ପୋଖରୀରେ ବୁଡ଼ି ନାବାଳକ ମୃତ
କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ପୋଖରୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବେଲପଡ଼ା ଥାନା ପଣ୍ଡରିଯୋର ପଞ୍ଚାୟତ ମୁଣ୍ଡାପରା ଗାଁରେ ଏଭଳି ଘଟଣା ଘଟିଛି । ମୃତ ନାବାଳକ ଜଣଙ୍କ ହେଉଛନ୍ତି ସଦାନନ୍ଦ ମହାନନ୍ଦଙ୍କ ପୁଅ କରନ ମହାନନ୍ଦ(୧୨) । ସୂଚନା ଅନୁଯାୟୀ କରନ ଗାଁ!-->…
Read More...
Read More...