Browsing Tag

khordha news

ହାତୀ ଆକ୍ରମଣରେ ୧ ମୃତ, ୧ ଗୁରୁତର

ଖୋର୍ଦ୍ଧା : ଦନ୍ତା ହାତୀ ଆକ୍ରାମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ସିକୋ ଅଞ୍ଚଳରେ ଘଟିଛି । ସୂଚନା ଅନୁସାରେ, ରବିବାର ରାତିରେ ଦୁଇଟି ହାତୀ ରତ୍ନାକର ବେହେରାଙ୍କ ଖଳାରେ ଥିବା…
Read More...

ଆର୍ମି ଡଗ୍ ସ୍କ୍ୱାର୍ଡର ସମରକଳା ପ୍ରଦର୍ଶନ

ଖୋର୍ଦ୍ଧା : ସ୍ଥାନୀୟ କୋଣାର୍କ ନଗର ସ୍ଥିତ ପଡିଆରେ ଆର୍ମି ଡଗ ସ୍କ୍ୱାର୍ଡର ସ୍ୱତନ୍ତ୍ର ସମର କୌଶଳ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ନଗର ବିକାଶ ପରିଷଦର ଅନୁରୋଧ କ୍ରମେ ମିରଟରୁ କୋଲକାତା ଅଭିମୁଖେ ଯାଉଥିବା ଆର୍ମିର ଡଗ ସ୍କ୍ୱାର୍ଡର ଟିମ୍ ଯୁଦ୍ଧ ସମୟରେ ତାଲିମ ପ୍ରାପ୍ତ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ

ଖୋର୍ଦ୍ଧା : ୧୬ ନଂ ଜାତୀୟ ରାଜପଥ ଦୀକ୍ଷିତପଡ଼ା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ଏକ ବିଦ୍ୟୁତ୍‌ଖୁଣ୍ଟ ବୋଝେଇ ଟ୍ରକ୍‌କୁ ବାଇକ୍‌ ପଛପଟୁ ଧକ୍କା ଦେବାରୁ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ହେଲେ ଉଲ୍ଲାସ ଚନ୍ଦ୍ର ସାହୁ(୫୩)…
Read More...

ଯବାନ ପ୍ରକାଶ ବେହେରାଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ

ଖୋର୍ଦ୍ଧା : ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ନାଲିପଡା ଅର୍ଜୁନପୁର ଗ୍ରାମଠାରେ ବିଏସଏଫ୍ ଯବାନ ପ୍ରକାଶ ବେହେରାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ତାଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ବିଜେଡି ଜିଲ୍ଲା ସଭାପାତି ବିଭୁତି ଭୂଷଣ ବଳବନ୍ତରାୟ, ମୃତକ…
Read More...

ବ୍ରାଉନସୁଗାର ଜବତ : ଦୁଇ ଗିରଫ

ଖୋର୍ଦ୍ଧା : ଜଂକିଆ, ବାଘମାରୀ ଥାନା ସମେତ ଟାଉନ ଥାନା ପୋଲିସ ୪ ଜଣ ନିଶା ବେପାରୀଙ୍କୁ ଗିରଫ କରିଥିବା ଜଣାପଡିଛି । ସେମାନଙ୍କ ନିକଟରୁ ପ୍ରାୟ ଆଠ ଲକ୍ଷ ଟଙ୍କାର ବାଉନସୁଗାର ଜବତ ହୋଇଛି, କିନ୍ତୁ ଟାଉନ ଥାନା ପୋଲିସ ସ୍ଥାନୀୟ ଗୁରୁଜଙ୍ଗ ଗାଁ ନିକଟରେ ଥିବା ଏକ କମ୍ପାନୀ ନିକଟରୁ ୫୦.୧୦…
Read More...

ଖୋର୍ଦ୍ଧା ଜିଲ୍ଲା ଲୋକ ମହୋତ୍ସବ ଉଦ୍‌ଯାପିତ

ଖୋର୍ଦ୍ଧା : ସ୍ଥାନୀୟ ଗୁରୁଜଙ୍ଗଠାରେ ଗତ ୭ ତାରିଖଠାରୁ ଆରମ୍ଭ ହୋଇଥବା ଲୋକ ମହୋତ୍ସବ ଗତକାଳି ଉଦ୍‌ଯାପିତ ହୋଇଯାଇଛି । ଆଶ୍ଵାସନା ପରିବାର ସଂଯୋଜକ ବିଧାନ ମହାନ୍ତିଙ୍କ ଅଧକ୍ଷତାରେ ପ୍ରାକ୍ତନ ସାଂସଦ ପ୍ରସନ୍ନ ପାଟଶାଣୀ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ପୌର ପରିଷଦ ଅଧ୍ୟକ୍ଷା…
Read More...

ବିପୁଳ ପରିମାଣର ବିସ୍ଫୋରକ ଜବତ

ଖୋର୍ଦ୍ଧା : ଆଜି ସଦର ପୁଲିସ୍ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଥିବା ଜଣାପଡିଛି । ଘଟଣାସ୍ଥଳରୁ କାର ଡ୍ରାଇଭର ଓ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି । ଏସଡିପିଓ ଦିଲୀପ ଦାସଙ୍କ କହିବା ଅନୁଯାୟୀ ଆଜି ସକାଳୁ ପ୍ରାୟ ୧୧ଟା ସମୟରେ ସଦର ପୁଲିସ୍ ଦାଧିମାଛଗାଡିଆ ରାସ୍ତା…
Read More...

୧ ଲକ୍ଷ ଟଙ୍କା ବ୍ରାଉନସୁଗାର ଜବତ : ଜଣେ ଗିରଫ

ଖୋର୍ଦ୍ଧା : ସଦର ଥାନା ପୁଲିସ କୁରାଢ଼ମଲ ଗାଁ ବାଉତି ମନ୍ଦିର ନିକଟରୁ ଜଣେ ନିଶା ବେପାରୀକୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ କୁରାଢମଲ ଗ୍ରାମରେ ଫକିର ଓରଫ ପ୍ରଦୀପ୍ତ ବଲିୟାରସିଂହ ହୋଇଥିବା ବେଳେ ତା ନିକଟରୁ ସଦର ପୁଲିସ୍ ୧୧.୫୭ ଗ୍ରାମ ବ୍ରାଉନ ସୁଗାର, ଦୁଇ ବାଇକ୍, ମୋବାଇଲ୍,…
Read More...

ପାଇକ ସ୍ମାରକୀ ଶିଳାନ୍ୟାସର ୩ୟ ବର୍ଷ ପୂର୍ତ୍ତି ପାଳନ

ଖୋର୍ଦ୍ଧା : ଆଜକୁ ୩ ବର୍ଷ ତଳେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଖୋର୍ଦ୍ଧାର ବରୁଣେଇରେ ପାଇକ ସ୍ମାରକୀ ଶିଳାନ୍ୟାସ କରିଥଲେ । ଏ ଅବସରରେ କଳିଙ୍ଗ ପାଇକ ସଂଗଠନ ପକ୍ଷରୁ ପାଇକ ସ୍ମାରକୀ ଶିଳାନ୍ୟାସ ସ୍ଥାନରେ ୩ ବର୍ଷ ପୂର୍ତ୍ତି ପାଳନ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପାଇକମେଳି…
Read More...

ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ଦାସ

ଖୋର୍ଦ୍ଧା : ଭିଜିଲାନ୍ସ ଜାଲରେ ପଡିଲେ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ଦାସ । ନିର୍ବାହୀ ଯନ୍ତ୍ରୀଙ୍କ ସରକାରୀ କାର୍ଯ୍ୟାଳୟରେ ଚଢ଼ଉ କଲା ଭିଜିଲାନ୍ସ ଟିମ୍ । ଏଥି ସହିତ ଏକକାଳୀନ ୭ଟି ସ୍ଥାନରେ ରେଡ ଚାଲିଥିବା ସୂଚନା ମିଳିଛି । ସୂଚନା ମୁତାବକ, ଆଜି ସକାଳୁ…
Read More...