କଣ୍ଟାବାଞ୍ଜି ଅବକାରୀ ବିଭାଗଦ୍ୱାରା ରେଲୱେ ଷ୍ଟେସନ୍ରୁ ବିପୁଳ ପରିମାଣ ଗଞ୍ଜେଇ ଜବତ : ଜଣେ ଅଭିଯୁକ୍ତ କୋର୍ଟଚାଲାଣ
କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ୍ରୁ ବେଆଇନ ଚୋରା ଚାଲାଣ ୩୭ କେ. ଜି. ୫୦୦ ଗ୍ରାମ ଗଞ୍ଜେଇ ଅବକାରୀ ବିଭାଗଦ୍ୱାରା ଜବତ କରାଯାଇଛି । ଚୋରା ଚାଲାଣ କରୁଥିବା ଅଭିଯୁକ୍ତକୁ ଗିରଫ କରି ଶନିବାର ଦିନ କୋର୍ଟଚାଲାଣ କରାଯାଇଛି । ମିଳିଥିବା!-->…
Read More...
Read More...