Browsing Tag

kalahandi news

‘ଫାର୍ମ ବି’ ଉତ୍ପାଦର ବଜାର ପ୍ରବେଶ

ଭବାନୀପାଟଣାରୁ ଆରମ୍ଭ ହେଲା ପଶ୍ଚିମ ଓଡ଼ିଶାର ଜୟଯାତ୍ରା କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଓଡ଼ିଶାର ଅଗ୍ରଣୀ ଖାଦ୍ୟ ଉତ୍ପାଦ ପ୍ରସ୍ତୁତକାରୀ ଉଦ୍ୟୋଗ ବିଶେଶ୍ୱର ଫୁଡ୍‌ସ ପ୍ରାଇଭେଟ୍‌ ଲିମିଟେଡ଼ ଆନୁକୂଲ୍ୟରେ ପରିଚାଳିତ 'ଫାର୍ମ ବି' ବ୍ରାଣ୍ଡର ପଶ୍ଚିମ ଓଡିଶା ବଜାର ପ୍ରବେଶ ସହ…
Read More...

ମ.ରାମପୁର ଅଞ୍ଚଳରେ ନବାନ୍ନ ତିଥି ନିର୍ଦ୍ଧାରଣ

କଳାହାଣ୍ଡି, (ପି.କେ. ସାହୁ) : ଆଗକୁ ଆସୁଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନବାନ୍ନ । ଏହି ନବାନ୍ନଟି ପଞ୍ଚମୀ ତିଥିରେ ପ୍ରାୟ ଅଞ୍ଚଳରେ ହେଉଥିବା ବେଳେ ମ.ରାମପୁର ଅଞ୍ଚଳରେ ଚଳିତ ବର୍ଷ ପାଇଁ ନବାନ୍ନ ତିଥି ନିର୍ଦ୍ଧାରଣ ହୋଇଛି । ମ.ରାମପୁର ରାଜା ବୁଧେନ୍ଦ୍ର ପ୍ରତାପ ସିଂହଦେଓଙ୍କ ଅଧ୍ୟକ୍ଷତାରେ…
Read More...

କଳାହାଣ୍ଡିରେ ଭାରତ ବନ୍ଦର ମହାପ୍ରଭାବ : ଦୋକାନ ବଜାର, ଯାନବାହାନ ଚଳାଚଳ ବନ୍ଦ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସର୍ବୋଚ୍ଚ ନ୍ୟାୟାଳୟ ସଂରକ୍ଷଣ ସଂଶୋଧନ ପାଇଁ ଦେଇଥିବା ରାୟ ବିରୋଧରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମହାସଂଘ ଭାରତ ବନ୍ଦ ଡାକରା ଦେଇଥିଲା । ଏହି ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇ ଭବାନୀପାଟଣା ଅନୁସୂଚିତ ଜାତି ଓ ଅନୁସୂଚିତ ଜନ ଜାତି…
Read More...

ଗଙ୍ଗାଧର ମେହେର ଥିଲେ ଓଡ଼ିଆ ଭାଷା ଅନ୍ଦୋଳନର ଅନ୍ୟତମ ସାରଥୀ

ଯୁଗଯାତ୍ରୀ ସାହିତ୍ୟ ସଂସଦର ୧୬୩ତମ ମେହେର ଜୟନ୍ତୀ କଳାହାଣ୍ଡି : (ପି. କେ. ସାହୁ) : ଗଙ୍ଗାଧର ମେହେର ଥିଲେ ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ସାରଥି । ଓଡ଼ିଆ ଅସ୍ମିତାର ପ୍ରତିନିଧି ବୋଲି ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦର ୧୬୩ତମ ପ୍ରକୃତି କବି…
Read More...

କଳାହାଣ୍ଡି କନ୍ଧମାଳ ସୀମାନ୍ତରେ ମାଓ କ୍ୟାମ୍ପ ଠାବ ବିପୁଳ ମାଓ ସାମଗ୍ରୀ ଜବତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି କନ୍ଧମାଳ ସୀମାନ୍ତରେ ଥିବା ମଦନପୁର ରାମପୁର ପୁଟ୍ରି ମହୁଲ ସଂରକ୍ଷିତ ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଠାବ ହୋଇଥିବାବେଳେ, ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଉଥିବା ସମ୍ପର୍କରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ…
Read More...

ବିକାଶ ଗ୍ରୁପ ଅଫ ଇନ୍‌ଷ୍ଟିଚ୍ୟୁସନ୍‌ରେ ୭୮ତମ ସ୍ଵାଧୀନତା ଦିବସ ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ଉପକଣ୍ଠରେ ଥିବା ବିକାଶ ଗ୍ରୁପ ଅଫ ଇନ୍‌ଷ୍ଟିଚ୍ୟୁସନ୍‌ରେ ୭୮ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ପ୍ରଭୁଦତ୍ତ ହିମାଂଶୁ ମିଶ୍ର ଓଡ଼ିଶା ଫରେଷ୍ଟ ସର୍ଭିସ୍ କଞ୍ଜରଭେଟର ଅଫ ଫରେଷ୍ଟ ଉତ୍ତର ବନଖଣ୍ଡ, କଳାହାଣ୍ଡି…
Read More...

ଟ୍ରକ୍‌ ଓ ବୋଲେରୋ ମୁହାଁମୁହିଁ ଧକ୍କା : ୭ ଗୁରୁତର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଶୁକ୍ରବାର ପାହାନ୍ତିଆରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଭୋର୍‌ ୩ଟା ସମୟରେ ଜାତୀୟ ରାଜପଥ ୨୬ କେସିଙ୍ଗା ରିଲାଏନ୍ସ ଟ୍ରେଣ୍ଡସ ଦୋକାନ ସାମ୍ନାରେ ଏକ ବୋଲେରୋ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୭ ଜଣ…
Read More...

ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିଅମ୍‌ ଠାରେ ୭୮ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏହି ପବିତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ…
Read More...

କଲମପୁର ବ୍ଲକ ପ୍ରଶାସନ ପକ୍ଷରୁ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ 'ହର୍‌ ଘର୍‌ ତ୍ରିରଙ୍ଗା' ଅଭିଯାନ ଚାଲିଥିବାବେଳେ ଆଜି କଳାହାଣ୍ଡି ଜିଲ୍ଲା କଲମପୁର ପଞ୍ଚାୟତ ସମିତି ପକ୍ଷରୁ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବ୍ଲକ ପରିସରରୁ ଏକ…
Read More...

ଭବାନୀପାଟଣାରେ ବିଜେପିର ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଭବାନୀପାଟଣାରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ ମହାସମାରୋହରେ…
Read More...