାବେ ନରେନ୍ଦ୍ର ମୋଦୀ ୨୦ ବର୍ଷ ପୂରଣ କଲେ : କହିଲେ- ମୁଁ ପ୍ରଧାନମନ୍ତ୍ରୀ ହେବାର କଳ୍ପନା ମଧ୍ୟ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜନ ପ୍ରତିନିଧି ଭାବରେ ୨୦ ବର୍ଷ ପୂରଣ କରିଛନ୍ତି । ଏହି ଅବସରରେ ବିଜେପି ସଭାପତି ଜେପି ନଡା, ଗୃହମନ୍ତ୍ରୀ ଅମିତ ଶାହା ଏବଂ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦଳର ବହୁ ବଡ ବଡ ନେତା ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଉଲ୍ଲେଖ
Read More...