୩୯୬ ଭୋଟରେ ଜିତିଲେ ଅରୁଣ
ନୟାଗଡ, (କେପିଏନ୍ଏସ୍) : ନୟାଗଡ ବିଧାନସଭା ଆସନରେ ଜିତିଲେ ବିଜେଡି ପ୍ରାର୍ଥୀ ଅରୁଣ ସାହୁ । ବିଜେପି ପ୍ରାର୍ଥିନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କୁ ୩୯୬ ଭୋଟରେ ହରାଇ ବିଜୟ ଲାଭ କରିଛନ୍ତି ଅରୁଣ ସାହୁ । ଅରୁଣ ସାହୁଙ୍କୁ ୮୧ ହଜାର ୪୭୦ ଭୋଟ୍ ମିଳିଥିବାବେଳେ ପ୍ରତ୍ୟୁଷାଙ୍କୁ ୮୧ ହଜାର!-->…
Read More...
Read More...