ଜୟପାଟଣା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦ୍ଯାପିତ
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକସ୍ତରୀୟ ୨୬ତମ କଳାହାଣ୍ଡି ଉତ୍ସବ ଘୁମୁରା ବ୍ୟାପକ ଉତ୍ସାହର ସହ ଉଦ୍ଯାପିତ ହୋଇଯାଇଛି । ମଙ୍ଗଳବାର ବାନେର ସ୍ଥିତ ମାଆ ବୁଢ଼ୀ ପଦରେନ ମନ୍ଦିରରୁ ଆଠ କିଲୋମିଟର ମାରାଥନ ଦୌଡ଼ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ବୁଧବାର ଦିନ ବ୍ଲକର ୨୨ଟି!-->…
Read More...
Read More...