Browsing Tag

malkangiri news

ପ୍ରଜାକୋର୍ଟରେ ନକ୍ସଲଙ୍କ ବର୍ବର କାଣ୍ଡ : ୩ ଜଣଙ୍କୁ ଗଳାକାଟି ହତ୍ୟା

ମାଲକାନଗିରି : ପ୍ରଜାକୋର୍ଟରେ ୩ ଜଣଙ୍କୁ ନୃଶଂସ ଭାବେ ହତ୍ୟା କରିଛନ୍ତି ନକ୍ସଲମାନେ । ପଡୋଶୀ ରାଜ୍ୟ ଛତିଶଗଡର ବିଜାପୁର ଜିଲ୍ଲା ଜାଙ୍ଗଲା ଥାନା ଅଂଚଳରେ ନକ୍ସଲଙ୍କ ବର୍ବର ତଥା ନୃଶଂସ କଳା କାରନାମା ସାମ୍ନାକୁ ଆସିଛି । ନକ୍ସଲମାନେ ପ୍ରଜାକୋର୍ଟରେ ୩ ଜଣ ଗ୍ରାମୀଣଙ୍କୁ ଗଳାକାଟି ନିର୍ମମ
Read More...

ପୁଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ : ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ମାଲକାନଗିରି : ମାଲକାନଗିରିରେ ପୁଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ମାଓବାଦୀଙ୍କୁ ଦମନ ନେଇ ମାଲକାନଗିରି ଜିଲ୍ଲା ପୁଲିସର ଜୋର୍‌ଦାର୍‌ ଚଢାଉ ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଓ କୋରାପୁଟ ଜିଲ୍ଲା ପୁଲିସ, ଏସ୍‌ଓଜି,
Read More...

ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ୨ ଶିଶୁ

ମାଲକାନଗିରି : ପୋଖରୀରେ ବୁଡ଼ି ୨ ଜଣ ଶିଶୁ ମୃତ୍ୟୁବରଣ କରିଥିବା ଖବର ମିଳିଛି । ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କମାରଗୁଡା ଗ୍ରାମର ଦେବା ମାଡକାମିର ୩ ବର୍ଷର ଝିଅ ଅନିତା ମାଡକାମି ଓ ପଡୋଶୀ ଘର ପୁଅ ଆୟୁଷ କବାସୀ ଉଭୟ ଘର ଠାରୁ ପ୍ରାୟ ୫୦ ମିଟର ଦୂରରେ ଥିବା
Read More...

ମାଲକାନଗିରିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି : ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ବଣ୍ଡା ଜନଜାତି ମହିଳା ଶୁକ୍ରୀ ଧାଙ୍ଗଡା ମାଝୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରଥମ ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି
Read More...

ପୋଲିସ ଡିଜିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୨ ହାର୍ଡକୋର ମାଓବାଦୀ

ମାଲକାନଗିରି : ପୋଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ୨ ଜଣ ହାର୍ଡକୋର ମାଓବାଦୀ ଆଜି ମାଲକାନଗିରିରେ ଆତ୍ମସମର୍ପଣ କରିଛନ୍ତି । ଆଜି ପୋଲିସ ଡିଜି ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ଦୁଇ ମାଓବାଦୀ ତାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ହେଲେ
Read More...

ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ମାଲକାନଗିରି ବନପାଳ ମୁରଲୀଧର ଅନୁଗୁଳିଆ

ମାଲକାନଗିରି : ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ବନପାଳ ମୁରଲୀଧର ଅନୁଗୁଳିଆ । ତେବେ ବନପାଳ ଜଣକ ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା ପରିବାର । ଅଭିଯୋଗ ପରେ ଅଭିଯୁକ୍ତ ବନପାଳଙ୍କୁ ଆଜି ଗିରଫ କରିଛି
Read More...

ପୋଲିସ ମାଓବାଦୀ ଗୁଳି ବିନିମୟ : ଘଟଣାସ୍ଥଳରେ ୨ ମାଓ କମାଣ୍ଡର ନିହତ

ମାଲକାନଗିରି : ପୋଲିସ- ମାଓବାଦୀ ମଧ୍ୟରେ ପୁଣି ଗୁଳି ବିନିମୟ ହୋଇଥିବା ସୂଚନା ମଳିଛି । ଗତକାଲି ଓଡିଶା ଓ ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଆର୍ଛା ଜଙ୍ଗଲରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଦୁଇ ମାଓ ନେତାଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରୁ ବିପୁଳ
Read More...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଲକାନଗିରି ବ୍ଲକ ଅନ୍ତର୍ଗତ ଚାଲାଣଗୁଡା ଠାରେ ମୋଟରସାଇକେଲ ଦୁର୍ଘଟଣା । ଏହି ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କର ମୁଣ୍ଡଟି ଫାଟି ଯାଇଥିଲା ତାଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଡ଼ାକ୍ତରଖାନାକୁ ପଠାଇ ଦିଆଯାଇଛି । ବାଇକ
Read More...

ମାଲକାନଗିରି – କୋରାପୁଟ ସୀମାରେ ପୁଲିସ୍‌-ନକ୍ସଲ ମଧ୍ୟରେ ଗୁଳି ବିନିମୟ : ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ମାଲକାନଗିରି : ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଥିବା ଖବର ମିଳିଛି । ମାଲକାନଗିରି- କୋରାପୁଟ ସୀମା କୁଲାବେଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ କୌଣସି ସୂତ୍ରରୁ ଖବର ପାଇ ମାଲକାନଗିରି ଏସଓଜି ଏବଂ ଡିଭିଏଫ ଯବାନ ଘଟଣାସ୍ଥଳକୁ ଯାଇଥିଲେ । ତେବେ ଯବାନଙ୍କୁ ଦେଖି ନକ୍ସଲ ଗୁଳି ଚଳାଇବା
Read More...

ବିଶ୍ୱ ପରିବେଶ ଦିବସ ପାଳିଲେ ପଞ୍ଚାୟତବାସୀ

ମାଲକାନଗିରି : ବିଶ୍ୱ ପରିବେଶ ଦିବସ ଅବସରରେ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ତାଣ୍ଡବାଇ ପଂଚାୟତ ଅଫିସ ପରିସରରେ ଓଏଲ୍‌ଏମ୍‌ ପକ୍ଷରୁ ନିଆରା ଢଙ୍ଗରେ ଏମ୍‌ବିକେ ଅଞ୍ଜଳି ମାକାଲ, ବ୍ୟାଙ୍କ ମିତ୍ର ସୁପ୍ରିୟା ଜେନା ଏବଂ ସିଆର୍‌ପିମାନେ ଗୀତ ଗାଇବା ସହ ପରିବେଶ ଉପରେ
Read More...