ବୈଶାଖି ନାଟ୍ୟ ମହୋତ୍ସବ-୨୦୨୫ ଉଦଘାଟିତ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ସୋନପୁର ନିର୍ମାଣ ଶ୍ରମିକ ସଂଘ, ବୁର୍ଡା ତରଫରୁ ସ୍ଥାନୀୟ ବୁର୍ଡା କଲ୍ୟାଣ ମଣ୍ଡପ ଠାରେ ବୈଶାଖି ନାଟ୍ୟ ମହୋତ୍ସବ ଉଦଘାଟିତ ହୋଇଯାଇଛି । ତିନିଦିନ ଧରି ଆୟୋଜିତ ହେବାକୁ ଥିବା ନାଟ୍ୟ ମହୋତ୍ସବର ଉଦଘାଟନୀ ସମାରୋହରେ ଓମ ପ୍ରକାଶ ସାହୁଙ୍କ!-->…
Read More...
Read More...