Browsing Tag

malkangiri news

ପୋଲିସ ମାଓବାଦୀ ଗୁଳିବିନିମୟ : ହାର୍ଡକୋର ମହିଳା ମାଓବାଦୀ ମୃତ

ମାଲକାନାଗିରି, (କେପିଏନ୍‌ଏସ୍‌) : ମାଲକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେଓ୍ଵାଡା ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଫଳରେ ପୋଲିସ ଗୁଳିରେ ଜଣେ ହାର୍ଡକୋର ମହିଳା ମାଓବାଦୀ ମୃତ ହୋଇଥିବା ଜଣାପଡିଛି । ମୃତ ହାର୍ଡକୋର ମହିଳା ମାଓବାଦୀର ନାମ ପୟୋକେ ବେକ୍
Read More...

ଅଭାବନୀୟ ଘଟଣା : ମାଲକାନଗିରି ସିଲେରୁ ନଦୀରେ ଡଙ୍ଗା ଓଲଟି ଜଣେ ଶିଶୁ ମୃତ, ୭ ନିଖୋଜ

ମାଲକାନଗିରି : ମାଲକାନଗିରିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମଳିଛି । ମାଲକାନଗିରି ଜିଲ୍ଲା ସିଲେରୁ ନଦୀରେ ଡଙ୍ଗା ଓଲଟି ଜଣେ ଶିଶୁ ମୃତ ହୋଇଥିବା ବେଳେ ୭ ନିଖୋଜ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ନଦୀ ପାର ହେଲା ବେଳେ ଗୁଣ୍ଠାବେଡା ପଞ୍ଚାୟତ କନ୍ଧଗୁଡା ନିକଟରେ ଡଙ୍ଗାଟି ଭାରସାମ୍ୟ
Read More...

ପୋଲିସ ଗୁଳିରେ ହାଡକୋର ମାଓବାଦୀ ନିହତ

ମାଲକାନଗିରି : ପୋଲିସ ଗୁଳିରେ ହାଡକୋର ମାଓବାଦୀ ନିହତ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଛତିଶଗଡ଼ର କିରାଣ୍ଡୁଲ ଥାନା ଅନ୍ତର୍ଗତ ବେଙ୍ଗପାଲି ଜଙ୍ଗଲ ଭିତରେ ନକ୍ସଲ ମାନେ ଏକ ଶିବିର କରି ରହିଥିବା ଖବର ପାଇ ଡିଆରଜି ବାହିନୀ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲା । ଜବାନ ଓ
Read More...

ବିଚିତ୍ର ମାନସିକତା : କରୋନା ସଂକ୍ରମଣରୁ ତ୍ରାହି ପାଇଁ କରୋନା ମାତା ପୂଜା

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତରେ ଲୋକଙ୍କ ମଧ୍ୟରେ ଏବେ ବିଚିତ୍ର ମାନସିକତା ଦେଖାଦେଇଛି । ଚାଲିଛି କରୋନା ମାତା ପୂଜା । ଛତିଶଗଡର ରାଜନାନ୍ଦ ଗାଁରେ ମହିଳାମାନେ ଏକ ଗଛ ଉପରେ ଆସ୍ଥା ପ୍ରକଟ କରି କରୋନା ମାତା ରୂପେ ପୂଜା କରୁଛନ୍ତି, ଯାହା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି ।
Read More...

ଟ୍ରେନ୍‌କୁ ରୋକିଲେ ମାଓବାଦୀ, ଖୋଲିଦେଲେ ଗୋଟିଏ ବଗି ଓ ଇଞ୍ଜିନ୍

ମାଲକାନଗିରି : ଟ୍ରେନ୍‌କୁ ଅଟକାଇ ଟ୍ରେନ୍‌ରେ ବସିଥିବା ଯାତ୍ରୀଙ୍କୁ ମାଓବାଦୀମାନେ ପୋଷ୍ଟର ବାଣ୍ଟିଛନ୍ତି । ଆସନ୍ତା ୨୬ ତାରିଖରେ ଭାରତ ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ସୂଚନା ମୁତାବକ, ଶତାଧିକ ମାଓବାଦୀ ଶୁକ୍ରବାର ମାଲକାନଗିରି ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ଏକ
Read More...

ପୋଲିସ ଇନଫର୍ମର ସନ୍ଦେହରେ ୨ଜଣ ଛାତ୍ରଙ୍କ ଗଳା କାଟି ହତ୍ୟା କଲେ ମାଓବାଦୀ

ମାଲକାନାଗିରି : ପୋଲିସ ଇନଫର୍ମର ସନ୍ଦେହରେ ୨ଜଣ ଛାତ୍ରଙ୍କ ଗଳା କାଟି ହତ୍ୟା କରିଛ‌ନ୍ତି ମାଓବାଦୀ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ମାଲକାନାଗିରି ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲାର ଜାଗରକୋଣ୍ଡା ଥାନା ଅନ୍ତର୍ଗତ ମିଲମପାଲ୍ଲି ଜଙ୍ଗଲ ରାସ୍ତାରୁ ୨ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର
Read More...

ପୋଲିସ-ମାଓବାଦୀ ମୁହାଁମୁହିିଁ : ୨ ମାଓବାଦୀ ମୃତ

ମାଲକାନଗିରି : ପୁଣି ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ଦାନ୍ତେୱାଡା ଜିଲ୍ଲାରେ ପୋଲିସ ଓ ମାଓବାଦୀ ମୁହାଁମୁହିିଁ ହୋଇ ଗୁଳି ବିନିମୟ ହୋଇଥିଲା । ଫଳରେ ଦୁଇ ମାଓବାଦୀ‌ଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ମାଓବାଦୀ ମାନେ ଏକ କ୍ୟାମ୍ପ କରି ଦାନ୍ତେୱାଡା ଜିଲ୍ଲାର
Read More...

ଯବାନଙ୍କୁ ଟାର୍ଗେଟ କରି ଆଇଇଡି ଖଞ୍ଜିବା ବେଳେ ବିସ୍ଫୋରଣ : ଜଣେ ମାଓବାଦୀ ମୃତ

ମାଲକାନଗିରି : ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଆଇଇଡି ଖଞ୍ଜିବା ବେଳେ ବିସ୍ଫୋରଣ ଘଟିଛି ଫଳରେ ଜଣେ ମାଓବାଦୀର ମୃତ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲା ବେଚାପାଲ-ହେରିପାଲ୍ ରାସ୍ତା ନିର୍ମାଣ କାର୍ୟ୍ୟର ସୁରକ୍ଷା ଦାୟିତ୍ବରେ
Read More...

ପୁଣି ପୋଲିସ-ମାଓବାଦୀ ଗୁଳି ବିନିମୟ : ବିପୁଳ ପରିମାଣର ମାଓ ସାମଗ୍ରୀ

ମାଲକାନଗିରି : ପୁଣି ସ୍ୱାଭିମାନ ଅଞ୍ଚଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ ହୋଇଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ମାଲକାନଗିରି ପିପଲିପଦର ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରିଥିବା ନେଇ କୌଣସି ସୂତ୍ରରୁ ଖ‌ବର ମଳିବାପରେ ଏସଓଜି ଓ ଡିଭିଏଫ୍ ଯବାନ କମ୍ବିଂ ଅପରେସନ୍ ଜଙ୍ଗଲରେ
Read More...

ମାଲକାନଗିରିରେ ଉତ୍କଳ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ

"ସାମ୍ବାଦିକତା ମୁକ୍ତ ଓ ନିରପେକ୍ଷ ହେବା ଉଚିତ"ମାଲକାନଗିରି, (ଅଜିତ କୁମାର ସାହୁ) : ମାଲକାନଗିରି ଜିଲ୍ଲା ସଦର ସ୍ଥିତ ସଂସ୍କୃତି ଭବନ ଠାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ମାଲକାନଗିରି ଜିଲ୍ଲା ସ୍ତରୀୟ ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶରେ ପାଳିତ ହୋଇଯାଇଛି । ପ୍ରଥମେ
Read More...