Browsing Tag

lanjigarh news

କ୍ରସର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଲାଞ୍ଜିଗଡ, (କେପିଏନ୍‌ଏସ୍‌) : ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ପୋଖରୀବନ୍ଧ ସାହୁ କ୍ରସର ନିକଟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ ବାତେଲିମା ଗାଁର ମକୁନ୍ଦ ମାଝୀ । ସେ ସାହୁ କ୍ରସରରେ ନିୟୋଜିତ ଏକ ହାଇୱା ଗାଡ଼ିର
Read More...

ଭାଲୁର ମୃତଦେହ ଉଦ୍ଧାର

ଲାଞ୍ଜିଗଡ, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ସେକ୍ସନ ଇଜରୁପା ଗ୍ରାମ ନିକଟ ଜମିରୁ ଏକ ଭାଲୁର ମୃତଦେହ ଉଦ୍ଧାର କରିଛି ବିଶ୍ୱନାଥପୁର ବନ ବିଭାଗ । ବନ ବିଭାଗର ସୂଚନା ଅନୁସାରେ, ଗତକାଲି ସକାଳେ ବିଶ୍ୱନାଥପୁର ବନ ବିଭାଗ ଅନ୍ତର୍ଗତ ଇଜରୁପା ଗ୍ରାମ ନିକଟ ଏକ ଜମିରେ ଭାଲୁର
Read More...

ଜଙ୍ଗଲୀ ହାତୀ ଆକ୍ରମଣରେ ଦମ୍ପତି ଗୁରୁତର

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଲାଞ୍ଜିଗଡ଼ ପଞ୍ଚାୟତ ଲେପଟାଗୁଡ଼ାରେ ଜଙ୍ଗଲୀ ହାତୀଙ୍କ ଆକ୍ରମଣରେ ଗୋଟିଏ ପରିବାରର ସ୍ୱାମୀ ସ୍ତ୍ରୀ ଗୁରୁତର
Read More...

ବିଶ୍ୱନାଥପୁରଠାରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ଲାଞ୍ଜିଗଡ଼ : ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ ପଟେଲ, ଭବାନୀପାଟଣା ଉପ ଜିଲ୍ଲାପାଳ ଡ.
Read More...

ରାଜ୍ୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଉଦ୍‌ଯାପିତ : ରାମଜୀ ପଡ଼ାକୁ ୨-୦ଗୋଲରେ ହରାଇ ତୁଳାପଡ଼ା ବିଜୟୀ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ ସ୍ଥିତ ଅଗ୍ରଣୀ କ୍ରୀଡ଼ାନୁଷ୍ଠାନ ଲାଞ୍ଜିଗଡ଼ ରୋଡ଼ ସ୍ପୋଟର୍ସ ଆସୋସିଏସନ୍ ଆନୁକୂଲ୍ୟରେ ସିକେରକୁପା ବାଉଁଶ ଡିପୋ ଖେଳ ପଡିଆରେ ଆୟୋଜିତ ରାଜ୍ୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତାର ଗତକାଲି ଫାଇନାଲ ମୁକାବିଲା ସହିତ ଉଦ୍‌ଯାପିତ
Read More...

ଖର୍ଡିଆପଡାରେ ହାତୀପଲ

ଲାଞ୍ଜିଗଡ : ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ଶୁକ୍ରବାର ବିଶ୍ୱନାଥପୁର ରେଞ୍ଜ ଅନ୍ତର୍ଗତ ଦରକାପାଞ୍ଚ ଜଙ୍ଗଲରୁ ଏକ ଦଶ ଜଣିଆ ହାତୀପଲ ଜଙ୍ଗଲ ନିକଟରେ ଥିବା ଖର୍ଡିଆପଡା ଗାଁକୁ ପଶି ଆସିଥିବା ଜଣାପଡିଛି । ଫଳରେ ଗାଁରେ ଆତଙ୍କ ଦେଖାଦେଇଥିବା ବେଳେ ଖବର ପାଇ ବନ
Read More...

ବ୍ଲକସ୍ତରୀୟ ବିଜ୍ଞାନଭିତ୍ତିକ ଆଲୋଚନାଚକ୍ର ଅନୁଷ୍ଠିତ

ଲାଞ୍ଜିଗଡ଼ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁରସ୍ଥିତ ଗୋପବନ୍ଧୁ ହାଇସ୍କୁଲ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନଭିତ୍ତିକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ବ୍ଲକସ୍ତରୀୟ ଏଇ କାର୍ଯ୍ୟକ୍ରମରେ ସଂପୋଷଣୀୟ ବିକାଶ ପାଇଁ ବିଜ୍ଞାନ, ଏହାର ଆହ୍ୱନ ଓ
Read More...

ହର୍ଷୋଲ୍ଲାସରେ ପାଳିତ ହେଲା ନୂଆଁଖାଇ

ଲାଞ୍ଜିଗଡ଼ : ଭାଦ୍ରବ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ସମଗ୍ର ଓଡ଼ିଶାରେ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଳିତ ହୋଇଯାଇଛି । ନୂଆଁଖାଇକୁ ନେଇ ଗାଁଗଣ୍ଡା, ସହର ବଜାର ସବୁଠି ଗହଗହ ମହମହ ହୋଇଉଠିଥିବା ବେଳେ ଲୋକେ ନିଜ ନିଜର ଇଷ୍ଟ ଦେବାଦେବୀ, ପିତୃପିତାଙ୍କୁ ବର୍ଷକର ନୂଆ ଫସଲ ପ୍ରଥମେ ଅର୍ପଣ
Read More...

ତ୍ରିଲୋଚନପୁର ଗ୍ରାମ ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣି ଶିବିର

ଲାଞ୍ଜିଗଡ଼ : ମହାମାରୀ କୋଭିଡ ପରିସ୍ଥିତି ପରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ଲକରେ ଜନ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଆରମ୍ଭ ହୋଇଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଏବେ ପ୍ରତି ସୋମବାର ଦିନ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଜନ ଅଭିଯୋଗ
Read More...

ଝାଡାବାନ୍ତି ପ୍ରଭାବିତ ଇଲାକା ଗସ୍ତରେ କଂଗ୍ରେସ ପ୍ରତିନିଧି ଦଳ

ଲାଞ୍ଜିଗଡ଼ : ଲାଞ୍ଜିଗଡ ବ୍ଲକ କଦମ୍ବଗୁଡା ଗ୍ରାମ ପଞ୍ଚାୟତର ସେମେଲପଦର ଓ ବାଲାପଦର ଗାଁରେ ଝାଡାବାନ୍ତିର ପ୍ରକୋପ ବୃଦ୍ଧି ହେବା ଘଟଣା ଗଣମାଧ୍ୟମରେ ପ୍ରକାଶ ପରେ କଂଗ୍ରେସର ଏକ ପ୍ରତିନିଧି ଦଳ ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି । କଂଗ୍ରେସ ଦଳର ଯୁବନେତା ଚାଞ୍ଚେର ମାଝୀ, ଲାଞ୍ଜିଗଡ ବ୍ଲକ
Read More...
error: Content is protected !!