Browsing Tag

kalahandi news

ମା’ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଠାରେ ତାଲିମ୍ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ଦ୍ଵାରା ଉଦ୍‌ଘାଟିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ମଙ୍ଗଳବାର ସ୍ଥାନୀୟ ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ କଳାହାଣ୍ଡି ତରଫରୁ ଦୁଇଗୋଟି ତାଲିମ କାର୍ଯ୍ୟକ୍ରମର ଉଦ୍‌ଘାଟନ ସମାରୋହ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ପ୍ରଥମ…
Read More...

ଲାଞ୍ଜିଗଡ଼ ଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଳତ ଉଦ୍‌ଘାଟିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ଦେୱାନୀ ଜଜ୍ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଉଚ୍ଚ ନ୍ୟାୟାଳୟ, ଓଡ଼ିଶା, ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ସରନ୍ ସିଂ ଏହି ଅଦାଲତକୁ ଭିଡ଼ିଓ…
Read More...

ଭବାନୀପାଟଣା ବିକାଶ ଗ୍ରୁପ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ର ବାର୍ଷିକ ଉତ୍ସବ ହାରବେଷ୍ଟ ୨୦୨୪ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ବିକାଶ ଗ୍ରୁପ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ର ବାର୍ଷିକ ଉତ୍ସବ ହାରବେଷ୍ଟ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବର କଳାହାଣ୍ଡି ଏବଂ…
Read More...

ଭବାନୀପାଟଣାରେ କିମ୍ସ ପକ୍ଷରୁ ବିଶାଳ ସ୍ୱାସ୍ଥ୍ୟ ଶିବିର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଶିକ୍ଷାବିତ୍‍ ତଥା ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ ଗ୍ରାମାଞ୍ଚଳ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ ସାଇନ୍‌ସେସ (କିମ୍ସ) ପକ୍ଷରୁ ପ୍ରତିବର୍ଷ ଓଡ଼ିଶାର ବିଭିନ୍ନ ସ୍ଥାନରେ…
Read More...

କଳାହାଣ୍ଡି ଜିଲ୍ଲାରୁ ୬୦ ଲକ୍ଷ ଧାନ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି ଯୋଗାଣ ବିଭାଗ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍‌ଭାବନା ସଭାଗୃହଠାରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଭବାନୀପାଟନା…
Read More...

ମରୁଡି ଘୋଷଣା ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଚଳିତ ବର୍ଷ ଅନାବୃଷ୍ଟି କାରଣରୁ ବ୍ଲକର ୨୨ ପଞ୍ଚାୟତ ମଧ୍ୟରୁ ଅନେକ ପଞ୍ଚାୟତରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଏହାସହ ଏହି ଅଞ୍ଚଳରେ ବ୍ୟାପକ ଭାବେ ଚକଡ଼ା ପୋକ ଓ ରୋଗ ପ୍ରାଦୁର୍ଭାବରେ ଚାଷୀଙ୍କ ବ୍ୟାପକ…
Read More...

୭୫ତମ କଳାହାଣ୍ଡି ପ୍ରତିଷ୍ଠା ଦିବସ ପାଳିଲେ ଜିଲ୍ଲା ଓକିଲ ସଂଘ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ୭୫ତମ କଳାହାଣ୍ଡି ଜିଲ୍ଲା ପ୍ରତିଷ୍ଠା ଦିବସ ପାଇଁ ଶୁକ୍ରବାର ଜିଲ୍ଲା ବ୍ୟାପି ଉତ୍ସବର ମାହୋଲ ଦେଖାଯାଇଥିଲା । ଏହି ଅବସରରେ କଳାହାଣ୍ଡି ଓକିଲ ସଂଘ, ଭବାନୀପାଟଣା କାର୍ଯ୍ୟାଳୟରେ ଜିଲ୍ଲା ଓକିଲ ସଂଘର ସଭାପତି ସୁଧାଂଶୁ କୁମାର ନନ୍ଦଙ୍କ…
Read More...

୭୫ତମ କଳାହାଣ୍ଡି ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି କଳାହାଣ୍ଡି ଜିଲ୍ଲା ପ୍ରତିଷ୍ଠା ଦିବସ । ଜିଲ୍ଲା ଗଠନର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଭବାନୀପାଟଣା ସହର ଉତ୍ସବ ମୁଖର ହୋଇଉଠିଛି । ୧ ନଭେମ୍ବର ମସିହା ୧୯୪୯ରେ କଳାହାଣ୍ଡି ଓ ନୂଆପଡାକୁ ମିଶାଇ ଓଡ଼ିଶା ରାଜ୍ୟର ଏକ ଜିଲ୍ଲା ଗଠନ କରାଯାଇଥିଲା…
Read More...

ବସୁନ୍ଧରା ଜ୍ୱେଲର୍ସରେ ଜିଏସ୍‌ଟି ଚଢ଼ାଉ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି ଧନତେରସ ପାଇଁ ସୁନା ଦୋକାନ ଗୁଡିକରେ ଗ୍ରାହକଙ୍କ ଗହଳି ଲାଗିରହିଛି । ହେଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ବସୁନ୍ଧରା ଜ୍ୱେଲର୍ସରେ ଜିଏସ୍‌ଟି ପକ୍ଷରୁ ଚଢ଼ାଉ କରାଯାଇଛି । ଜିଏସ୍‌ଟି ଓ ଏନ୍‌ଫୋର୍ସମେଣ୍ଟ ବିଭାଗର ୯ ଜଣିଆ ଟିମ୍‌ ଏହି…
Read More...

ଦୁର୍ନୀତି ନିବାରଣ ଶପଥ ପାଠ କଲେ ଅଧିକାରୀ ଓ କର୍ମଚାରୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୪ ପାଳନ ଅବସରରେ ସୋମବାର ପୂର୍ବାହ୍ନ ୧୧ଟା ସମୟରେ କଳାହାଣ୍ଡି ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସାଧୁତାର ଶପଥ ପାଠ କରାଯାଇଥିଲା । ସ୍ଥାନୀୟ ଓସ୍ୱାନ ହଲ୍‌ଠାରେ ଆୱାସି ମାଧ୍ୟମରେ ସିଧାପ୍ରସାରଣରେ…
Read More...