ମହିଳା ଉତ୍ପାଦକ ଗୋଷ୍ଠୀର ସଶକ୍ତ ସମୀକ୍ଷା ବୈଠକ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ପଲ୍ଲୀ ଆଲୋକ ପାଠାଗାର, ନଅଗାଁ (ଖ) ଠାରେ ଝରନଦେବୀ ଓ ଭାଗ୍ୟଶ୍ରୀ ମହିଳା ପ୍ରଡ୍ୟୁସର କମ୍ପାନୀର ସଦସ୍ୟଙ୍କୁ ନେଇ ମହିଳା ଉତ୍ପାଦକ ଗୋଷ୍ଠୀର ସଶକ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଝରଣିପାଲି, ନୁନିଆପାଲି, ବଡ଼ଟିକା ଓ ନଅଗାଁ!-->…
Read More...
Read More...