Browsing Tag

mayurbhanj news

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : କାର ସହ ବାଇକ ମୁହାଁମୁହିଁ ଧକ୍କା, ୨ ବାଇକ ଆରୋହୀଙ୍କ ମୃତ୍ୟୁ

ମୟୁରଭଞ୍ଜ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାରେ । ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଝିଙ୍କିରିଆ ନିକଟରେ କାର ସହ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ସୂଚନା ମଳିନଥିବା ବେଳେ…
Read More...

ବ୍ରାଉନ ସୁଗାର ବିକ୍ରି କରି ଆସିଥିବା ବେଳେ ଚଢାଉ କଲା ପୋଲିସ୍‌ : ବ୍ରାଉନସୁଗାର ସହିତ ବେପାରୀ ଗିରଫ

ମୟୂରଭଞ୍ଜ : ମୟୂରଭ‌ଞ୍ଜ ଜି‌ଲ୍ଲା ରାଇରଙ୍ଗପୁରରେ ବ୍ରାଉନସୁଗାର ଜବତ ସହିତ ବେପାରୀ ଗିରଫ ହୋଇଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ରାଇରଙ୍ଗପୁର ପୋଲିସ ଅଞ୍ଚଳରେ ଜଣେ ଯୁବକ ବାହାରୁ ଆସି ବ୍ରାଉନ ସୁଗାର ବିକ୍ରି କରୁଥିବା ନେଇ କୌଣସି ସୂତ୍ରରୁ ଟାଉନଥାନା ପୋଲିସ ଖବର ପାଇ ଟ୍ରାକିଂ…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଆମ୍ବୁଲାନ୍ସକୁ ପିଟିଲା ଟ୍ରକ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗୀରପୋଷି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସକୁ ପିଟିଲା ଟ୍ରକ ଫଳରେ ୫ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଆଆରଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Read More...

କାର୍ ଓ ଅଟୋ ଧକ୍କା, ୧୭ ଆହତ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ରାସଗୋବିନ୍ଦପୁର-ଷ୍ଟେସନ ଅମର୍ଦ୍ଦା ରାଜ୍ୟ ରାଜପଥର ବାଙ୍କବଣ ନିକଟରେ ଏକ କାର ଓ ଅଟୋ ମଧ୍ୟରେ ଧକ୍କା ହେବାରୁ ୧୭ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରେ ଅଟୋ ଚାଳକ ଜାକିର ହୋସେନ, ଅଟୋ ଯାତ୍ରୀ ସୁମତୀ ବେହେରା,…
Read More...

ବାଘଡାରେ ମକର ମିଳନ ଓ ସାଂସ୍କୃତିକ ମହାକୁମ୍ଭ

ମୟୁରଭଞ୍ଜ, (ଶିବନାରାୟଣ ପାତ୍ର) : ଓଡିଶାର ଏକତ୍ରିକରଣ, ବିକାଶ ଓ ଭାଷା, ସାହିତ୍ୟ ସର୍ବୋପରି ସାଂସ୍କୃତିକ ଉତ୍ଥାନର ମୁଖ୍ୟ ପୃଷ୍ଠପୋଷକ ମୟୂରଭଞ୍ଜ ରାଜତନ୍ତ୍ରର ଅତୁଳନୀୟ ଅବଦାନ ପାଖରେ ଓଡିଆ ଜାତି ଚିରକାଳ କୃତଜ୍ଞ ବୋଲି ଆଜି ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଳକ ବାଘଡା ଠାରେ ବଣିକ ସଂଘ ଓ…
Read More...

ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୟୁରଭଞ୍ଜ : ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ମଝିଗାଁରେ । ମୃତ ମହିଳା ହେଲେ ସୀତା ମହାକୁଡ଼ । ସୀତାଙ୍କ ବାପ ଘର ଯୋଶୀପୁର ଥାନା ଠାକୁରଗୁଡା ଗ୍ରାମରେ । ସୂଚନା ମୁତାବକ ସୀତା ଦୁଇବର୍ଷ ତଳେ ବିଶୋଇ ଥାନା…
Read More...

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୟୂରଭଞ୍ଜ : ପ୍ରେମୀ ଯୁଗଳଙ୍କ ମୃତଦେହ ବିଲପାଖ ଏକ ଗଛରୁ ଝୁଲନ୍ତା ଉଦ୍ଧାର କରାଯାଇଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କାଙ୍କି ଗ୍ରାମରେ । ବହଳଦା-ଝରାଡ଼ିହି ମୁଖ୍ୟ ରାସ୍ତାକଡ କାଙ୍କି ଗ୍ରାମ ନିକଟସ୍ଥ ଏକ ବିଲ କଡ ଗଛରେ ପ୍ରେମୀ ଯୁଗଳଙ୍କ…
Read More...