Browsing Tag

malkangir news

ଘରେ ପଶି ପରିବାର ଉପରେ ମରଣାନ୍ତକ ଆକ୍ରମଣ : ଦମ୍ପତି ମୃତ, ନାବାଳକ ଗୁରୁତର

ମାଲକାନଗିରି : ରାତିର ନିରବତା ଭିତରେ ଘଟିଲା ଲୋମହର୍ଷକ ହତ୍ୟାକାଣ୍ଡ । ଘରେ ସମସ୍ତେ ଶୋଇଥିବା ବେଳେ ଏକ ପରିବାର ଉପରେ ହେଲା ଆକ୍ରମଣ । ଧାରୁଆ ଅସ୍ତ୍ରରେ ଆକ୍ରମଣ ଯୋଗୁଁ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ବର୍ଷୀୟ ନାବାଳକ ଗୁରୁତର ଆହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା…
Read More...

ମାଓ ଶିବିରରୁ ଜବତ ହେଲା ନକଲି ଟଙ୍କା ସହ ନୋଟ୍ ତିଆରି ମେସିନ୍

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ବଡ଼ ସଫଳତା । ପ୍ରତିଦିନ ଭଳି ସୁକମା ଜିଲ୍ଲା ପୁଲିସ, ଡ଼ିଆର୍‌ଜି ଯବାନ କୋରାଜଗୁଡା ଜଙ୍ଗଲରେ କୁମ୍ବିଂ କରୁଥିବା ବେଳେ ମାଓ ଡ଼ମ୍ପ ଉଦ୍ଧାର କରାଯାଇଥିଲା । ଡ଼ମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିବା ସହ…
Read More...

କେନ୍ଦୁପତ୍ର ଗୋଦାମରେ ଲାଗିଲା ନିଆଁ : ଲକ୍ଷାଧିକ ଟଙ୍କାର ପତ୍ର ପୋଡି ନଷ୍ଟ

ମାଲକାନଗିରି : ଏମ୍‌ଭି-୩ ଗ୍ରାମରେ ଥିବା କେନ୍ଦୁପତ୍ର ଗୋଦାମରେ ଲାଗିଲା ନିଆଁ । ଗତକାଲି ରାତିରେ ଅଚାନକ କେନ୍ଦୁପତ୍ର ଗୋଦାମରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ସମ୍ପୂର୍ଣ୍ଣ ଗୋଦାମ ପୋଡିଯାଇଥିଲା । ଆଜି ସକାଳେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇଥିଲେ । ଲକ୍ଷାଧିକ…
Read More...