ଓସ୍କାର ବିଜେତା ଏଆର ରହେମାନ ୱାର ଫିଲ୍ମ ପିପ୍ପାର ସଙ୍ଗୀତ କମ୍ପୋଜ କରିବେ
ମୁମ୍ବାଇ : ବ୍ରିଗେଡିୟର ବଳରାମ ସିଂ ମେହେତାଙ୍କ ଜୀବନୀ ଉପରେ ଆଧାରିତ ୱାର ଫିଲ୍ମ ପିପ୍ପାର ସଙ୍ଗୀତ କମ୍ପୋଜ କରିବେ ଓସ୍କାର ବିଜେତା ସଙ୍ଗୀତକାର ଏଆର ରହେମାନ । ଈଶାନ ଖଟ୍ଟର ବ୍ରିଗେଡିୟର ମେହେତାଙ୍କ ରୋଲ କରିବେ । ସେ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ୪୫ କାଭଲାରୀ ଟ୍ୟାଙ୍କ!-->…
Read More...
Read More...